Swastik Tv News Odisha

ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡାନ୍ସ ଭିଡିଓ

0

ବନ୍ଧୁଗଣ ଅନେକ ସମୟରେ ଆମେ ଆପଣଙ୍କୁ ବହୁତ କିଛି ଘଟଣାର ଭିଡିଓ ଦେଖାଇଥାଉ। କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଭାବରେ ପିଲାମାନେ ସ୍ମାର୍ଟ ଫୋନ୍ ର ବ୍ୟବହାରକୁ ବହୁଳ କରୁଛନ୍ତି। ଆଉ ଏସବୁକୁ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ମଧ୍ଯ ଦେଖାଉଛନ୍ତି। ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଭିଡିଓ ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।

ସେହିପରି ଏବେ ଯେଉଁ ଛାତ୍ର ଛାତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଚମତ୍କାର ହୋଇଛି।ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ।ତେବେ ଏହି ଭାଇରାଲ ଭିଡିଓ ଟି ଆପଣ ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ଏଥିରେ ଜଣେ ବାଳକ ଏବଂ ବାଳିକା କିପରି ଭାବରେ ନୃତ୍ୟ କରୁଛନ୍ତି ତାହା ଥରେ ଦେଖନ୍ତୁ। ସେମାନେ ବିଭିନ୍ନ ପ୍ରକାର ଗୀତରେ ଡାନ୍ସ କରୁଛନ୍ତି। ସ୍କୁଲ ୟୁନିଫର୍ମ ରେ ମଧ୍ୟ ସେମାନେ ନୃତ୍ୟ କରିଥିବା ଦେଖିବାକୁ ମିଳୁଛି। ସେମାନେ କୌଣସି ଏକ ରାସ୍ତାରେ ଏହି ଭିଡିଓ ଦେଖାଉଛନ୍ତି।

ରାସ୍ତାରେ ସେମାନେ ନୃତ୍ୟ ପରିବେଷଣ କରିବା ସହିତ ବିଭିନ୍ନ ପ୍ରକାର ପୋଜ ଦେଖାଉଛନ୍ତି। ଓଡ଼ିଆ ଆଲବମ୍ ଗୀତ ଏବଂ ସମ୍ବଲପୁରୀ ଗୀତରେ ସେମାନେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ଦେଖିବାକୁ ବହୁତ ଭଲ ଲାଗୁଛି। ତେବେ ସ୍କୁଲ୍ ରେ ପଢୁଥିବା ଏହି ଛାତ୍ର ଛାତ୍ରୀ ଦୁଇଜଣ ଙ୍କ ଡାନ୍ସ ଦେଖି ଲାଗୁଛି ଯେ ସେମାନେ ନୃତ୍ୟ ଶିଖିବା ପରେ ଏପରି ନାଚ ଦେଖାଉଛନ୍ତି। ଆପଣବି ଥରେ ସେମାନଙ୍କର ଏହି ଡାନ୍ସ ଭିଡିଓ କୁ ଦେଖନ୍ତୁ ଏଵଂ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.