Swastik Tv News Odisha

‘ S ‘ Letter ଥିବା ବ୍ୟକ୍ତିଙ୍କ ଅଦ୍ଭୁତ ସତ୍ୟ କଥା – ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ଇଂରାଜୀର 19 ତମ ଲେଟର ହେଉଛି S , ପାଠ ସହିତ ବ୍ୟବହାରିକ ଜ୍ଞାନ ମଧ୍ୟ ଏମାନଙ୍କ ପାଖରେ ବହୁତ ଅଧିକ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ S ନାମର ବ୍ୟକ୍ତି ମାନଙ୍କର ଏମିତି କିଛି ଅଦ୍ଭୁତ କଥା , ଯାହା ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

1. S ନାମର ବ୍ୟକ୍ତିଙ୍କ ସ୍ୱଭାବ :-

S ନାମ ଥିବା ବ୍ୟକ୍ତିମାନେ ପ୍ରାୟତଃ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏମାନେ କଥା କହିବାରେ ଏତେ ଧନୀ ହୋଇଥାନ୍ତି କି ସମ୍ମୁଖରେ ଥିବା ବ୍ୟକ୍ତି ଏମାନଙ୍କ ଆଡକୁ ନିଶ୍ଚିତ ଭାବରେ ଆକର୍ଷିତ ହୋଇଥାଏ । ଯେଉଁଠାରୁ ଯାହାବି କିଛି ଶିଖିବାକୁ ମିଳେ ସେମାନେ ତାଙ୍କୁ ତୁରନ୍ତ ଜାଣିବା ପାଇଁ ଆଗ୍ରହ ଦେଖାଇଥାନ୍ତି । ଏଥିପାଇଁ ଏହି S ନାମରୁ ଆରମ୍ଭ ହୋଇଥିବା ବ୍ୟକ୍ତି ପ୍ରଭାବଶାଳୀ ହେଇଥାନ୍ତି ।

S ଲେଟର ରୁ ଯାହାର ନାମ ଆରମ୍ଭ ହେଇଥାଏ ସେମାନେ ସଫା ହୃଦୟର ହୋଇଥାନ୍ତି । କିନ୍ତୁ ତାଙ୍କର କ୍ରୋଧ ହିଁ ଲୋକମାନଙ୍କ ନଜରରେ ଖରାପ ଭାବନା ଆଣିଥାଏ । ସତ୍ୟ ଓ ନିଜର ସିଦ୍ଧାନ୍ତ ପାଇଁ ଏମାନେ କାହା ସହିତ ବି ଲଢିବାକୁ ପ୍ରସ୍ତୁତ ଥାଆନ୍ତି , ଏମାନଙ୍କୁ ଶ୍ରେଷ୍ଠ ଓ ସମ୍ମାନିତ ବ୍ୟକ୍ତି ହେବାକୁ ବହୁତ ଇଚ୍ଛା ରହିଥାଏ ।

2. S ନାମର ବ୍ୟକ୍ତିଙ୍କ କ୍ୟାରିଅର :-

ଏହି ନାମର ବ୍ୟକ୍ତି ସହଜ ରେ ଅନ୍ୟ ମାନଙ୍କ ସହିତ ମିଶିଯିବା ପରି ଲୋକ ହୋଇଥାନ୍ତି । ପାଟି ଏବଂ ଉତ୍ସବ ଆଦିରେ ଏମାନେ ଧୁମଧାମରେ ମଜା ଉଠାଇଥାନ୍ତି , S ନାମ ଥିବା ବ୍ୟକ୍ତି ମାନେ ବହୁତ ହିଁ ରଚନାତ୍ମକ ହୋଇଥାନ୍ତି । କୌଣସି ବି କାମକୁ ଏମାନେ ଅଲଗା ଶୈଳୀରେ କରିବାକୁ ଏମାନେ ଅଧିକ ପସନ୍ଦ କରିଥାନ୍ତି । ଏମାନଙ୍କୁ ଭିଡ ଭିତରେ ଚାଲିବା ଜମାରୁ ପସନ୍ଦ ହୋଇ ନଥାଏ । ନିଜ ବୁଦ୍ଧି ବଳରେ ଏମାନେ ବଡ ସମସ୍ୟାକୁ ବି ସହଜରେ ସମାଧାନ କରିଦେଇଥାନ୍ତି ।

2. S ନାମର ବ୍ୟକ୍ତି ଙ୍କ ଲଭ ଲାଇଫ୍ :-

ଭଲପାଇବା କ୍ଷେତ୍ରରେ ଏମାନେ ପ୍ରାୟତଃହ ଲାଜକୁରା ସ୍ୱଭାବର ହୋଇଥାନ୍ତି , ଏମାନେ ସର୍ବଦା ଚିନ୍ତା ଓ ବିଚାର ଅଧିକ କରିଥାନ୍ତି । ଯଦି ଏମାନେ କାହାକୁ ଭଲ ପାଇଥାନ୍ତି ତା ସମ୍ମୁଖରେ ଏମାନେ ଆଗୁଆ ଏହି କଥାକୁ କହି ପାରନ୍ତି ନାହିଁ । କିନ୍ତୁ ଯଦି ସେମାନେ ଦେଖନ୍ତୁ ନକହି ପାରିବା ହେତୁ ତାଙ୍କର ସାଥୀ ତାଙ୍କ ଠାରୁ ଦୂରେଇ ଯାଉଛି ତ ଶେଷ ସମୟରେ ସେମାନେ ନିଶ୍ଚିତ ଭାବରେ ମନର କଥାକୁ କହିଦେଇଥାନ୍ତି ।

3. S ନାମର ବ୍ୟକ୍ତିଙ୍କ ବୈବାହିକ ଜୀବନ :-

ବିଶେଷ କରି ଏପରି ନାମ ଥିବା ମହିଳାମାନେ ତାଙ୍କ ସ୍ୱାମୀଙ୍କ ବିଶେଷ ପ୍ରଭାବଶାଳୀ ହୋଇଥାନ୍ତି । ବିବାହ ପରେ ଏହି ଲେଟର ରେ ଥିବା ମହିଳା ମାନଙ୍କୁ ବହୁତ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଏହାର ବିପରୀତ s ନାମଧାରୀ ପୁରୁଷଙ୍କର ବିବାହ ଜୀବନ ବି ବହୁତ ସୁଖମୟ ରହିଥାଏ । ଏମାନେ ଯାହାକୁ ଭଲ ପାଇଥାନ୍ତି , ସେମାନଙ୍କ ପ୍ରତି ସମର୍ପଣ ଭାବ ଅଧିକ ରହିଥାଏ। ଯାହାଙ୍କ ନାମ ଏହି ଲେଟର ରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜ ପରିଶ୍ରମ ବଳରେ ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି କରିଥାନ୍ତି । ମିତ୍ର ମାନଙ୍କ ପାଇଁ S ନାମର ବ୍ୟକ୍ତି ବିଶ୍ୱାସର ପାତ୍ର ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.