Swastik Tv News Odisha

ହଷ୍ଚେଲ ରେ ରହି Room ଭିତରେ ମଦ ପିଇ କରୁଥିଲେ ଏଭଳି ନାଚ ସାଙ୍ଗ ରେକର୍ଡ କରି Upload କରିଲା ସୋସିଆଲ ମିଡିଆରେ ସେୟାର ହେଉଛି “ରୁମ ଭିଡିଓ”

0

ସମାଜ ଯେତେ ସଭ୍ୟ ଆଡକୁ ଗତି କରି ଚାଲୁଛି, ସେତେ ଖରାପ କାର୍ଯ୍ୟ ବଢି ବଢି ଚାଲିଛି। ଆଜିକାଲିର ଯୁବ ଗୋଷ୍ଠୀ ମାନେ ହୋଟେଲ ଓ କ୍ଳବ ଆଦିରେ ଯୋଗ ଦେବା ପାଇଁ ବହୁତ ଆଗ୍ରହ ହୋଇ ଥାଆନ୍ତି। ସେମାନେ ପାର୍ଟିରେ ଯୋଗ ଦେବା ପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରି ଥାଆନ୍ତି। ଆଜିକାଲି ସମାଜର ଯୁବକ ଓ ଯୁବତୀ ମାନେ ମଉଜ ମଜଲିସ କରିବାକୁ ବହୁତ ଭଲ ପାଇଁ ଥାଆନ୍ତି, ସେଥିପାଇଁ ସେମାନେ ସବୁବେଳେ ହୋଟେଲ, ବାରକୁ ଓ ଏମିତିକି ନିଜ ରୁମରେ ମଧ୍ୟ ଯାଇ ମଜା ମସ୍ତି କରି ଥାଆନ୍ତି ଓ ସେଠାରେ ସେମାନେ ନିଶାରେ ବୁଡି ରହି ଥାଆନ୍ତି। ସେମାନେ ଏଭଳି କାର୍ଯ୍ୟ କରିବାକୁ କାହାକୁ ଖାତିର କରନ୍ତି ନାହିଁ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇଯିବେ। ତାହା ହେଉଛି ରୁମ ଭିତରେ ମଦ ପିଇ ଯୁବତୀ ମାନେ ନାଚୁ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଉତରପ୍ରଦେଶର କଲେଜ ମେଶରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଏକ କଲେଜର କିଛି ଝିଅ ପିଲା ମାନେ ମିଶି ଶିକ୍ଷୟତ୍ରୀ ନଥିବା ସମୟରେ ନିଜ ମେଶରେ ମଦ ପିଇ ନାଚୁଛନ୍ତି। ମଦ ପିଇ ନିଶାଶକ୍ତ ଅବସ୍ଥାରେ ନିଜର ହିତା ହିତ ଜ୍ଞାନ ସବୁ ଭୁଲି ଯାଉଛନ୍ତି, ସେମାନେ ନିଜେ କଣ କହୁଛନ୍ତି ନିଜେ ହିଁ ଜାଣି ପାରୁ ନାହାଁନ୍ତି। ସେମାନେ ସେଠାରେ ନିଶାରେ ଜୋର ସୋର ଭାବରେ ବୁଡି ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟ ସାଙ୍ଗ ଏହି ଭିଡ଼ିଓଟିକୁ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା।

ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ଆଜିକାଲିର ପିଲା ମାନେ ବାପା ଓ ମାଆ ମାନଙ୍କ ଆଖିରେ ଧୂଳି ଦେଇ, ପାଠ ପଢା ନାଁରେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ପରିବାର କଥା ଭାବୁ ନାହାନ୍ତି କି ପରିବାରର ସଂମାନ କଥା ମଧ୍ୟ ଚିନ୍ତା କରୁ ନାହାଁନ୍ତି। ସେମାନେ ନିଜ କଥା ହିଁ ସବୁବେଳେ ଭାବି ଥାଆନ୍ତି ଓ ମଉଜ ମଜଲିସ କରିବାକୁ ଇଛା ପ୍ରକାଶ କରି ଥାଆନ୍ତି।

ଏଭଳି କାର୍ଯ୍ୟ କରି ସେମାନେ ନିଜ ଭବିଷ୍ୟତ ଜୀବନକୁ ନଷ୍ଟ କରି ଦେଉଛନ୍ତି। ତେବେ ଯୁବ ପିଢିଙ୍କୁ ଏତିକି ଅନୁରୋଧ କରା ଯାଉଛି ଯେ, ଏଭଳି ନିଶା ନେବା ଠାରୁ ଦୂରେଇ ରୁହନ୍ତୁ, ନହେଲେ ଆଗକୁ ଜୀବନ ନଷ୍ଟ ହୋଇ ଯିବ। ଏଭଳି ଖରାପ କାର୍ଯ୍ୟକୁ ଛାଡି ପାଠ ପଢା ପ୍ରତି ଧ୍ୟାନ ଦିଅନ୍ତୁ। ତେବେ ବନ୍ଧୁଗଣ ଆପଣ ମାନେ ନିଜେ ହିଁ କୁହନ୍ତୁ, ଯୁବ ପିଢିଙ୍କ ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଗଲେ, ସେମାନେ ଏଭଳି କାର୍ଯ୍ୟ ଠାରୁ ସବୁବେଳେ ପାଇଁ ଦୂରେଇ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.