Jyotisha Shastra – 556 ବର୍ଷ ପରେ ମକର ସଂକ୍ରାନ୍ତି ଏହି 6ଟି ରାଶିରେ ଧନ ବର୍ଷା

ଗ୍ରହ ମାନଙ୍କ ର ଅବସ୍ଥିତି ଏବଂ ଚଳନ ହେତୁ ରାଶି ମାନଙ୍କ ଉପରେ ଅନେକ ମାତ୍ରା ରେ ପ୍ରଭାଵ ପଡେ। ବ୍ୟକ୍ତି ବିଶେଷ ଙ୍କ ଜୀବନରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆସେ। ଖାସ୍ କରି କେଉଁ ରାଶି ମାନଙ୍କ ଜୀବନ ରେ ଆଗକୁ କଣ୍ ଘଟିବ ତାହା ଗ୍ରହ ମାନଙ୍କ ର ଅବସ୍ଥିତି ଦ୍ଵାରା ହିଁ ନିର୍ଣ୍ଣୟ ହୋଇ ଥାଏ। ତେବେ ଏହି ୫ ଟି ରାଶି ଙ୍କର ଏହି ମକର ଠାରୁ ଭାଗ୍ୟ ପରିବର୍ତ୍ତନ ହେବା କୁ ଯାଉଛି । ପ୍ରାୟ ଅଢେ଼ଇ ଶହେ ବର୍ଷ ପରେ ଏପରି ଯୋଗ ଏହି ରାଶି ଙ୍କ ଗ୍ରହ ରେ ଦେଖିବାକୁ ମିଳିଛି। ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ବର୍ଷା ହେବା ସହିତ ଏହି ରାଶି ଙ୍କ ଜୀବନ ରେ ଅନେକ ସମସ୍ୟା ର ସମାଧାନ ମଧ୍ୟ ହେବ। ତେବେ ଆସନ୍ତୁ ଜାଣିବା ଏହି ୫ଟି ରାଶି ଗୁଡ଼ିକ ନାମ କଣ କଣ। ଏଵଂ ଏମାନଙ୍କ ଜୀବନ ରେ ଆଗମୀ ଦିନରେ କଣ୍ ଘଟିବ।

ବୃଷ ରାଶି:-
ଏହି ରାଶିର ନ୍ୟାକ୍ତି ମାନଂକ ପାଇଁ ଆଗକୁ ବହୁତ ଭଲ ସମୟ ଆସିବାକୁ ଯାଉଛି। ଶନିଦେବ ଙ୍କ ଆଶୀର୍ବାଦ ରୁ ଏମାନଙ୍କ ର କୌଣସି ପ୍ରକାର୍ଡ ବିପଦ ଆଗକୁ ଆସିବ ନାହିଁ। ଏମାନଙ୍କ ର ସବୁ ମନସ୍କାମନା ମହାଦେବ ପୂରଣ କରିବେ ଆଗକୁ ଏମାନଙ୍କ ର ଥିବା ସମସ୍ତ କାର୍ଯ୍ୟ ସଫଳ ହେବ ଓ ଏମାନଂକୁ ସବୁ ଆଡେ ସମ୍ମାନ ମିଳିବ।

ତୁଳା ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ଆଗକୁ ହେବାକୁ ଥିବା ସମସ୍ତ କାର୍ଯ୍ୟ ସଫଳ ହେବ। ଏହା ସହ ମା ଙ୍କ ର ଆଶୀର୍ବାଦ ଥିବାରୁ ଏମାନଙ୍କୁ ସବୁ ଆଡେ ମାନ ସମ୍ମାନ ମିଳିବ। ଏମାନଙ୍କ ର ଜୀବନ ରେ କେବେବି ଅଶାନ୍ତି ଆସିବ ନାହିଁ। ଖୁସିରେ ଏମାନଙ୍କ ର ସବୁ ସମୟ ବିତିବ। ଏହା ସହ ଏମାନଙ୍କୁ ବିଭିନ୍ନ ଧନ ମିଳିବାର ସୂଚନା ମିଳୁଛି।

ସିଂହ ରାଶି:-
ଏହି ରାଶିର ବ୍ୟକ୍ତି।ମାନଙ୍କ ପାଇଁ ଆଗକୁ ବହୁତ ବଡ଼ ବଡ଼ କାର୍ଯ୍ୟ ହେବାକୁ ଯାଉଛି। ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ଏହା ସହ ଏମାନଙ୍କ ର ଶରୀର ଭଲ ରହିବ। ଏମାନଙ୍କ ର ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବା ସହ ମାନ ସମ୍ମାନ ର ରେ ବୃଦ୍ଧି ହେବ। ଏମାନଙ୍କ ର କୌଣସି କାର୍ଯ୍ୟ ରେ ବିଫଳତା ମିଳିବ ନାହିଁ। ଏମାନେ ନିଶ୍ଚିତ ନିଜର ଉଦ୍ଦେଶ୍ୟ ପୁରଣ କରିବେ।

ମକର ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଆଗକୁ ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ପ୍ରାପ୍ତି ହେବାକୁ ଯାଉଛି। ଏମାନଙ୍କୁ ଆଗକୁ ବହୁତ ବଡ଼ ସଫଳତା ମିଳିବାକୁ ଯାଉଛି। କୌଣସି ପ୍ରକାର ର ବିପଦ ଏମନଙ୍କ ଉପରକୁ ଆସିବ ନାହିଁ। ଏହା ସହ ଏମାନଙ୍କ ର ସବୁ ଇଛା ପୂରଣ ହେବ। ଏମାନେ ଅନ୍ୟାୟ କୁ କେବେବି ସହି ବେ ନାହିଁ। ଏହି ସବୁ ରାଶି ମାନଙ୍କ ଉପାରେ ଆଗକୁ ବହୁତ ଭଲ ସମୟ ଆସିବାକୁ ଯାଉଛି।

କର୍କଟ ରାଶି:-
ଆପଣଙ୍କ ର ଅଟକି ଯାଇଥିବା ଭୁସମ୍ପତ୍ତି କାର୍ଯ୍ୟ ଆଗକୁ ବଢିବ। ପ୍ରେମୀଜନ ଙ୍କ ଠାରୁ ସୁଖ ସଂମାନ ମିଳିବ ଓ ବ୍ୟବସାୟ ରେ ସଫଳତା ମିଳିବ ।ବହୁତ ଦିନରୁ ଅଟକି ଥିବା କାର୍ଯ୍ୟ ରେ ସଫଳତା ମିଳିବ। କ୍ୟାରିୟର ରେ ଉନ୍ନତି ହେବା ସହ ଖର୍ଚ୍ଚ ବଢିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment