Swastik Tv News Odisha

ଭୁବନେଶ୍ୱର IG ପାର୍କରେ ସ୍ୱାମୀକୁ ନିର୍ଧୁମ ଛେଚିଲା ସ୍ତ୍ରୀ…ଦେଖନ୍ତୁ ଭିଡ଼ିଓ

0

ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ ଏବଂ ଦୁଇଟି ହୃଦୟର ମିଳନ ମଧ୍ୟ କୁହାଯାଏ । ବିବାହ ପରେ ଉଭୟ ପୁରୁଷ ଓ ମହିଳା ପରସ୍ପର ଦୁଃଖ ସୁଖର ସାଥୀ ହୋଇ ଜୀବନ ବିତାଇଥାନ୍ତି । ଏହି ପବିତ୍ର ସମ୍ପର୍କରେ ଛୋଟ ଛୋଟ ଝଗଡା ମଧ୍ୟ ଦେଖିବାକୁ ମିଳିଥାଏ , କିନ୍ତୁ ସମ୍ପର୍କର ମଧୁରତା ଅତି ରୁ ଇତି ହୋଇ ଯେତେବେଳେ ଅନୈତିକତାର ମଞ୍ଜି ପୋତି ହୋଇଯାଏ । ସେତେବେଳେ ସମ୍ପର୍କ ମଧ୍ୟରେ ବିଚ୍ଛେଦ ଦେଖାଯାଇଥାଏ । ଆଜିର ସମାଜରେ ଆପଣ ମାନେ ନିଶ୍ଚିତ ରୂପେ ଦେଖିବାକୁ ପାଉଥିବେ ଘଟୁଥିବା ଏହି କଳୁଷିତ ଘଟଣା ଗୁଡିକ ବିଷୟରେ ।

ଆଜିର ଦିନରେ କୌଣସି ବି ସମ୍ପର୍କରେ କୌଣସି ପ୍ରକାର ମଧୁରତା ବା ନୈତିକତା ଦେଖିବାକୁ ମିଳୁ ନାହିଁ । ସମାଜରେ ଦିନକୁ ଦିନ ଯେଉଁଭଳି ଅମାନବୀୟ କାଣ୍ଡ ଘଟୁଛି , ତାହାର କଳୁଷିତ ପ୍ରଭାବ ଆମ ସମାଜ ବା ତଳ ପିଢୀ ମାନଙ୍କ ଉପରେ ପ୍ରଭାବ ପକାଉଛି । ଆଦିର ମାନବ ନିଜର କାମ ବାସନା ଏବଂ ଶାରୀରିକ ସମ୍ପର୍କ ସ୍ଥାପନାର ଲାଳସା ରେ ଅନ୍ଧ ହୋଇ ଏପରି କିଛି କାର୍ଯ୍ୟ କରି ବସୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ୟାଜନକ ଅଟେ । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ ଜଣେଇବୁ , ଯାହା ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ବର୍ତ୍ତମାନ ସେହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାହିଛି । ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ସ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହ ମିଶି ସ୍ୱାମୀଙ୍କୁ ପାର୍କରେ ଡାକି ନିର୍ଦ୍ଧୁମ ମାଡ ମାରିଛନ୍ତି । ସ୍ତ୍ରୀଙ୍କ ଅଭିଯୋଗ ଯେ ତାଙ୍କ ସ୍ୱାମୀଙ୍କର ଅନ୍ୟ କେଉଁ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି । ଉକ୍ତ ମହିଳାଙ୍କ କହିବା କଥା ଏହା , ଯେ ସ୍ୱାମୀଙ୍କ ବିଷୟରେ ଏସବୁ ଜାଣି ମଧ୍ୟ ସେ ପ୍ରଥମେ ଚୁପ ରହିଥିଲେ , କାଳେ ସେ ପରିବର୍ତ୍ତନ ହୋଇଯିବେ । ମାତ୍ର ସ୍ୱାମୀ ପରିବର୍ତ୍ତନ ହେବା ପରିବର୍ତ୍ତେ ଏବେବି ଖୋଲୁମ ଖୁଲା ସେହିପରି ଅନ୍ୟ ମହିଳା ମାନଙ୍କ ସହ ସମ୍ପର୍କ ରଖୁଛନ୍ତି ।

କିନ୍ତୁ ସ୍ତ୍ରୀଙ୍କର ଏହି ଅଭିଯୋଗକୁ ସ୍ୱାମୀ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ତାଙ୍କ ଡିଭର୍ଶ ପାଇଁ କେସ୍ ଫାଇନାଲ ହୋଇଛି । ଏହାଛଡା ତାଙ୍କ ପତ୍ନୀ ଯେଉଁ ମହିଳା ଙ୍କ ସହ ସମ୍ପର୍କ ଥିବା ନେଇ ଅଭିଯୋଗ କରିଛନ୍ତି , ସେ ତାଙ୍କର ବାନ୍ଧବୀ ବୋଲି କହିଛନ୍ତି । ସ୍ୱାମୀଙ୍କ କହିବା କଥା ଆଜି ଉଦ୍ଧେଶ୍ୟ ମୂଳକ ଭାବରେ ପାର୍କ କୁ ଡାକି ତାଙ୍କ ସ୍ତ୍ରୀ ଓ ଘରଲୋକେ ପିଟିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏମିତି ଏକ ଘଟଣା ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ ଏବଂ ଲଜ୍ୟାଜନକ ମଧ୍ୟ । ଏମିତି ଅନେକ ଘଟଣା ବର୍ତ୍ତମାନ ସମାଜରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.