Swastik Tv News Odisha

ଚକ୍ରତୀର୍ଥ ରାସ୍ତା ସାରା ବିଛାଡ଼ି ହୋଇ ପଡ଼ିଛି ପୁଳା ପୁଳା କଣ୍ଡୋମ, ପୂରା ଘଟଣା ଜାଣିଲେ ହୋସ ଉଡ଼ିଯିବ…

0

ଆମ ସମାଜରେ ବିଭିନ୍ନ ପ୍ରକାର ଘଟଣା ପ୍ରତ୍ୟେକ ଦିନ ଦେଖିବା ପାଇଁ ମିଳେ। ସୋସିଆଲ ମିଡ଼ିଆ ରେ ଛୋଟ ପିଲା ଠାରୁ ବୁଢ଼ା ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। ବେଳେ ବେଳେ କିଛି ଅସାମାଜିକ ଲୋକ ସମାଜ ବିରୋଧୀ କାମ କରନ୍ତି। ଯାହା ଫଳରେ ସମାଜରେ ଏହାର କୁ ପ୍ରଭାବ ପଡ଼ିଥାଏ। ଏମିତି ଅନେକ କାମ ରହିଛି, ଯେଉଁଟା କି ବଡ଼ ଲୋକ ଅତି ଗୁପ୍ତ ଭାବରେ କରିଥାନ୍ତି, କିନ୍ତୁ ଏହିଭଳି ଅସାମାଜିକ ଲୋକ ଏହାକୁ ଖୁଲମ ଖୁଲା ପ୍ରକାଶ କରିଥାନ୍ତି। ଆଗାମୀ କାଲିର ପୀଢ଼ି ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ କିଛି ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି। ରାସ୍ତାରେ କଣ୍ଡୋମ ବିଛାଡ଼ି ହୋଇ ପଡ଼ିଥିବା ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ;

ଏଭଳି ଏକ ଦୃଶ୍ୟ ପୁରୀରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଚକ୍ରତୀର୍ଥ ରାସ୍ତାର ମଦ ଦୋକାନ ଆଗରେ ସକାଳୁ ମେଞ୍ଚା ମେଞ୍ଚା କଣ୍ଡମ ପଡି ଥିବାର ଦେଖି ବାକୁ ମିଳି ଥିଲା। ଚାରି ଆଡ଼େ ନଜର ପକାଇଲେ ଖାଲି ସେହି ଦୃଶ୍ୟ ଦେଖି ବାକୁ ମିଳି ଥିଲା। ଯେଉଁ ଲୋକ ମାନେ ସକାଳୁ ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ, ଏଭଳି ଏକ ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ରାସ୍ତା ଉପରେ ଜମାଟ ହୋଇ ଯାଉ ଥିଲେ। ଗାଡ଼ିରେ ଗଲା ବେଳେ ପଡିଛି କି କୌଣସି ବ୍ୟକ୍ତି ଏଭଳି କାର୍ଯ୍ୟ ଜଣାନ୍ତରେ କରିଛି, ସେଠାକାର ଲୋକ ମାନେ କହିଥିଲେ।

ପେଣ୍ଠକଟା ବସ୍ତି ପାଖରେ ଏହି କଣ୍ଡୋମ ପ୍ୟାକେଟ ପଡି ଥିବାରୁ ବସ୍ତି ଲୋକ ମାନଙ୍କ ଉପରେ ସନ୍ଦେହ କରିଛନ୍ତି। ଏହି କଣ୍ଡୋମ ପ୍ୟାକେଟ ଗୁଡିକ ପାଖା ପାଖି ରାସ୍ତାର ୧୦୦ ମିଟର ପର୍ଯ୍ୟନ୍ତ ପଡ଼ି ଥିଲା। ସରକାରୀ ଦ୍ୱାରା ସେହି କଣ୍ଡୋମ ପ୍ୟାକେଟ ଗୁଡିକ ସବୁ ହୋଇ ଥିଲା ବୋଲି ଲେଖାରୁ ଜଣା ପଡି ଥିଲା। ସେଠାକାର ସ୍ଥାନୀୟ ଲୋକ ମାନେ ଏଭଳି ଦୃଶ୍ୟକୁ ଦେଖି ପ୍ରଶାସନକୁ ନିକଟକୁ ଜଣାଇଥିଲେ।

ଏହି କାର୍ଯ୍ୟକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପଦକ୍ଷେପ ମାନ ଗ୍ରହଣ କରା ଯାଇ ନାହିଁ ବା ତଦନ୍ତ କରିବାକୁ କେହି ମଧ୍ୟ ଆସି ନାହାଁନ୍ତି। ଏହି କଣ୍ଡୋମକୁ ପୋୖରସଂସ୍ଥା ସଫେଇ କର୍ମଚାରୀ ମାନେ ରାସ୍ତାରୁ ଓଳାଇ ସଫା କରି ଗାଡି ଦ୍ୱାରା ବର୍ଯ୍ୟବସ୍ତ ପରିଚାଳନା କେନ୍ଦ୍ରକୁ ପଠାଇ ଦିଆ ଯାଇ ଥିଲା। ସଫା କରିବା ସ୍ୱତେ ମଧ୍ୟ କିଛି କଣ୍ଡୋମ ରାସ୍ତା ଉପରେ ପଡି ଥିବାର ଦେଖି ବାକୁ ମିଳିଛି। ତେବେ ବନ୍ଧୁଗଣ ଆପଣ ମାନେ ହିଁ ନିଜେ ବିଚାର କରନ୍ତୁ, ଏଭଳି କରିବା ଦ୍ୱାରା ଆମ ସମାଜ ଉପରେ କେତେ ଖରାପ ପ୍ରଭାବ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.