Swastik Tv News Odisha

ଓଡ଼ିଶା ସରକାର ଙ୍କର ବଡ ଘୋଷଣା ! ପ୍ରେମୀ ଯୁଗଳଙ୍କ ପାଇଁ ଜାରିହେଲା ନୂଆ Help Line Number ବୟଫ୍ରେଣ୍ଡ “ଫଟୋ” ସେୟାର କରୁଥିଲେ….

0

ସୋସିଆଲ ମିଡ଼ିଆ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କାରଣ ଆପଣ ମାନେ, ଦେଖିଥିବେ, ଛୋଟ ପିଲା ଠାରୁ ବୟସ୍କ ଲୋକ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି ଦେଖିବା ସୋସିଆଲ ମିଡ଼ିଆକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ଅବଶ୍ୟ ପୂର୍ବ ଅପେକ୍ଷା ଯୋଗାଯୋଗ ଖୁବ ଶୀଘ୍ର ହୋଇ ପାରୁଛି, ଗୋଟିଏ ସେକେଣ୍ଡ ରେ ଦେଶର ଯେ କୌଣସି ସ୍ଥାନରେ ବାର୍ତା ପହଁଚି ପାରୁଛି। ଦିନ ଥିଲା ଚିଠି ମାଧ୍ୟମରେ ସନ୍ଦେଶ ପଠା ଯାଉଥିଲା। ଏହା ବହୁ ବିଳମ୍ବରେ ପହଞ୍ଚଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଦିନ ବଦଳି ଗଲାଣି, ପୃଥିବିର ଯେ କୌଣସି ସ୍ଥାନରେ ରହି ଆପଣ ମାନେ ନିଜର ଗୁରୁତ୍ୱପୂର୍ଣ ଖବର ପହଁଚି ପାରୁଛି। କେବଳ ଏହା ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ଭବ ହୋଇ ପାରିଛି।

ତେବେ ଏହି ସୋସିଆଲ ମିଡ଼ିଆକୁ ଅତ୍ୟାଧିକ ମାତ୍ରାରେ ଆଜିକାଲିର ଯୁବକଯୁବତୀ ମାନେ ବ୍ୟବହାର କରୁଛନ୍ତି। ଏବଂ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ହେଉଛନ୍ତି। ଯାହା ଦ୍ୱାରା ନିଜର ଭବିଷ୍ୟତ ଅନ୍ଧାର ହେବାରେ ଲାଗିଛି। ତେବେ ଏଭଳି ଅନେକ ଅପରାଧ ମଧ୍ୟ ଘଟୁଛି, ଅଧିକାଂଶ କ୍ଷେତ୍ର ରେ ଝିଅ ମାନେ ହଇରାଣ ହେଉଥିବା ଦେଖିବା ପାଇଁ ମିଳିଛି। ତେବେ ଏସବୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ସେଥିପାଇଁ ପୁଲିସ୍ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି।

ଆଗରୁ କିଡନାପିଙ୍ଗ ଏଣ୍ଡ ମିସିଙ୍ଗ ସେଲ୍ ପୂର୍ବରୁ କାମ କରୁଥିଲା। ତେବେ ଏହି କାର୍ଯ୍ୟକ୍ରମକୁ ଆହୁରି ସୁଦୂର ପ୍ରସାରି କରିବାକୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ଆପଣ ମାନେ ଦେଖିଥିବେ ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ ଶୁଣିବା ପାଇଁ ମିଳି ଥାଏ ଯେ, କେଉଁଠି ଝିଅ ମାନଙ୍କର ଭୁଲ ଯୋଗୁଁ ଅଶ୍ରୀଳ ଭିଡ଼ିଓ ଭାଇରଲ ହେଉଛି ତ ଆଉ କେଉଁଠି ନିନ୍ଦା ଅପମାନ ସହି ନପାରି ଆତ୍ମହତ୍ୟା କରି ଦେଉଛନ୍ତି। ଏମିତିକି ଘର ଓ ପରିବାର ଲୋକ ମାନଙ୍କର ମୁଣ୍ଡ ମଧ୍ୟ ତଳକୁ ହେଇ ଯାଉଛି। କିଛି ପିଲା ମାନଙ୍କର ଭବିଷ୍ୟତ ମଧ୍ୟ ଅନ୍ଧାର ଆଡକୁ ଟାଣି ହୋଇ ଯାଉଛି।

ତେବେ ସେଥିପାଇଁ ପୋଲିସର ଏହି ନୂଆ ଯୋଜନା ଅନୁସାରେ, ଗାଁ ଏବଂ ଛୋଟ ବଡ଼ ସହର ଓ ଗଳି କନ୍ଦି ବସ୍ତିରେ ଯୁବତୀ ମାନଙ୍କୁ ଏବଂ ତାଙ୍କ ପରିବାର ଲୋକ ମାନଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଅଛି। ଏଭଳି ହେଲେ ଅନେକ କିଡନାପ ଓ ମିଶିଙ୍ଗ ହେବ ନାହିଁ। ପିଲା ମାନେ ସଚେତନ ହୋଇଯିବେ। ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟକର୍ମର ଆରମ୍ଭ କରା ଯାଇଛି। ପୂର୍ବରୁ ମଧ୍ୟ କିଡନାପ, ମିଶିଙ୍ଗ ଜେଲ ରହିଛି। ତେବେ ଯୁବକ ଓ ଯୁବତୀ ମାନଙ୍କ ପାଇଁ ମଧ୍ୟ ଟେଲିଫୋନ ନମ୍ବର ଜାରି କରା ଯାଇଛି। ତେବେ ଏହି ଟେଲିଫୋନ ନମ୍ବର ଟି ହେଲା ୨୫୪୫୪୪୫ ଏହା ଦିନ ୧୦ ଟାରୁ ସାନ୍ଧ୍ୟ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ, ଯେ କୌଣସି ପରାମର୍ଶ ଲୋଡି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.