Swastik Tv News Odisha

ଛିଃ ଛିଃ ! 2 ଘଣ୍ଟା ପାଇଁ 2 ଲକ୍ଷ ଟଙ୍କା ଚାର୍ଜ, ଏହି ଅଭିନେତ୍ରୀ ଅସଂଯତ ଅବସ୍ଥାରେ ଧରାପଡିଲେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଚୋରି, ଡକାୟତ, ମାରପିଟ ଓ ଖରପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ମାନଙ୍କର ଜୀବନ ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଥାଏ। ଯଦି କୌଣସି ସେଲିବ୍ରେଟି ସାମାଜିକ ଦୁର୍ବ୍ୟବହାର ବା ଅସଦାଚରଣ ତାଙ୍କ ନାଁ ରେ ଶୁଣା ଯାଏ,ତା ହେଲେ ସମାଜର ଲୋକ ମାନେ ତାଙ୍କୁ ନିନ୍ଦା କରିବା ସହ ଘୃଣା ମଧ୍ୟ କରି ଥାଆନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି ବଲ୍ଲୀଉଡ଼ ଅଭିନେତ୍ରୀ ଇର୍ଷା ଖାନ ସେକ୍ସ କାର୍ଯ୍ୟରେ ୨ ଘଣ୍ଟା ପାଇଁ ୨ ଲକ୍ଷ୍ୟ ଟଙ୍କା ଦାବି କରିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବଲ୍ଲୀଉଡ଼ ଇଣ୍ଡଷ୍ଟ୍ରିର ଇର୍ଷା ଖାନଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ମଡ଼ଲ ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ଏହି ଅଭିନେତ୍ରୀ ଓ ତାଙ୍କ ସହ ଅନ୍ୟ ମହିଳା ମିଶି ସେକ୍ସ କାରବାର କରିଛନ୍ତି ବୋଲି ନଜର ଆସିଛି। ନଲବାଡିର ଜଣେ ବ୍ୟକ୍ତି ଅଭିନେତ୍ରୀଙ୍କ ବିଷୟରେ ମୁମ୍ବାଇ ଏସିପି ଦତ୍ରାଙ୍କ ନିକଟରେ ଖବର ପହଁଞ୍ଚାଇଥିଲେ।

ଏହି ଘଟଣା ଜାଣିବା ପରେ ପୋଲିସ ତାଙ୍କୁ ଧରିବା ପାଇଁ ଏକ ଯୋଜନା ଚିନ୍ତା କଲେ। ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ଫର୍ଜି ଗ୍ରାହକ ସାଜି, ତାଙ୍କ ସାଙ୍ଗଙ୍କ ଜରିଆରେ ଅଭିନେତ୍ରୀଙ୍କ ପର୍ସନାଲ ହ୍ଵାଟ୍ସଆପ ନମ୍ବର ଆଣି, ତାଙ୍କ ସହ ମଡେଲ ବିଷୟରେ କଥା ବାର୍ତ୍ତା ହୋଇଥିଲେ। ଅଭିନେତ୍ରୀ ଜଣଙ୍କ ୨ ଘଣ୍ଟା ପାଇଁ ୨ ଲକ୍ଷ୍ୟ ଟଙ୍କା ନେବେ ବୋଲି ଦାବି କରିଥିଲେ ଓ ତାଙ୍କ କଥାରେ ପୋଲିସ କର୍ମଚାରୀ ଜଣଙ୍କ ରାଜି ହୋଇ ମଡେଲ ମାନଙ୍କ ଫୋଟୋ ମାଗିଥିଲେ। ଅଭିନେତ୍ରୀ ଜଣଙ୍କ ମଡେଲ ମାନଙ୍କ ଅନେକ ଗୁଡିଏ ଫୋଟୋ ଦେଇଥିଲେ ଓ ସେଥିରୁ ଦୁଇଟି ଫୋଟୋକୁ ପୋଲିସ କର୍ମଚାରୀ ଜଣଙ୍କ ବାଛିଥିଲେ।

ତେବେ ପୋଲିସ କର୍ମଚାରୀ ଜଣଙ୍କ ପାଞ୍ଚ ସିତାରା ହୋଟେଲ ବୁକ କରି ସେମାନଙ୍କୁ ଡାକିଥିଲେ। ସେମାନେ ମଧ୍ୟ ସେହି ହୋଟେଲକୁ ଆସିବା ଫଳରେ ପୋଲିସ ତାଙ୍କୁ ଗିରଫ କରିଛନ୍ତି। ସେମାନଙ୍କୁ ଗିରଫ କରିବା ପରେ, ତାଙ୍କୁ କିଛି ପଚରା ଉଚରା କରା ଯାଇଥିଲା। ସେ କହିଥିଲେ ଯେ ଦେଶରେ କରୋନା ପରିସ୍ଥିତି ନେଇ, ସୁଟିଙ୍ଗ ବନ୍ଦ ହୋଇ ଯାଇଥିଲା ଓ ପଇସାର ଘୋର ଅଭାବ ଦେଖା ଯାଇଥିଲା, ଯାହା ଫଳରେ କି ଏହି ସେକ୍ସ କାର୍ଯ୍ୟ କରିବା ପାଇଁ ମନ ନିବେଶ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.