Swastik Tv News Odisha

୧୦ ମାସର ଶିଶୁକୁ ଗୁହାଳରେ ଛାଡି ପଳାଇଲା ବାପା, ସ୍ତ୍ରୀକୁ ମାରି ଭର୍ତିକଲା ବ୍ୟାଗରେ, ପୁରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0

ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଆପଣ ମାନେ ସୋସିଆଲ ମିଡିଆରେ ନିଶ୍ଚୟ ଦେଖିବାପାଇଁ ପାଉଥିବେ । ଯାହା ଅତ୍ୟନ୍ତ ହୃଦୟ ବିଦାରକ ଅଟେ , ସେମିତି ଏକ କରୁଣ ଦୃଶ୍ୟ ପୁଣିଥରେ ସାମ୍ନାକୁ ଆସିଛି । ଯାହା ଆପଣ ଶୁଣିବା ମାତ୍ରେ ଆପଣଙ୍କ ହୃଦୟ ଓ ମସ୍ତିଷ୍କ ଙ୍କୁ ଦୋହଲାଇ ଦେବ । ମାତ୍ର10 ମାସ ହେବ ଦୁନିଆକୁ ଆସିଥିଲା ଏହି କୋମଳ ଶିଶୁ , ନା ତାର ଶିବାଅଂସ୍ । ମାତ୍ର ଆପଣ ମାନେ ଯେତେବେଳେ ଜାଣିବେ ଏହି ପିଲାର ଜନ୍ମକଲା ବାପା ଏହି ଛୋଟ କଅଁଳ ଶିଶୁକୁ ଗୋଶାଳାରେ ଛାଡି ପଳାଇ ଯିବାର କାରଣ ଜାଣିବେ ଆପଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଏମିତି ଏକ କରୁଣମୟ ଦୃଶ୍ୟ ଦେଖିବାକୁ ମିଳିଛି , ଗୁଜୁରାଟର ଗାନ୍ଧିନଗର ପିଠାପୁର ସ୍ୱାମୀନାରାୟଣ ଗୋଶାଳା ଗେଟ୍ ପାଖରୁ ଏକ ଶିଶୁର କାନ୍ଧ ଶୁଭିଥିଲା । କାନ୍ଧ ଶୁଣି ଗୋଶାଳା ର କର୍ମଚାରୀ ଧାଇଁ ଆସିଥିଲେ , ଆଉ ଦେଖିଲେ 10 , 11 ମାସର ଶିଶୁ ରାହା ଧରି ଗେଟ ଆଡେ ଚାହିଁ କାନ୍ଧି ଚାଲିଛି । ପିଲାଟି କାହାର ଖୋଜ ଖବର ନପାଇବାରୁ ପୋଲିସ କୁ ଖବର ଦେଇଥିଲେ , ପୋଲିସ ଏହାର ତଦନ୍ତ କରିବା ପରେ ପିଲାଟିର ବାପା ମାଆ ପାଖରେ ପହଞ୍ଚି ପାରିଥିଲେ । ତେବେ ଅହମ୍ମଦାବାଦ ର ସଚ୍ଚିନଦିକ୍ଷିତ୍ ପର୍ଯ୍ୟନ୍ତ , ଯେତେବେଳେ ପହଞ୍ଚିଲା ପୋଲିସ , ସେତେବେଳେ ସହୁ ସତ ବକ୍ଷାଣି ଥିଲା ସଚ୍ଚିନ ।

ରାଜସ୍ଥାନ କୋଟାରେ ଲୁଚି ରହିଥିବା ସଚ୍ଚିନର ପ୍ରଥମ ସ୍ତ୍ରୀ ଓ 4 ବର୍ଷର ପୁଅ ବାଦ୍ ଗୁଜୁରାଟରେ ବି ନିଜ ପରିବାର ଗଢିଥିବାର କଥା ଜାଣି ଅବାକ୍ ହୋଇଯାଇଥିଲେ ସଚ୍ଚିନର ପୂରା ପରିବାର । ତେବେ ପଚରା ଉଚରାରୁ ଜଣା ପଡିଲା ଯେ ସଚ୍ଚିନ ତାର ପ୍ରେମିକାକୁ ମାରି ବ୍ୟାଗ ରେ ଭର୍ତ୍ତି କରି ଏହି ପିଅ କୁ ଛାଡି ଦେଇଥିଲା ଗୋଶାଳାରେ । 3 ବର୍ଷ ପୂର୍ବରୁ ପ୍ରେମିକା ମେହେନ୍ଦି ସହ ରହୁଥିଲେ ସଚ୍ଚିନ , ମାତ୍ର ଘର ଲୋକେ ଜାଣିଥିଲେ ଗୁଜୁରାଟରେ ସଚ୍ଚିନ ଚାକିରୀ କରୁଛି ଏବଂ ଘରଭଡା ନେଇ ରହୁଛନ୍ତି । କିନ୍ତୁ କେହିବି ଜାଣିନଥିଲେ ଯେ ସଚ୍ଚିନ ଏଠାରେ ଆଉ ଗୋଟେ ଝିଅ ଙ୍କ ସହିତ ପ୍ରେମ ନାଟକ କରି ଲିଭିନ ରେ ରହୁଛି ।

ଦୁଇଜଣ ଲିଭିନ ରେ ରହିବା ଭିତରେ ହିଁ ପ୍ରେମିକା ମେହେନ୍ଦି 10 ମାସ ତଳେ ଏହି ପୁଅକୁ ନିଜ ଗର୍ଭରୁ ଜନ୍ମ କରିଛି । ତେବେ 3 ବର୍ଷ ଭିତରେ ନିଜ ସମ୍ପର୍କ ଓ ଅଧିକାର ପରିଚୟ ମାଗୁଥିଲା ମେହେନ୍ଦି । କିନ୍ତୁ ସଚ୍ଚିନ ତାର ପ୍ରଥମ ପତ୍ନୀଙ୍କୁ ଏ ସମ୍ପର୍କରେ କହିବାକୁ ଡରୁଥିଲେ , ଏପଟେ ସଚ୍ଚିନ ଓ ମେହେନ୍ଦିଙ୍କ ଭିତରେ ଦିନେ ଝଗଡା ହୋଇଥିଲା । ରାଗରେ ନିଜ ଦୋଷକୁ ଲୁଚିବାକୁ ଯାଇ ସଚ୍ଚିନ ମେହେନ୍ଦିକୁ ମାରି ଦେଇ ଶିଶୁ କୁ ଗୋଶାଳାରେ ଛାଡି ଚାଲିଯାଇଥିଲା ।

ମିଛ କେବେ ଲୁଚି ରହିଲା ନାହିଁ , ସଚ୍ଚିନ ଧରା ପଡିବା ପରେ ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ପିଲାଟି ପୋଲିସ କସଟେଡିରେ ରହିଛି । କେବଳ ସଟ୍ଟିନ ଓ ମେହେନ୍ଦି ନୁହଁ ଏପରି ଅନେକ ପରକୀୟା ପ୍ରତି ରେ ସଂପୃକ୍ତ ଅଛନ୍ତି । ପରିଶେଷରେ ସେମାନଙ୍କୁ ଏମିତି ଏକ ପରିସ୍ଥିତିର ସାମ୍ନା ମଧ୍ୟ କରିବାକୁ ପଡୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.