Swastik Tv News Odisha

ଏହି ଝିଅର ଭିଡ଼ିଓ ନିଆଁ ଭଳି ସୋସିଆଲ ମିଡିଆରେ ହେଲା ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ମାନେ ଛୋଟ ପିଲା ମାନଙ୍କ ବିଷୟରେ ଅନେକ କଥା ତ ଶୁଣିଥିବେ। ସେମାନେ ଯେଉଁଭଳି ଭାବରେ କଥା କୁହନ୍ତି, ଯେଉଁଭଳି ଭାବରେ ଗୋଟିଏ ଜିନିଷର ଅର୍ଥକୁ ବୁଝନ୍ତି ତାହା ବହୁତ୍ ଆକର୍ଷଣୀୟ ଲାଗିଥାଏ। ଅନେକ ସମୟରେ ସେମାନଙ୍କର ମାନସିକ ଦକ୍ଷତା ଏବଂ ସୃଜନଶୀଳତା ବି ଆମକୁ ଆଶ୍ଚର୍ଯ୍ୟ କରିଥାଏ। ବହୁତ୍ କଥାକୁ ସେମାନେ ମନେ ରଖିବାରେ ସକ୍ଷମ ଅଟନ୍ତି।ତେବେ ସତେ ଯେମିତି କୁନି ପିଲା ମାନଙ୍କ କଥାରେ, ସେମାନଙ୍କ ଚିନ୍ତନ ଶକ୍ତିରେ ଏକ ଭିନ୍ନ ମଧୁରତା ଏବଂ ଆନନ୍ଦିତ କଲା ଭଳି କାରକ ସବୁ ରହିଥାଏ। ଏହାଛଡ଼ା ଆପଣ ଛୋଟ ପିଲା ମାନଙ୍କୁ ତାଙ୍କର ଏହି ସରଲତା ଏବଂ ନିରୀହତା ପାଇଁ ବେଶ୍ ଭଲ ପାଉଥିବେ।

ସେମାନଙ୍କର ସୃଜନଶୀଳତା ଏତେ ଅଧିକ ହୋଇଥାଏ ଯେ ଯାହାକୁ ସେମାନେ ଶୁଣନ୍ତି ଏବଂ ପଢନ୍ତି ତାକୁ ବହୁତ୍ ଶୀଘ୍ର ମନେ ରଖି ଦିଅନ୍ତି। ଅନେକ ଏମିତି ଭିଡିଓ ଆପଣ ଦେଖିଥିବେ ଯେଉଁଠି ଆପଣ ଆଚମ୍ବିତ କଲାଭଳି ପ୍ରତିଭା ମାନଙ୍କୁ ଦେଖିବାକୁ ପାଉଥିବେ। ଛୋଟ ପିଲାମାନଙ୍କ ର ବଦମାସୀ ମଧ୍ୟ ଅଲଗା ଧରଣର ହୋଇଥାଏ। ଯାହା ଦେଖିଲେ ସେମାନଂକୁ ଉପରୁ ଆକଟ କରିବାକୁ ଇଚ୍ଛା ହେଉଥିବା ବେଳେ ଭିତରେ ବହୁତ୍ ହସ ଲାଗିଥାଏ।ତେବେ ଛୋଟ ପିଲା ମାନଙ୍କ ର ଆଚରଣ ଓ ଉଚ୍ଚାରଣ ଯାହାବି ହେଉ ନା କାହିଁକି ସେମାନଂକୁ ବୁଝିବାକୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ। ସୋସିଆଲ ମିଡିଆରେ ଆପଣ ଅନେକ କୁନି ପିଲା ମାନଙ୍କ ର କାର୍ଯ୍ଯ କଲାପର ଭିଡିଓ ତ ଦେଖୁଥିବେ।

ସେମାନେ କିପରି ଭାବରେ ଅଜିବ ପ୍ରଶ୍ନ ପଚାରନ୍ତି ତାହା ମଧ୍ୟ ଆପଣ ଦେଖିଥିବେ। ଜଣେ ଜଣେ ଏମିତି ପିଲା ରହିଛନ୍ତି ସେମାନେ ଅସାଧାରଣ ହୋଇଥାନ୍ତି। ଅନେକ ପାଠକୁ ବହୁତ୍ ସହଜରେ ସେମାନେ ମନେ ରଖି ଦେଇଥାନ୍ତି।ତେବେ ଆମେ ଆପଣଙ୍କୁ ଯେଉଁ ଘଟଣାର ଭିଡିଓ ବିଷୟରେ ଏବେ କହିବାକୁ ଯାଉଛୁ ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏ କିପରି ଘଟଣା ତାହା ଦେଖିବା ପରେ ଆପଣ ଏହା ଭାବିବା ସ୍ୱାଭାବିକ। କାରଣ ଏହା ସେହିପରି ଏକ ଭିଡିଓ। ଏହି ଭିଡିଓ ରେ ଯାହା ଦେଖିବାକୁ ମିଳିଛି,ଯାହା ଏବେ ସାମ୍ନାକୁ ଆସିଛି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି।

ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଅବାକ୍।ଏଠାରେ ଜଣେ କୁନି ଝିଅ ୧ ରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟାର ବର୍ଗକୁ କିପରି ସଙ୍ଗେ ସଙ୍ଗେ ପଚାରିଲା ମାତ୍ରେ ଉତ୍ତର ଦେଉଛି ତାହା ଥରେ ଦେଖନ୍ତୁ। ଯେଉଁ ସଂଖ୍ୟାର ବର୍ଗ ପଚାରିଲେ ବି ସେ ହଠାତ୍ ମୁହଁରେ କହୁଛି ଏଵଂ ଏଥିପାଇଁ ତାକୁ ସମୟ ଦରକାର୍ ହେଉନାହିଁ। ଅନର୍ଗଳ ଭାବରେ ସେ ଯେପରି କୌଣସି ସଂଖ୍ୟାର ବର୍ଗର ଉତ୍ତର ଦେଉଛି ତାହା ବାସ୍ତବରେ ଚକିତ କରିବା ଭଳି ଅଟେ। ତେବେ ଏହି ଛାତ୍ରୀ ଜଣଙ୍କ ହେଉଛି ପ୍ରିୟଙ୍କା ବାଗ୍, ଯିଏକି ସପ୍ତମ ଶ୍ରେଣୀରେ ପଢୁଛନ୍ତି ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.