Swastik Tv News Odisha

ଉଭୟ ପୁରୁଷ ଏବଂ ମହିଳା Mobile ରେ ପର୍ଣ୍ଣ ଭିଡ଼ିଓ ଦେଖୁଛନ୍ତି କି ? ଥରୁଟିଏ ଦେଖନ୍ତୁ ଏହି ଭିଡ଼ିଓ ନଚେତ ପରେ ପସ୍ତେଇବେ…

0

ଆଜିକାଲିର ଯୁବ ଗୋଷ୍ଠୀ ମାନେ ମନୋରଞ୍ଜନ କରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ବାଛି ନେଇଛନ୍ତି। ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବାହାରିଲାଣି, ଯାହା ଫଳରେ କି ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଜଡିତ ରହୁଛନ୍ତି। ଏହି ଟେକ୍ନୋଲୋଜି ଦ୍ୱାରା ଅନେକ ଲୋକ ମାନେ ଅଶ୍ରୀଳ ଭିଡ଼ିଓ ଦେଖି ମନୋରଞ୍ଜନ କରୁଛନ୍ତି ଓ ଏଭଳି କରିବା ଦ୍ୱାରା ସମାଜରେ କ୍ରୁ ପ୍ରଭାବ ପକାଉଛି ଓ ଲୋକ ମାନେ ମଧ୍ୟ ଖରାପ ଆଡକୁ ଗତି କରୁଛନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏକ ଖବର ବିଷୟରେ ଜଣାଇବୁ ଯେ, ଆପଣ ମାନେ ଶୁଣିଲେ ଚକିତ ହୋଇଯିବେ। ତାହା ହେଉଛି ପର୍ଣ୍ଣ ଭିଡ଼ିଓ ଓ ଏହି ଭିଡ଼ିଓ ଦେଖିବା ଫଳରେ କ’ଣ ସବୁ ପ୍ରଭାବ ପକାଉଛି ସେହି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଏହି ସବୁ ବିଷୟ ଉପରେ ନଜର ପକାଇବ;

ସୂଚନା ଅନୁଯାୟୀ, କରୋନା ଲକଡାଉନ ସମୟରେ ଲୋକ ମାନେ ଘରେ ବସି ବସି ବହୁତ ବୋରିଙ୍ଗ ହୋଇ ଯାଇ ଥିଲେ, ସେଥିପାଇଁ ସେମାନେ ଏକ ପନ୍ଥାକୁ ଅପଣେଇଥିଲେ। ସେହି ସମୟରେ ସେମାନେ ଅଶ୍ରୀଳ ଫିଲ୍ମ ଦେଖିବାର ସଂଖ୍ୟା ବହୁତ ମାତ୍ରାରେ ବଢି ଯାଇ ଥିଲା ବୋଲି ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ଏବେ ପୁଣି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲଗାତାର ଦେଶରେ ପର୍ଣ୍ଣ ଭିଡ଼ିଓ ଦେଖିବାର ସଂଖ୍ୟା ବଢି ଯାଇଛି ଓ ପର୍ଣ୍ଣ ଦେଖିବାରେ ଭାରତର ସଂଖ୍ୟା ଅଧିକ ରହିଛି।

ପର୍ଣ୍ଣ ଦେଖିବା ଏକ ସାଧାରଣ କଥା ହୋଇ ଗଲାଣି ଓ ବର୍ତ୍ତମାନ ସମୟରେ ଲୋକ ମାନେ ଘରେ ବସି ଅନଲାଇନ ଦ୍ୱାରା ଏଭଳି ଭିଡ଼ିଓକୁ ଦେଖି ବାକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି ଓ ଅନେକ ଯୁବ ପିଢ଼ି ମାନେ ପର୍ଣ୍ଣ ଭିଡ଼ିଓ ଦେଖି ମନୋରଞ୍ଜନ କରିବା ସହିତ ବହୁତ ଖୁସି ହୋଇ ଯାଉଛନ୍ତି। ତେବେ ଜଣେ ମାନସିକ ଡାକ୍ତର ଏହାରି ଉପରେ ମତ ଦେଇଛନ୍ତି ଯେ, ଯେଉଁ ମାନେ ପ୍ରତି ଦିନ ଏଭଳି ଭିଡ଼ିଓ ଦେଖୁଛନ୍ତି, ସେମାନେ ଅଭ୍ୟାସରେ ପରିଣତ ହୋଇ ଯାଏ ଓ ଏଥି ସହିତ ସେମାନଙ୍କ ଏକ ପ୍ରକାର ନିଶା ମଧ୍ୟ ହୋଇ ଯାଇ ଥାଏ।

ଏଭଳି ଅଶ୍ରୀଳ ଭିଡ଼ିଓ ଦେଖିବା ଫଳରେ ଠିକ ଭାବରେ ନିଦ ହୋଇ ନଥାଏ ଓ ଶାରୀରିକ ମାନସିକ ସ୍ତରରେ କ୍ଲାନ୍ତ ଅନୁଭବ କରିବେ ତା’ ସହିତ ହତାଶ ମଧ୍ୟ ଦେଖା ଯିବେ ଓ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାଵ ପକାଇ ଥାଏ। ଯେଉଁ ମାନେ ଅଧିକ ମାତ୍ରାରେ ଆଶ୍ରିଳ ଭିଡ଼ିଓ ଦେଖୁଛନ୍ତି ସେମାନଙ୍କ ମଧ୍ୟରେ ହିଂସାତ୍ମକ ପ୍ରବୃତ୍ତି ବୃଦ୍ଧି ପାଇ ଥାଏ ଓ ଯୌନ ସମ୍ପର୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇ ଥାଏ। ବିଶେଷ କରି ବିବାହ ପରେ ଏହାର ପ୍ରଭାବ ବୈବାହିକ ଜୀବନ ଉପରେ କ୍ରୁ ପ୍ରଭାବ ପକାଇ ପାରେ ବୋଲି ସୂଚନା ରହିଛି। ତେବେ ଏଭଳି ଭିଡ଼ିଓକୁ ନଦେଖିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.