Swastik Tv News Odisha

ଝିଅଟି ପୁଅଙ୍କୁ କହିଲା ଏମତି ସୋସିଆଲ ମିଡିଆରେ ଭିଡ଼ିଓ ନିଆଁ ଭଳି ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ପୂର୍ବ କାଳରେ ଲୋକ ମାନେ ପୁଅ ଓ ଝିଅର ପାର୍ଥକ୍ୟ ବହୁତ ଦେଖୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଆଉ ଲୋକ ମାନେ ପୁଅ ଓ ଝିଅର ଆଉ କୌଣସି ବି ପାର୍ଥକ୍ୟ ଦେଖୁ ନାହାଁନ୍ତି। ସେମାନେ କହି ଥାଆନ୍ତି ଯେ, ଯାହା ଗୋଟେ ପୁଅ କରି ପାରିବ ନାହିଁ ତାହା ଗୋଟେ ଝିଅ କରି ପାରିବ। ଝିଅ ମାନଙ୍କୁ ସବୁବେଳେ ଉଚରେ ରଖି ଥାଆନ୍ତି। କିନ୍ତୁ ପ୍ରକୃତରେ ପୁଅ ହିଁ ସବୁ କିଛି କଷ୍ଟ କରିଥାଏ ଓ ପରିବାର ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ରହିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଗୋଟେ ଝିଅ ପୁଅ ମାନଙ୍କ ବିଷୟରେ କିଛି କହୁ ଥିବାର ଶୁଣିବାକୁ ମିଳିଛି। ତେବେ ଆସନ୍ତୁ ସେ କଣ କହୁଛନ୍ତି ସେହି ବିଷୟରେ ଜାଣିବା;

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ପୁଅ ଓ ଝିଅର କୌଣସି ଭେଦ ଭାବ ରହି ନାହିଁ। ପୁଅ ମାନଙ୍କ ଠାରୁ ସବୁବେଳେ ଝିଅ ମାନେ ଆଗୁଆ ରହୁଛନ୍ତି। ଏମିତିକି ପାଠ ପଢା ଠାରୁ ଆରମ୍ଭ କରି ଇତ୍ୟାଦି କାର୍ଯ୍ୟ ପର୍ଯ୍ୟନ୍ତ ସବୁବେଳେ ପ୍ରଥମରେ ରହି ଥାଆନ୍ତି। ସମାଜର ଲୋକ ମାନେ ଭାବନ୍ତି ଯେ, ପୁଅ ମାନଙ୍କ ଠାରୁ ଝିଅ ମାନେ ବହୁତ କଷ୍ଟ କରି ଥାଆନ୍ତି। ସେଥିପାଇଁ ବର୍ତ୍ତମାନ ସମୟରେ ପୁଅ ମାନଙ୍କର ମୂଲ୍ୟ କେହି ବୁଝି ପାରୁ ନାହାଁନ୍ତି।

କିନ୍ତୁ ଲୋକ ମାନଙ୍କର ଏହି ଭୁଲ ଧାରଣାକୁ ସୁଧାରିବା ପାଇଁ ଜଣେ ଝିଅଟି, ପୁଅ ମାନଙ୍କ ବିଷୟରେ କିଛି ଭିଡ଼ିଓ ମାଧ୍ୟମରେ ବାର୍ତା ପ୍ରେରଣ କରିଛନ୍ତି। ସେହି ଝିଅଟି କହିଛନ୍ତି ଯେ, ପୁଅ ପିଲା ମାନେ ଜୀବନରେ ବହୁ କଷ୍ଟ କରି ଥାଆନ୍ତି। କେବଳ ନିଜ ପରିବାର ମୁହଁରେ ଖୁସି ଆଣିବା ପାଇଁ, ସେ ଘର ଛାଡ଼ି ଦୂର ସହରକୁ ଯାଇ ଥାଆନ୍ତି। ସେଠାରେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ରୋଜଗାର କରି ଥାଆନ୍ତି। ସେଠାରେ କାମ କରି ଯାହା ରୋଜଗାର କରି ଥାଆନ୍ତି, ନିଜ ପାଖରେ କମ ରଖି ଆଉ ବାକି ପଇସା ଘରକୁ ପଠାଇ ଥାଆନ୍ତି।

ସେମାନେ କେବଳ ନିଜ ପରିବାରରେ ଖୁସି ଆଣିବା ପାଇଁ ଏଭଳି କାର୍ଯ୍ୟ କରି ଥାଆନ୍ତି। ସେଠାରେ ରହି ସେମାନେ ନିଜ ହାତରେ ରୋଷେଇ କରି ଥାଆନ୍ତି ଓ ଏଥି ସହିତ ନିଜ ହାତରେ ବାସନ ମଧ୍ୟ ମାଜି ଥାଆନ୍ତି। କିନ୍ତୁ ଏଭଳି ଦୁଃଖକୁ ସେ କାହାରି ଆଗରେ ପ୍ରକାଶ କରି ପରେ ନାହିଁ। କେବଳ ମାଆ , ବାପା ଓ ଭାଇ ଭଉଣୀ ଓ ପରିବାର ଲୋକ ମାନଙ୍କ ଖୁସି ପାଇଁ ସେ ସବୁ ଦୁଃଖକୁ ନିଜେ ସହି ଯାଇ ଥାଏ। ସେହି ଝିଅଟି ଯେଉଁ ଭାଇ ମାନେ ଘର ଛାଡ଼ି ବାହାରେ ରହୁଛନ୍ତି ତାଙ୍କ ପାଇଁ ନିଜ ହୃଦୟରୁ ସାଲ୍ୟୁଟ କରିଛନ୍ତି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.