Swastik Tv News Odisha

ଭାଇରାଲ ହେବାରେ ଲାଗିଛି ଏହି 3 ବର୍ଷ ଝିଅର ଭିଡିଓ ଯାହା ଏବେ ସମସ୍ତଙ୍କ Phone ରେ Status ରେ ସେୟାର ହେଉଛି

0

ଛୋଟ ପିଲାମାନେ ହେଉଛନ୍ତି ଏ ଦୁନିଆର ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ କଥା, ଆଚରଣ ସମସ୍ତଙ୍କୁ ବହୁତ୍ ଭଲ ଲାଗିଥାଏ। ଅନେକ ସମୟରେ ଆପଣ ମାନେ କୁନି ପିଲା ମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।ଏହା କିଭଳି ଭାବରେ ଆପଣ ମାନଙ୍କୁ ଖୁସି ଦେଇଥାଏ ତାହା ମଧ୍ୟ ଆପଣ ଅନୁଭବ କରି ପାରୁଥିବେ। ସେମାନଙ୍କ କଥାରେ ଏକ ଅଲଗା ପ୍ରକାରର ଭାବନା ରହିଥାଏ ଯାହା ଶୁଣିବା ଲୋକଙ୍କୁ ବହୁତ୍ ଖୁସି ଦେଇଥାଏ। ସେମାନଙ୍କ କଥା ମଜାଳିଆ ବା କୌତୁକିଆ ହୋଇଥିବା କାରଣରୁ ଏହା ଅନେକାଂଶରେ ଲୋକଙ୍କ ପସନ୍ଦ ପାଲଟି ଯାଇଥାଏ। ତେବେ ଛୋଟ ପିଲାମାନଙ୍କ ଅନେକ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।

ଯେତେବେଳେ ସେମାନେ ସେମାନଙ୍କ କୁନି ସ୍ଵରରେ ସୁନ୍ଦର୍ କଣ୍ଠରେ ଯାହାବି ଗାଆନ୍ତି ତେବେ ସେମାନଙ୍କୁ ଶୁଣିବା ପାଇଁ ସମସ୍ତେ ଆଗଭର ହୋଇ ଥାଆନ୍ତି ଏବଂ ବାରମ୍ବାର ଶୁଣିଲେ ବି ଏକ ଅଜଣା ଖୁସି ପାଇଥାନ୍ତି। ତେବେ ବିଭିନ୍ନ ସମୟରେ କୁନି ପିଲା ମାନଙ୍କର ଏହିଭଳି ଅନେକ ଭିଡିଓ ଲୋକ ଲୋଚନକୁ ଆସିବାର ଦେଖାଯାଏ।ଆଉ ସେହି ସବୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ତେବେ ସେହିପରି ଏକ ଭିଡିଓ ପୁଣି ସାମ୍ନାକୁ ଆସିଚି ଯାହା ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଏକ କୁନି ଝିଅଟି ମନ୍ତ୍ରକୁ ଅନର୍ଗଳ ଭାବରେ କହୁଛି।

ପ୍ରାୟତଃ ମନ୍ତ୍ର ପଢ଼ିବା ପାଇଁ ସମସ୍ତେ ସାହାସ କରି ପାରନ୍ତି ନାହିଁ। ମନ୍ତ୍ର ସମସ୍ତଂକ ପାଟିରେ ଉଚ୍ଚାରଣ ମଧ୍ଯ ହୋଇ ନଥାଏ। କିନ୍ତୁ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏହି କୁନି ଝିଅଟି ଯେଉଁଭଳି ଭାବରେ ଠାକୁରଙ୍କ ମନ୍ତ୍ରକୁ ଯେଉଁଭଳି ଭାବରେ କହୁଚି ତାହା ବାସ୍ତବରେ ଆଶ୍ଚର୍ଯ୍ୟ କରିବା ଭଳି ଅଟେ। ମହାଦେବ ଶିବଙ୍କ ମନ୍ତ୍ରକୁ ସେ ଅନର୍ଗଳ ଭାବରେ ପାଠ କରୁଛନ୍ତି। ମହାଦେବ ଙ୍କ ତାଣ୍ଡବ ସମୟର ଯେଉଁ ମନ୍ତ୍ର ରହିଛି ଯାହାକୁ ଶୁଣିଲେ ଦେହରେ ଏକ ଶିହରଣ ଖେଳି ଯାଏ।ଏହି ମନ୍ତ୍ରକୁ ଶୁଣିଲେ ବି ବହୁତ୍ ଗମ୍ଭୀରତା ସୃଷ୍ଟି ହୋଇଥାଏ। ଏମିତି ରେ ମହାଦେବ ଶିବଙ୍କ ମନ୍ତ୍ରକୁ ଶୁଣିଲେ ଶରୀରରେ ଏକ ଭିନ୍ନ ଶିହରଣ ଖେଳି ଯାଇଥାଏ ଏବଂ ଦେହ ଫୁଲି ଉଠିଥାଏ।

କିନ୍ତୁ ଏହି ପିଲାଟି ଶିବଙ୍କର ଏହି ମନ୍ତ୍ରକୁ ଏମିତି ଭାବରେ ଘୋଷି ଦେଇଛି ଯେ ସେ ଏହି ମନ୍ତ୍ରକୁ ନିର୍ଭୁଲ ଭାବରେ ନ ଅଟକି ଗାଇ ଚାଲିଛି। ତେବେ ଏହାକୁ ଶୁଣି ଆପଣ ବି ପ୍ରଶଂସା କରିବେ ନିଶ୍ଚିତ।ଏହି ପିଲାଟିର ଏ ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ତେବେ ପିଲାଟିର ଏହିଭଳି ଗୀତ ଶୁଣି ଏବଂ ଭିଡିଓ ଟିକୁ ଦେଖି ଅନେକ ତାଙ୍କର ପ୍ରତିକ୍ରିୟା ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.