Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଏହି ମହିଳାଙ୍କ ଡ୍ୟାନ୍ସ ସୋସିଆଲ ମିଡ଼ିଆରେ ନିଆଁଭଳି ହେଉଛି ଭାଇରାଲ, ୬୦ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି

0

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନର ସୋସିଆଲ ମିଡିଆରେ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ର ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ବର୍ତ୍ତମାନର ଛୋଟ ପିଲା ଠାରୁ ବଡ଼ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବହୁତ କିଛି କଳା ଓ ପ୍ରତିଭା ରହିଛି, ଯେ କେହି ବି ଦେଖିଲେ ଚକିତ ହୋଇଯିବେ। ସେମାନେ ଏଭଳି କିଛି ପ୍ରତିଭା ପରିବେଷଣ କରି ଥାଆନ୍ତି, ଏଥି ପାଇଁ ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହି ଆସି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ।

ତାହା ହେଉଛି ଜଣେ ମହିଳା ବହୁତ ସୁନ୍ଦର ଭାବରେ ନାଚୁ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ସୂଚନା ଅନୁସାରେ, ଜଣେ ମହିଳା ଅତି ସୁନ୍ଦର ଭାବରେ ନାଚୁ ଥିବାର ଦେଖିବାକୁ ମିଳିଛି। ମହିଳାଙ୍କ ଏହି ନାଚ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ଭାଇରଲ ହେବାରେ ଲାଗିଛି। ମହିଳାଙ୍କ ସେହି ନାଚ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନେ ସେହି ଭିଡ଼ିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଖୁସି ମଧ୍ୟ ହୋଇ ଯାଇଛନ୍ତି। ଏଥି ସହିତ ସେହି ନାଚକୁ ଦେଖି ଲୋକ ମାନେ ସୁନ୍ଦର ସୁନ୍ଦର ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

ମହିଳା ଜଣଙ୍କ ଏଭଳି ଭାବରେ ନାଚୁ ଥିବାର ଶୈଳୀ ଦେଖି ଲୋକ ମାନେ ତାଙ୍କ ପ୍ରତି ବହୁତ ପ୍ରଶଂସା କରିଛନ୍ତି। ତେବେ ସେହି ମହିଳା ଜଣଙ୍କ ଗୀତର ତାଳେ ତାଳେ ନାଚୁଛିନ୍ତି ଓ ଏଥି ସହିତ ବହୁତ ଖୁସି ଭାବରେ ମଧ୍ୟ ନାଚୁଛନ୍ତି ବୋଲି ଦେଖିବାକୁ ମିଳିଛି। ମହିଳା ଜଣଙ୍କ ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି ଓ ଗୀତର ମଜା ନେଇ ନେଇ ନାଚୁଛନ୍ତି। ତାଙ୍କ ପରିବାର ଲୋକ ମାନେ ମଧ୍ୟ ମହିଳାଙ୍କ ଏଭଳି ଭାବରେ ନାଚୁ ଥିବାର ଦେଖି ଖୁସିରେ ଉତଫୁଲିତ ହୋଇ ଯାଇଛନ୍ତି।

ଏଥି ସହିତ ମହିଳାଙ୍କ ନାଚ ଦେଖିବା ପାଇଁ ତାଙ୍କ ଚାରି ପାଖରେ କୁନି କୁନି ପିଲା ମାନେ ମଧ୍ୟ ବସି ମହିଳାଙ୍କ ନାଚ ଦେଖିବା ସହିତ ବହୁତ ମଜା ମସ୍ତି କରୁଛନ୍ତି। ତେବେ ଏହା ଦେଖି ଲୋକ ମାନେ କହୁଛନ୍ତି ଯେ, ମହିଳା ଜଣଙ୍କ ସୁନ୍ଦର ଭାବରେ ନାଚି ସମସ୍ତଙ୍କ ମନ କିଣି ନେବା ସହିତ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛନ୍ତି। ତାଙ୍କ ଆଖ ପାଖ ଲୋକ ମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି ଓ ଏଥି ସହିତ ତାଙ୍କୁ ମଧ୍ୟ ବହୁତ ଭଲ ପାଇବା ମିଳି ପାରିଛି। ସେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି। ସେ ଆହୁରି ଭଲ ଭାବରେ ନାଚିବ ବୋଲି ଜଣା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.