Swastik Tv News Odisha

ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : ଶେଷ ନିଃଶ୍ଵାସ ମାରି ଡାକ୍ତର କହିଲେ…

0

ଗତ ଦୁଇ ବର୍ଷ ଧରି ସାରା ଦେଶରେ କରୋନା ତାଣ୍ଡବ ଲୀଳା ରଚିଥିଲା। ଏହି କରୋନା ସଂକ୍ରମଣର ଅନେକ ଲୋକ ମାନଙ୍କ ଶରୀରରେ ଏହାର ପ୍ରଭାବ ପଡିଛି। ଏହି ରୋଗରେ ଅନେକ ଲୋକ ମାନେ ଗୁରୁତ୍ବର ହେବା ସହିତ ଅନେକ ଲୋକ ମାନେ ମଧ୍ୟ ମୃତ୍ୟୁ ବରଣ କରିଥିଲେ। ଏହି ରୋଗଟି ବହୁତ ମାରାତ୍ମକ ହୋଇଥାଏ। ଏହି ସଂକ୍ରମଣ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଥରେ ପ୍ରବେଶ କରିଥାଏ, ସେମାନଙ୍କ ଶରୀର ପୁରା ନଷ୍ଟ କରି ଦେଇଥାଏ। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ନିୟମ ରହିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଜଣେ ମହିଳା ଡକ୍ଟର ଅତି କଷ୍ଟରେ ନିଶ୍ୱାସ ମାରି କରୋନା ସଂକ୍ରମଣକୁ ନେଇ କିଛି ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ନମାସ୍କର ବନ୍ଧୁଗଣ, କରୋନା ସଂକ୍ରମଣ ସାରା ଭାରତ ବର୍ଷରେ ପ୍ରଭାବ ପକାଇଥିଲା। ଏହା ପ୍ରଭାବରେ ଅନେକ ଲୋକ ମାନଙ୍କର ଜୀବନ ମଧ୍ୟ ଚାଲି ଯାଇଛି। ଯାହାକି ବହୁତ ବଡ଼ ଦୁଃଖ ଦାୟକ କଥା। ଏହା ପ୍ରଭାବରେ ଲୋକ ମାନେ ବହୁତ ବଡ଼ ଅସୁବିଧାର ସମୁଖୀନ ମଧ୍ୟ ହୋଇ ଥାଆନ୍ତି। ଲୋକ ମାନେ ଏତେ ବଡ଼ ବିପଦରେ ପଡି ମଧ୍ୟ ସତର୍କ ହେବା ପାଇଁ କେବେ ହେଲେ ଚେଷ୍ଟା କରୁ ନାହାଁନ୍ତି, ସବୁବେଳେ ଖୋଲା ଖୋଲି ଭାବରେ ଚଳ ପ୍ରଚଳ ହେଉଛନ୍ତି। ଏହାକୁ ଲକ୍ଷ୍ୟ କରି ଜଣେ ମହିଳା ଡାକ୍ତର ତାଙ୍କର କରୋନା ସଂକ୍ରମଣରେ ପୀଡିତ ଅବସ୍ଥାରେ ଥାଇ ମଧ୍ୟ ଅତି କଷ୍ଟର ସହିତ ଲୋକ ମାନଙ୍କ ପାଇଁ ମତ ଦେଇଛନ୍ତି। ସେ କହିଛନ୍ତି କରୋନା ସଂକ୍ରମଣକୁ କେବେ ହେଲେ ମଜାକରେ ନିଅନ୍ତୁ ନାହିଁ।

ତେବେ ଏହି ସଂକ୍ରମଣ ଅତ୍ୟଧିକ ଭାବରେ ମାରାତ୍ମକ ହୋଇଥାଏ। ଏହି ସଂକ୍ରମଣ ଠାରୁ ସବୁବେଳେ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଯେତେବେଳେ ବି ବାହାରକୁ ଯିବା ଆସିବା କରୁଛନ୍ତି ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ ବ୍ୟବହାର କରି ବାହାରକୁ ଯାଆନ୍ତୁ। ଏହି ସଂକ୍ରମଣ ଗର୍ଭବତୀ ମହିଳା ମାନଙ୍କ ଉପରେ ବହୁତ ପରିମାଣରେ ପ୍ରଭାବ ପକାଇ ଥାଏ। ସେମାନଙ୍କୁ ମଧ୍ୟ ଏହି ସଂକ୍ରମଣ ଠାରୁ ସବୁବେଳେ ଦୂରେଇ ରଖନ୍ତୁ। ସେମାନଙ୍କୁ ସବୁବେଳେ ସତର୍କତାର ସହିତ ରହିବାକୁ କୁହନ୍ତୁ।

ତେବେ ଆପଣ ମାନେ ନିଜେ ସତର୍କତା ରହିବ ସହିତ ନିଜ ପରିବାର ଲୋକ ମାନେ ଓ ଏଥି ସହିତ ଅନ୍ୟ ଲୋକ ମାନଙ୍କୁ ମଧ୍ୟ ସତର୍କତା କରାଇ ଦିଅନ୍ତୁ। ସେହି ମହିଳା ଡାକ୍ତରଙ୍କର କରୋନା ସଂକ୍ରମଣ ତାଙ୍କ ଶରୀରରେ ଅତ୍ୟଧିକ ଭାବରେ ପ୍ରବେଶ କରିଛି, ସେ ପୁରା ଅଚଳ ହୋଇ ଯାଇଛନ୍ତି। ସେଥିପାଇଁ କହୁଛନ୍ତି ଯେ, ସେ ଭଗବାନଙ୍କୁ ପାର୍ଥନା କରୁଛନ୍ତି ଏଭଳି ଅବସ୍ଥା ଆଉ କୌଣସି ବ୍ୟକ୍ତିଙ୍କୁ ଦୁଅନ୍ତୁ ନାହିଁ। ଏଥି ସହିତ ଆହୁରି କହିଛନ୍ତି ସବୁବେଳେ ପାଇଁ ଘରେ ରୁହନ୍ତୁ ଓ ଏଥି ସହିତ ସୁରକ୍ଷିତ ମଧ୍ୟ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.