Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ Odia girl singing, “Independence day” ଗୀତ କୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ…

0

ଅନେକ ସମୟରେ ଆପଣ ଛୋଟ ପିଲା ମାନଙ୍କର ଅନେକ ଭିଡିଓ କୁ ଦେଖିବାକୁ ପାଉଥିବେ। ଆଉ ସେହି ସବୁ ଭିଡିଓ କୁ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଜଣେ କୁନି ପିଲା ଆମ ଦେଶର ଜାତୀୟ ସଙ୍ଗୀତ କୁ ଗାନ କରୁଛି।ଏହି ଗୀତକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି ଏହି କୁନି ପିଲାର କଣ୍ଠରେ। ଆପଣ ଏହି ଗୀତକୁ ଥରେ ଶୁଣିଲେ ଜାଣି ପାରିବେ ଯେ ଏହି ଗୀତକୁ ପିଲାଟି ଏତେ ପ୍ରେମର ସହ ଭାବର ସହ ସେ ଗାଉ ଛନ୍ତି ଯେ ତାକୁ ଶୁଣି ଆପଣ ବି ଖୁସି ହୋଇଯିବେ। ଛୋଟ ପିଲାଟି ର କଣ୍ଠରେ ସେ ଗାଉଥିବା ଏହି ଗୀତଟି ବେଶ୍ ଭଲ ଲାଗୁଛି।

ଏହା ସତ ଯେ ସବୁ କୁନି ପିଲାମାନଙ୍କ କଣ୍ଠରୁ ଯେକୌଣସି ବି ଗୀତ ହୋଇଥାଉ ନା କାହିଁକି ତାହା ଶୁଣିବାକୁ ବହୁତ ଭଲ ଲାଗେ।ଏମିତି ରେ ବି ଆପଣ ମାନେ ଜାଣିଛନ୍ତି ଛୋଟ ପିଲା ମାନେ ହେଉଛନ୍ତି ଦୁନିଆର ଏକ ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି।

ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି। ଯାହା ସମସ୍ତଙ୍କୁ ଚକିତ କରିଥାଏ।ଛୋଟ ପିଲାମାନେ ଯାହା ବି ଶୁଣନ୍ତି ଆଉ ଶିଖନ୍ତି ତାକୁ ପରେ ଗାଇବାକୁ ଚେଷ୍ଟା କରନ୍ତି। ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ବି ପଚାରିଥାନ୍ତି। ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। ତେବେ କୁନି ପିଲା ମାନଙ୍କ ସ୍ୱର ଶୁଣିବାକୁ ଯେମିତି ଭଲ ଲାଗେ ତାକୁ ଅନୁଭଵ କଲେ ମଧ୍ୟ ସେତିକି ଖୁସି ଲାଗିଥାଏ।

ଯେମିତି ଏହି ଭିଡ଼ିଓରେ ଏହି କୁନି ପିଲାଟି ସମସ୍ତଂକ ମନକୁ ଛୁଇଁବା ଭଳି ଗୀତ ଗାଇ ସମସ୍ତଂକ ମନକୁ କିଣି ନେଇଛନ୍ତି। ଜନ ଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା ଏହାକୁ ସେ ରହି ରହି ବହୁତ୍ ସୁନ୍ଦର ଭାବରେ ଗାନ କରୁଛନ୍ତି। ତେବେ ତାଙ୍କ ପାଟି ଲାଗୁଥିବା କାରଣରୁ କିପରି ଭାବରେ ଏହା ଶୁଭୁଚି ତାହା ଥରେ ଶୁଣନ୍ତୁ ଏବଂ ଏହାକୁ ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ। ତେବେ ୟୁ ଟ୍ୟୁବ୍ ରେ ପ୍ରସାରିତ ହୋଇଥିବା ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.