Swastik Tv News Odisha

କମାଲ କଲେ କୋରାପୁଟ ହିରୋ ହିରୋଇନ “Silent Odia Film ‘Prashna’ ଜବରଦସ୍ତ ଡ୍ୟାନ୍ସ….ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ କଣ ଆପଣ କେବେ ଏମିତି ସିନେମା ବିଷୟରେ ଶୁଣିଛନ୍ତି, ଯେଉଁ ସିନେମା ରେ ଆରମ୍ଭ ରୁ ଶେଷ ଯାଏଁ ଏଥିରେ ଅଭିନୟ କରୁଥିବା ହିରୋ ଙ୍କ ଗୋଟିଏ ବି ଡାଇଲଗ ଶୁଣିବାକୁ ମିଳି ନଥାଏ। ତେବେ ଏଭଳି ଏକ ସିନେମା କିନ୍ତୁ ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଶେଷ ପର୍ଯ୍ୟନ୍ତ ଦର୍ଶକ ଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ, ପ୍ରଶ୍ନ ହୋଇ ରହିଗଲା ସିନା କିନ୍ତୁ ଏହାକୁ ନେଇ ଏହାକୁ ଦେଖି ବହୁତ୍ ଆନନ୍ଦ ନେଇଛନ୍ତି ଦର୍ଶକ ମାନେ। ଆଉ ଏହି ସିନେମାରେ ଅଭିନୟ କରିଛନ୍ତି କୋରାପୁଟ ଜିଲ୍ଲାର ସୁନାବେଡ଼ାର ଯୁବ କଳାକାର

ତେବେ ଏହି ସିନେମା ଟି ହ୍ୱାଟସ ଆପ ଚାଟିଂ ରୁ ଆରମ୍ଭ ହୋଇ ସେହି ଚାଟିଙ୍ଗ ରେ ହିଁ ଶେଷ ହୋଇ ଯାଉଛି ଯେଉଁଠି ଦର୍ଶକ ଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏହି ପ୍ରଶ୍ନ ଘେରା ସିନେମା ଟି ଏତେ ରୋମାଞ୍ଚକ ହୋଇଛି ଯେ ଏହାର ପାର୍ଟ ୨ କୁ ସମସ୍ତେ ଅନାଇ ବସିଛନ୍ତି। କାରଣ ଏହାର ଦ୍ଵିତୀୟ ଭାଗରେ କଣ ଘଟିବ ତାହା ଜାଣିବାକୁ ସମସ୍ତଂକ ମନରେ ରହିଛି ଏକ ଉତ୍ସୁକତା। ତେବେ ଏହି ସିନେମା କୁ ଦେଖି ଭରପୁର ଆନନ୍ଦ ନେଇଛନ୍ତି ଦର୍ଶକ। ତେବେ ଏହି ଫିଲ୍ମ୍ କୁ ନେଇ ଫିଲ୍ମ ରେ ଅଭିନୟ କରିଥିବା କଳାକାର ମାନେ ବହୁତ୍ ଖୁସି ଅଛନ୍ତି ଏବଂ ଆଶାବାଦୀ ମଧ୍ଯ ଅଛନ୍ତି ଯେ କିପରି ଭାବରେ ସେମାନେ ଏହି ଫିଲ୍ମର ଦ୍ବିତୀୟ ଭାଗରେ ଆହୁରି ଭଲ ପ୍ରଦର୍ଶନ କରିପାରିବେ।

ତେବେ ନୂଆ ଚେହେରା ଏବଂ ନୂଆ ଚିନ୍ତାଧାରା କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ବାସ୍ତବ ରେ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଛି। କଳାକାର ମାନେ ମଧ୍ଯ ବହୁତ୍ ପରିଶ୍ରମ କରିଛନ୍ତି। ତେବେ ଏହି ଫିଲ୍ମ୍ ର ଥିମ୍ ଏକ ଭିନ୍ନ ଚିନ୍ତାଧାରା କୁ ନେଇ ହୋଇଛି ଏବଂ ଯାହାବି ହୋଇଛି ତାହା ଦର୍ଶକ ମାନଙ୍କ ମନ ଭିତରେ ଏକ ଭିନ୍ନ ଧରଣର ଆଗ୍ରହ ସୃଷ୍ଟି କରିଛି ଏହାକୁ ଜାଣିବା ପାଇଁ। ଯାହାକୁ ଦେଖି ଦର୍ଶକ ମାନେ ଖୋଜିବେ ଯେ ପ୍ରକୃତରେ ପ୍ରଶ୍ନଟି କଣ ରହିଛି। ତେବେ କହିବାକୁ ଗଲେ ଏକ ଭିନ୍ନ ଧାରାର ଭିନ୍ନ ସ୍ୱାଦର ଫିଲ୍ମ୍ ଯାହା ଅନେକଙ୍କୁ ପସନ୍ଦ ଆସିଛି ଏବଂ ହୃଦୟକୁ ଛୁଇଁ ପାରିଛି।

ତେବେ ଏହି ଫିଲ୍ମ୍ ର ସୁଟିଂ ସବୁ ସୁନାବେଡ଼ା ରେ ହିଁ ହୋଇଛି। ଏଥିପାଇଁ କଳାକାର ମାନଙ୍କୁ ବାହାରକୁ ଯିବାକୁ ବି ପଡିନାହିଁ। ତେବେ ସୁନ୍ଦର୍ ଭାବରେ ଏହି ସିନେମାରେ ସମସ୍ତେ ଅଭିନୟ କରିବା ସହିତ ଦର୍ଶକଙ୍କୁ ଏକ ନୂତନ ଧାରାର ଫିଲ୍ମକୁ ଭେଟିଦେବା ପାଇଁ ସେମାନେ ଚେଷ୍ଟା କରିଛନ୍ତି। ତେବେ କୋରାପୁଟ ରେ ହୋଇଥିବା ଏହି ଫିଲ୍ମ୍ ଟି ଏବେ ଦର୍ଶକଙ୍କୁ ବିମୋହିତ କରିବା ସହିତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ଯ ପାଲଟିଛି। ଯଦି ଆପଣ ଏହାକୁ ଦେଖି ନାହାଁନ୍ତି ତେବେ ଏହି ଫିଲ୍ମ୍ ବିଷୟରେ ଜାଣିବା ପରେ ତ ଆପଣଙ୍କୁ ଫିଲ୍ମଟି ଦେଖିବା ପାଇଁ ବହୁତ ଆଗ୍ରହ ଆସୁଥିବ, ତେଣୁ ଆପଣ ବି ଏହାକୁ ଦେଖି ଆନନ୍ଦ ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.