Swastik Tv News Odisha

ସୋସିଆଲ ମିଡ଼ିଆରେ Live ଆସି ପ୍ରେମିକା ମଥାରେ ସିନ୍ଦୁର ଦେଲା ପ୍ରେମିକ, ଦେଖନ୍ତୁ Viral ଭିଡ଼ିଓ

0

ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ବହୁତ ଆଶ୍ଚର୍ଯ୍ୟ ଲାଗି ଥାଏ। ସୋସିଆଲ ମିଡିଆରେ ଆଜିକାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ଅଙ୍ଗା ଅଙ୍ଗୀ ଭାବରେ ଜଡିତ ରୁହନ୍ତି। ସେମାନେ ସବୁବେଳେ କିଛି ନା କିଛି କାର୍ଯ୍ୟ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି, ଯାହା ଫଳରେ କି ସେମାନେ ରାତା ରାତି ଷ୍ଟାର ପାଇଁ ଇଚ୍ଛା ପ୍ରକାଶ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ଯୁବକ ଜଣେ ଯୁବତୀଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇ ବିବାହ କରୁ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସେ କେଉଁ ଭଳି ଭାବରେ ବଜାଉଛିନ୍ତି ସେହି ବିଷୟରେ ଜାଣିବା;

ସୂଚନା ଅନୁସାରେ, ବର୍ତ୍ତମାନ ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି ଓ ସମାଜରେ ଆଜି କାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ଏଥି ସହିତ ସେମାନେ ପ୍ରେମକୁ ଏକ ମାମୁଲି ବୋଲି ମଧ୍ୟ ଭାବି ନେଇ ଥାଆନ୍ତି। ସେମାନେ ପ୍ରେମ ପାଇଁ ସବୁ କିଛି କରିବାକୁ ମଧ୍ୟ ପ୍ରସ୍ତୁତ ରହି ଥାଆନ୍ତି। ତେବେ ନିକଟରେ ଏକ ପ୍ରେମୀ ଯୁଗଳ ବିବାହ କରୁ ଥିବାର ଦେଖିବାକୁ ମିଳିଛି। ସେମାନେ ସ୍ଥାନ, କାଳ କୌଣସି କିଛି ନଦେଖି ବିବାହ କରିବାକୁ ସ୍ଥିର କରି ଥାଆନ୍ତି।

ତେବେ ଜଣେ ଯୁବକ ଜଣେ ଯୁବତୀ ମୁଣ୍ଡରେ ସିନ୍ଦୁର ପିନ୍ଧାଇ ବିବାହ କରୁଛନ୍ତି ଓ ଏହା ପରେ ସେହି ଯୁବତୀ ଜଣଙ୍କ ଯୁବକଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି ଓ ନିଜର ସ୍ୱାମୀ ବୋଲି ଭାବି ନେଲେ। ସେମାନେ ଦୁଇ ଜଣ ବହୁତ ଖୁସି ସହକାରେ ବିବାହ କରୁଛନ୍ତି ଓ ନିଜ ଇଚ୍ଛାରେ ମଧ୍ୟ ବିବାହ କରୁଛନ୍ତି ବୋଲି ଜଣା ପଡିଛି। ଏହି ଭିଡ଼ିଓଟି ବର୍ତ୍ତମାନ ତାଙ୍କର ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ଏଥି ସହିତ ସେ ଦୁଇ ଜଣ ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି। ସେମାନେ ବହୁତ କମ ବୟସରୁ ବିବାହ କରିଛନ୍ତି ବୋଲି ଜଣା ପଡ଼ିଛି। ସେମାନଙ୍କର ଏହି ବିବାହକୁ ଦେଖି ଲୋକ ମାନେ କହୁଛନ୍ତି ଯେ, ସେମାନେ ଯେଉଁ ଭଳି ବିବାହ କରିଛନ୍ତି ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ଏଥି ସହିତ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ମିଳି ପାରିଛି। ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସେମାନେ ବିବାହ ପରେ ଭଲରେ ରହିବେ ବୋଲି ସମସ୍ତେ ଭରସା ଓ ବିଶ୍ୱାସ ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.