Jyotisha Shastra – ୫୫୬ ଵର୍ଷ ପରେ (ବସନ୍ତ ପଞ୍ଚମୀ) ୨୬ ଜାନୁୟାରୀ ବଡ଼ ଗୁରୁବାର ଗାଈକୁ ଖୁଆନ୍ତୁ ୧ ଜିନିଷ, ମା ଲକ୍ଷ୍ମୀ ଧନର ବର୍ଷା କରିବେ

ବନ୍ଧୁମାନେ ଆମ ଧର୍ମ ଶାସ୍ତ୍ର ରେ ଅନେକ ବାର ତିଥି ଗୁଡିକ ବିଷୟରେ କୁହାଯାଇଛି ଯେଉଁଦିନ କିଛି ଏମିତି କାମ କଲେ ଆପଣଙ୍କ ଜୀବନର ସବୁ ସମସ୍ୟା ର ଦୂର ହେଇଥାଏ ।ତେବେ ପ୍ରତିବର୍ଷ ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାଆ ସରସ୍ୱତୀ ଙ୍କର ପୂଜା ହେଇଥାଏ ।ସରସ୍ୱତୀ ହେଉଛନ୍ତି ବିଦ୍ୟାର ଦେବୀ ଯାହାଙ୍କୁ ପ୍ରତ୍ୟେକ ବିଦ୍ୟର୍ଥୀ ଆରାଧନା କରିଥାନ୍ତି ।ତେବେ ଏହି ବର୍ଷ ଜାନୁଆରୀ 26 ତାରିଖ ଏହି ସରସ୍ୱତୀ ପୂଜା ପଡୁଥିବା ବେଳେ ଆପଣ ଏହି ଦିନ ଆପଣ ଗାଈ କୁ କିଛି ଏମିତି ଖାଇବାକୁ ଦିଅନ୍ତୁ ଯାହା କଲେ ଆପଣଙ୍କ ଭାଗ୍ୟ ପୁରା ବଦଳିଯିବ ।

ତେବେ ଗୋମାତା ଯାହାଙ୍କ ପାଖରେ 33 କୋଟି ଦେବାଦେବୀ ବାସ କରିଥାନ୍ତି ।ଆଉ ଆପଣ ଯଦି ଏହି ସରସ୍ୱତୀ ପୂଜା ଦିନ ଆପଣ ଗାଈ ସେବା କରିବା ସହିତ ତାଙ୍କୁ କୁହା ଯାଇଥିବା ଖାଦ୍ୟ ଗୁଡିକୁ ଖାଇବାକୁ ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କ ର ଆର୍ଥିକ ସ୍ଥିତି ପୁରା ସୁଧୁରିଯିବ ।ତେବେ ଆସନ୍ତୁ ଜାଣିବା ଗୋମାତା ସେବା କଲେ କଣ ଲାଭ ମିଳିବ ।

-ଯେଉଁ ବ୍ୟକ୍ତି ନୀତିଦିନ ଗୋମାତା ଙ୍କର ସେବା କଟିଥାଏ ସେହି ବ୍ୟକ୍ତି ଉପରୁ ସବୁ ରିଷ୍ଟ ଖଣ୍ଡନ ହେଇଥାଏ ।ତେବେ ସୂର୍ଯ୍ୟାସ୍ତ ପରେ ଗାଈ ଗୋରୁ ଫେରୁ ଥିବା ବେକେ ତାଙ୍କ ଖୁରାରୁ ଯେଉଁ ଧୁଳି ବାହାରିଥାଏ ସେଥିରେ ମଣିଷ ର ସବୁ ପାପ କ୍ଷୟ ହେଇଥାଏ ।

-ଏହାଛଡା ଯେଉଁ ବ୍ୟକ୍ତିର ବୁଦ୍ଧି କମ, ବିଦ୍ୟା କମ ସେହି ବ୍ୟକ୍ତି ମାନେ ଗାଈ ଗୋରୁ ଙ୍କୁ ସବୁଜ ଘାସ ଖାଇବାକୁ ଉଚିତ ।ଏମିତି କଲେ ବୁଦ୍ଧ ଦଶା କଟିଥାଏ ଓ ବିଦ୍ୟା ବୁଦ୍ଧି ବଡ଼ିଥାଏ ।

-ମଙ୍ଗଳ ଗ୍ରହର ଦୋଷ ଠିକ କରିବାକୁ ହେଲେ କୌଣସି ବ୍ରାହ୍ମଣ କୁ ଗାଈ ଦାନ କରନ୍ତୁ ।ଶନିଦଶା ଓ ନବ ଗ୍ରହଙ୍କୁ ଶାନ୍ତି କରିବାକୁ ହେଲେ କଳା ଗାଈ ଦାନ କରିବା ଉଚିତ ।

-ଯଦି କେହି ସମୟରେ ଆପଣଙ୍କ ଯେତେ ଚେଷ୍ଟା ପରେ ବି କାମରେ ସଫଳତା ମିଳୁ ନାହିଁ ସେତେବେଳେ କେହି ବ୍ୟକ୍ତି ଗୋମାତା ଙ୍କୁ ରୁଟି ଖାଇବାକୁ ଦିଅନ୍ତି ଓ ଗୋମାତା କାନରେ ନିଜ ମନସ୍କାମନା କୁହନ୍ତି ତେବେ ତାଙ୍କର କାମ ଖୁବ ଜଲଦି ପୂରଣ ହେଇଥାଏ ।

-ଖରାଦିନେ ଘର ଦ୍ଵାରା କୁ ଆସୁଥିବା ଗାଈ ଙ୍କୁ ପାଣି ପିଇବାକୁ ଦେଲେ ବ୍ୟକ୍ତି ସବୁ ଅସୁବିଧା ଦୂର ହେଇଥାଏ ।ଅମାବାସ୍ୟା ଦିନ ଗାଈ କୁ ରୁଟି, ଗୁଡ଼ ଓ ସବୁଜ ଘାସ ଖାଇବାକୁ ଦେଲେ ପିତୃ ଦୋଷରୁ ମୁକ୍ତି ମିଳିଥାଏ ।

-ଗାଈର ପିଠିରେ ଚୁଳ ରହିଛି ଯାହାକୁ ପ୍ରତ୍ୟେକ ଦିନ ସକାଳୁ ଆଉଁସିଲେ ବ୍ୟକ୍ତି ର ସବୁ ମନସ୍କାମନା ପୂରଣ ହେଇଥାଏ ଓ ସମସ୍ତ ଆର୍ଥିକ ଅଭାବ ଦୂର ହେଇଥାଏ ।

-ଘର ତିଆରି କରିବା ଯାଗରେ ଗାଈ ବାଛୁରୀ ବନ୍ଧା ହେଉଥିଲେ ତାହା ଖୁବ ଭଲ ଅଟେ ।ତେବେ ପ୍ରତ୍ୟେକ ଦିନ ଗାଈ କ୍ଷୀର ପିଇଲେ ଖୁବ ପୁଣ୍ୟ ହେଇଥାଏ ଆଉ ପ୍ରତ୍ୟେକ ଦିନ ଗୋସେବା କଲେ ଆପଣଂକୁ ଗୋଳକରେ ସ୍ଥାନ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment