Swastik Tv News Odisha

ହଠାତ ପବନରେ ଉଡିଗଲା Hansika Motwani ଙ୍କ ଟପ, Airport ରେ ସମସ୍ତଙ୍କ ସାମ୍ନାରେ ହେଲେ ଲଜ୍ଜିତ, ଭିଡ଼ିଓ ଟି ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି….

0

ତେଲୁଗୁ ଫିଲ୍ମ୍ ଜଗତର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ହଂଶିକା ମତୁଆନି ଜଣେ ଏମିତି ଚେହେରା ଯିଏ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା।ଏହି ଅଭିନେତ୍ରୀ ଜଣଙ୍କୁ କିଏ ଅବା ନଜାଣେ। ବିଗତ କିଛି ବର୍ଷ ଧରି ତେଲୁଗୁ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ବେଶ୍ ଗ୍ରହଣୀୟ ହୋଇ ପାରିଛି ଦର୍ଶକ ମାନଙ୍କ ଦ୍ଵାରା। ତେବେ ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ହଂଶିକା ମତୁଆନି।

କେବଳ ତେଲୁଗୁ ଫିଲ୍ମ୍ ନୁହେଁ ବରଂ ହିନ୍ଦୀ ଫିଲ୍ମ ଜଗତରେ ମଧ୍ଯ ସେ ତାଙ୍କର ଜଲୱା ଦେଖାଇଛନ୍ତି। ଅନେକ ଧାରାବାହିକରେ ମଧ୍ଯ ଅଭିନୟ କରି ସେ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛନ୍ତି।ତେବେ ଟଲିଉଡ ର ସୁଇଟ ଆଣ୍ଡ କ୍ୟୁଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହଂଶିକା ମତୁଆନି। ତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ବି ସାଜିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ସିନେମା ଜଗତରେ ସେ ପାଦ ଦେବା ପାଖରୁ ଅନେକ ଦର୍ଶକଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତେବେ କିଏ ବା ତାଙ୍କୁ ଭଲ ନପାଏ। ଦୀର୍ଘ ଦିନ ଧରି ଉଭୟ ସାଉଥ୍ ଏବଂ ହିନ୍ଦୀ ଫିଲ୍ମ ଜଗତରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି ହଂଶିକା ମତୁଆନି।

ଅନେକ ସମୟରେ ସେ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖି ଥିବାର ଦେଖିବାକୁ ମିଳିଥାଏ।ତେବେ ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ହଂସିକା ଏୟାର ପୋର୍ଟ କୁ ଯାଉଥିବା ସମୟରେ ସେଠାରେ ଜୋର୍ ପବନ କାରଣରୁ ତାଙ୍କର ଡ୍ରେସ୍ ଟି ଉପରକୁ ଟେକି ଯାଇଥିଲା। ଏହାପରେ ସେ ସେଠାରେ ନ ଅଟକି ଏହାକୁ ସଜାଡି ଆଗକୁ ଚାଲିଲେ। କିନ୍ତୁ ସେହି ସମୟର ତାଙ୍କର ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା।ଏହାପରେ ସୋସିଆଲ ମିଡିଆରେ ଏହାକୁ ନେଇ ତାଙ୍କୁ ଟ୍ରୋଲ୍ କରାଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅନେକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସବୁ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.