Swastik Tv News Odisha

ସ୍କୁଲ ଯିବା ବାହାନାରେ ଛାତ୍ରୀ କରୁଥିଲା ରାସଲୀଳା ଧରାପଡ଼ିଗଲେ, ଆଉ ତାପରେ…ଦେଖନ୍ତୁ Viral ଭିଡ଼ିଓ

0

ଆଜିକାଲିର ପିଲା ମାନେ ବର୍ତ୍ତମାନ ଯୁଗରେ ସମସ୍ତେ ପ୍ରେମ କରୁଛନ୍ତି। ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଯାଇଛି। ସେମାନେ ପାଠ ପଢା ନାଁ ରେ ଘରେ ମିଛ କଥା କହି ସ୍ଥାନ,କାଳ ଓ ପାତ୍ର କିଛି ବି ମାନୁ ନାହାନ୍ତି ଓ ଲୁଚି ଲୁଚି ବାହାରେ ଆସି ପ୍ରେମ କରୁଛନ୍ତି।ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଗୋଡ଼ରେ ଆଡେଇ ଦେଇ ଓ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ନବମ ଶ୍ରେଣୀର ଛାତ୍ରୀ ସ୍କୁଲରେ ପ୍ରେମ କରୁଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲାର ଏକ ସ୍କୁଲରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ନବମ ଶ୍ରେଣୀର ଜଣେ ଛାତ୍ର ସ୍କୁଲର ରିସେସ ସମୟରେ, ଘରକୁ ଯିବା ବଦଳରେ ତା’ର ପ୍ରେମିକ ସହିତ ରାସଲୀଳା କରୁଥିଲା। ସେ ଦୁହେଁ ରାସଲୀଳା କରୁ ଥିବା ସମୟରେ ସ୍କୁଲର ପ୍ରଧାନ ଶିକ୍ଷକ ସେ ଦୁହିଁଙ୍କୁ ଦେଖି ଦେଇଥିଲେ। ପ୍ରଧାନ ଶିକ୍ଷକ ଏଭଳି ଦୃଶ୍ୟକୁ ଦେଖି ନିଜ ମୋବାଇଲରେ ରେକର୍ଡ଼ କରିଥିଲେ। ଏହା ପରେ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ତେବେ ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଦେଖି ସରିବା ପରେ ଲୋକ ମାନେ ତାଙ୍କୁ ନିନ୍ଦା କରିବା ସହିତ ଘୃଣା କରୁଛନ୍ତି। ଆଜିକାଲିର ପିଲା ମାନେ ପାଠ ପଢା ନାଁ ରେ ସବୁବେଳେ ଏଭଳି କାର୍ଯ୍ୟ କରି ଚାଲୁଛନ୍ତି। ସେମାନେ ନିଜ ପରିବାର କଥା ଭାବୁ ନାହାନ୍ତି କି ପରିବାରର ମାନ ସଂମାନ କଥା ମଧ୍ୟ ଚିନ୍ତା କରୁ ନାହାଁନ୍ତି। ସେମାନେ ନିଜ କଥା ହିଁ ସବୁବେଳେ ଭାବି ଥାଆନ୍ତି ଓ ସବୁବେଳେ ମଜା ଓ ମସ୍ତୁ କରିବା ପାଇଁ ଚାହିଁ ରହି ଥାଆନ୍ତି।

ସେମାନେ ଏଭଳି କାର୍ଯ୍ୟ କରି ସେମାନେ ନିଜ ଭବିଷ୍ୟତକୁ ନିଜେ ନଷ୍ଟ କରି ଦେଉଛନ୍ତି। ଏଥି ସହିତ ସମାଜ ମଧ୍ୟ ଧୀରେ ଧୀରେ କଳୁଷିତ ହେବାକୁ ଲାଗୁଛି। ସେମାନେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଅନ୍ୟ ପିଲା ମାନେ ମଧ୍ୟ ଖରାପ ଏହାକୁ ଦେଖି ଖରାପ ବାଟରେ ଆଗେଇ ଯାଉଛନ୍ତି। ତେବେ ଆଜିକାଲିର ପିଲା ମାନଙ୍କୁ ଏତିକି ଅନୁରୋଧ କରା ଯାଉଛି ଯେ, ସେମାନେ କୌଣସି ବି ପ୍ରକାରର ଖରାପ କାର୍ଯ୍ୟ ନକରି, ସବୁବେଳେ ପାଇଁ ପାଠ ପଢ଼ାରେ ମନୋନିବେଶ କରନ୍ତୁ ଓ ନିଜ ଭବିଷ୍ୟତ ନିଜେ ତିଆରି କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.