Swastik Tv News Odisha

Life Style – ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜାଣନ୍ତୁ ସେମାନଙ୍କୁ କେଉଁ ପ୍ରକାରର ପୁଅ ପସନ୍ଦ ଅଟନ୍ତି

0

ଭଗବାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଆରା ଢଙ୍ଗରେ ସୃଷ୍ଚି କରିଖାନ୍ତି ,ମୁନୁଷ୍ୟର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବିକିଛି ସେହି ଇଶ୍ୱରଙ୍କ ହାତରେ ନ୍ୟସ୍ତ ରହିଥାଏ । ଜାତି କହିଲେ ମନୁଷ୍ୟ ଜାତିକୁ ବୁଝାଏ , ମାତ୍ର ପ୍ରତ୍ୟେକ ମନୁଷ୍ୟ ଭିତରରେ ସ୍ୱତନ୍ତ୍ର ଗୁଣ ମାନ ଦେଖିବାକୁ ମିଳିଥାଏ । ଯଦି ବ୍ୟକ୍ତିଙ୍କ ବିଷୟରେ କିଛି ଜାଣିବା ପାଇଁ ଚେଷ୍ଟା କରିଥାଉ , ତାହେଲେ ଆମେ ସେହି ବ୍ୟକ୍ତିର ଚାଲି ଚଳନ ଏବଂ ନିତିଦିନ କାର୍ଯ୍ୟ ଆଭ୍ୟାସ ଦେଖି ଜାଣି ପାରିଥାଉ । ପୁରାଣ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ରହିଛି ଯେ ବ୍ୟକ୍ତିର ଚାଲି ଚଳନ , ତାଙ୍କର କଥାବାର୍ତ୍ତା ଏମିତିକି ଶୋଇବା ଢଙ୍ଗକୁ ଦେଖିମଧ୍ୟ ତାଙ୍କ ବିଷୟରେ ବହୁତ କିଛି ଜାଣି ହୋଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ , ଯେ ଜଣେ ଝିଅର ଶୋଇବା ଢଙ୍ଗରୁ ଜାଣିପାରିବେ ସେ କେମିତି ପୁଅଟିଏ ପସନ୍ଦ କରେ ବୋଲି । ତେବେ ଆସନ୍ତୁ ଜାଣିବା ।

1. ସିଧା ଶୋଉଥିବା ଝିଅ :-

ଯେଉଁ ଝିଅମାନେ ସିଧା ଶୋଇଥାନ୍ତି , ସେମାନଙ୍କର ସ୍ୱଭାବ ବହୁତ ଭଲ ହୋଇଥାଏ । ଏମାନଙ୍କୁ ଡମିନେଟିଙ୍ଗ ପୁଅ ବହୁତ ପସନ୍ଦ ଆସିଥାନ୍ତି , ଏହାଛଡା ସେମାନେ ନିଜ କାର୍ଯ୍ୟ ଉପରେ ଅଧିକ ଫକସ୍ କରିବାକୁ ପସନ୍ଦ କରିଥାନ୍ତି ।

2. ବାମ କୁ କଡେଇ ହୋଇ ଶୋଉଥିବା ଝିଅ :-

ବାମ କଡକୁ କଡେଇ ହୋଇ ଶୋଇବା ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ଅଟେ , ଏମାନଙ୍କର କଥା କହିବାର ଶୈଳି ମଧ୍ୟ ସମସ୍ତଙ୍କ ଠାରୁ ଭିନ୍ନ ଅଟେ । ଏମାନଙ୍କୁ ସୁନ୍ଦର ଓ ପତଳା ପୁଅ ଅଧିକ ପସନ୍ଦ ଅଟନ୍ତି ।

3. ତକିଆ ଉପରେ ହାତ ରଖି ଶୋଇବା ଝିଅ :-

ଯେଉଁ ଝିଅ ମାନଙ୍କର ତକିଆ ଉପରେ ହାତ ରଖି ଶୋଇବାର ଅଭ୍ୟାସ ରହିଥାଏ , ସେମାନେ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି । ମାତ୍ର ଏମାନଙ୍କୁ ବିବାହ ପାଇଁ ପୁଅ ମାନଙ୍କପ ରୂପ ବା ଗୁଣ ସହ କୌଣସି ଲିଙ୍କ ନଥାଏ ।

4. ଗୋଡ ଖୋଲା କରି ଶୋଇବା ଝିଅ :-

ଯେଉଁ ଝିଅ ମାନେ ଗୋଡ ଖୋଲା କରି ଶୋଇଥାନ୍ତି , ସେମାନେ ବହୁତ ଅଳସୁଆ ଓ କୁଢି ପ୍ରବୃତ୍ତିର ହୋଇଥାନ୍ତି । ଏମାନଙ୍କୁ ହସମୁଖ ଓ ସୁନ୍ଦର ପୁଅ ମାନେ ଅଧିକ ପସନ୍ଦ ଆସିଥାନ୍ତି ।

5. ତକିଆ କୁଣ୍ଡେଇ ଶୋଇବା ଝିଅ :-

ଯେଉଁ ଝିଅ ମାନେ ତକିଆ କୁଣ଼୍ଢେଇ କରି ଶୋଇଥାନ୍ତି , ସେମାନେ ବହୁତ ଚଞ୍ଚଳ ପ୍ରବୃତ୍ତିର ହୋଇଥାନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟ ପ୍ରତି ଏମାନଙ୍କର ଆଗ୍ରହ ଅଧିକ ରହିଥାଏ । ଏମାନେ ଷ୍ଟାଇଲିଷ୍ଟ ଓ ସନ୍ଦର ପୁଅକୁ ଅଧିକ ପସନ୍ଦ କରନ୍ତି ।

6. ସବୁବେଳେ ଘୋଡେଇ ହୋଇ ଶୋଇବା ଝିଅ :-

S ନାମର ଝିଅ ମାନେ ସର୍ବଦା ଅଧିକ ଘୋଡେଇ ହୋଇ ଶୋଇବା ପାଇଁ ପସନ୍ଦ କରିଥାନ୍ତି । ଏମାନଙ୍କୁ ସ୍ମାର୍ଟ ପୁଅ ବହୁତ ପସନ୍ଦ ଆସିଥନ୍ତି ଏବଂ ନିଜ ପରିବାର ପାଇଁ କିଛି ବି କରିବାକୁ ରାଜି ରହିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.