Swastik Tv News Odisha

ଆଣ୍ଠୁ ବିନ୍ଧା, କମର ବିନ୍ଧା, ଗୋଇଁଠି ବିନ୍ଧା କେବଳ 2 ମିନିଟରେ ଶେଷ କରିଦେବ ଏହି ରାମବାଣ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି – Special Tips

0

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଅଫିସ୍ ରେ କାର୍ଯ୍ୟ କରୁଛନ୍ତି , ଏହାଛଡା ସେମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଅନେକ ସମୟ ଧରି ବସି ରହୁଛନ୍ତି । ବୟସ୍କ ବାପା ମାଆ ଏବଂ ଜେଜେବାପା ଆଦି ବୃଦ୍ଧ ବୃକ୍ତିଙ୍କ ଠାରେ ଆଣ୍ଠୁ , ଗଣ୍ଠି ଏବଂ କମର ବିନ୍ଧା ଭଳି ସମସ୍ୟା ମାନ ଦେଖା ଦେଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ପ୍ରକାର ମେଡିସିନ ମଧ୍ୟ ସେବନ କରିଥାନ୍ତି , କିନ୍ତୁ ତାହା କିଛି କ୍ଷଣ ପାଇଁ ଆରାମ ଦେଇଥିଲେ ମଧ୍ୟ ପୁଣିଥରେ ଆକକୁ କଷ୍ଟ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହା ଆପଣଙ୍କ ଯେତେ ପୁରୁଣା ଆଣ୍ଠୁ , ଗଣ୍ଠି ବା କମର ବିନ୍ଧା ହେଉନା କାହିଁକି ତାହାକୁ ଦୂର କରିଦେବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟଟି ବିଷୟରେ ।

ଗୋଇଠି କଷ୍ଟକୁ ଦୂର କରିବା ପାଇଁ ପ୍ରଥମେ ଆପଣ ଅରଖ ଗଛର ଫୁଲ 10 – 12 ଟି ଆଣନ୍ତୁ । କଢେଇରେ ଏକ କପ ପାଣି ଦିଅନ୍ତୁ ଏବଂ ସେହି ଫୁଲ କୁ ସେଥିରେ ପକାଇ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ । ପାଣିକୁ ଗରମ କରି ସାରିବା ପରେ , କିଛି ସମୟ ରଖନ୍ତୁ ଓ ସେଥିରୁ ଫୁଲ ଗୁଡିକ ବାହାର କରି ଦିଅନ୍ତୁ । ବର୍ତ୍ତମାନ ସେହି ପାଣିକୁ ଆପଣଙ୍କ ଗୋଇଠିର ଯେଉଁ ସ୍ଥାନରେ କଷ୍ଟ ହେଉଛି ସେହି ଜାଗାରେ ଏହି ପାଣି ସାହାର୍ଯ୍ୟରେ ଧୁଅନ୍ତୁ । ଏହାପରେ ଆପଣ ବାହାର କରି ରଖିଥିବା ଫୁଲକୁ ଏକ କପଡା ସାହାର୍ଯ୍ୟରେ ବାନ୍ଧି କିଛି ସମୟ ରଖନ୍ତୁ । ଦେଖିବେ ଧୀରେ ଧୀରେ ଆପଣଙ୍କ ଗୋଇଠି କଷ୍ଟ ଦୂର ହେବ ।

ଦ୍ୱିତୀୟ ପର୍ଯ୍ୟାୟରେ ଆପଣ ଅରଖ ଗଛର ପତ୍ର ଆଣି କଢେଇରେ କିଛି ସମୟ ଗରମ କରି ନିଅନ୍ତୁ । ଏହାପରେ ସେଥିରେ ସୋରିଷ ତେଲ ର ପ୍ରୟୋଗ କରନ୍ତୁ ଏବଂ କିଛି ସମୟ ଗରମ କରି ଏହାକୁ ଆପଣଙ୍କ ଗୋଇଠି ହେଉ ବା ଆଣ୍ଠୁ ରେ ବନ୍ଧା ହେଉଥିବା ସ୍ଥାନରେ ଏକ ସୂତା କପଡା ସାହାର୍ଯ୍ୟରେ ବାନ୍ଧନ୍ତୁ । ଏହାକୁ ବାନ୍ଧିବା ଦ୍ୱାରା ଏଥିରେ ଥିବା ରସାୟନ ଆପଣଙ୍କ ହାଡ ଭିତରକୁ ଯିବ ଏବଂ ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ । ତୃତୀୟ ପର୍ଯ୍ୟାୟରେ ଆପଣ ମାନେ ଆରଖ ଗଛର ପତ୍ରକୁ ଭାଙ୍ଗନ୍ତୁ , ଦେଖିବେ ପତ୍ରକୁ ଭାଙ୍ଗିବା ମାତ୍ରେ କ୍ଷୀର ବାହାରିଥାଏ ।

ସେହି କ୍ଷୀରକୁ ନେଇ ନିଜ ଗୋଇଠିରେ ଲଗାଇ ତାହାକୁ ଭଲ ଭାବରେ ମାଲିସ୍ କରନ୍ତୁ , ଯେମିତି ସମସ୍ତ କ୍ଷୀର ଆପଣଙ୍କ ଗୋଇଠି ଯେମିତି ଆବଶୋଷ କରିନେବ । ଏହାକୁ ସେତେ ପର୍ଯ୍ୟନ୍ତ ଘଷନ୍ତୁ , ଯେତେ ପର୍ଯ୍ୟନ୍ତ ଆପଣଙ୍କ କଷ୍ଟ ଶେଷ ନ ହୋଇଛି । ତେବେ ଏହି ତିନୋଟି ପ୍ରୟୋଗରୁ ଆପଣ ମାନେ କୌଣସି ବି ପ୍ରୟୋଗ କରି ପାରନ୍ତି , ଆଣ୍ଠୁ ହେଉ ବା କମର ବିନ୍ଧା ସବୁଥିରେ ଏହାର ପ୍ରୟୋଗ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.