Swastik Tv News Odisha

ସର୍ବଶେଷରେ ଐଶ୍ୱର୍ଯ୍ୟ ରାୟ ନିଜ ମୋବାଇଲ କଭରରେ ଲେଖିଲେ କିଛି ଏପରି କି ଯିଏ ବି Zoom କରିକି ଦେଖିଲା ହୋଇଗଲା ଆଶ୍ଚର୍ଯ୍ୟ,ଆପଣ ବି ଦେଖନ୍ତୁ

0

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସବୁଠାରୁ ପ୍ରିୟ ଜିନିଷ କହିଲେ , ସେମାନଙ୍କ ମୋବାଇଲ ଫୋନ କୁ ବୁଝାଇଥାଏ । ନିଜ ଫୋନକୁ ସହିସଲାମତ ରଖିବା ପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଇଥାନ୍ତି । ନିଜର ଫୋନକୁ ସୁନ୍ଦର ଦେଖାଯିବା ପାଇଁ , ଅନ୍ୟ ମାନଙ୍କ ଠାରୁ ସୁନ୍ଦର ଓ ସ୍ୱତନ୍ତ୍ର ଧରଣର କଭର ମଧ୍ୟ ଲଗାଇଥାନ୍ତି । ଆଜିର ଦିନରେ ସମସ୍ତଙ୍କ ଠାରେ ସ୍ମାର୍ଟ ଫୋନ ରହିଛି , ତାହା କିପରି ସୁନ୍ଦର ଦେଖାଯିବ ସେଥିପ୍ରତି ମଧ୍ୟ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି ।

ସାଧାରଣ ବ୍ୟକ୍ତି ହେଉ ବା ଜଣେ ଫିଲ୍ମୀ ଷ୍ଟାର ସମସ୍ତଙ୍କ ପାଇଁ ନିଜର ଫୋନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଫିଲ୍ମ ଷ୍ଟାରମାନେ ମଧ୍ୟ ନିଜର ଫୋନ ଓ ଏସିସିରିଜ୍ ପାଇଁ କିଛି ନା କିଛି ନୂଆ ନିଶ୍ଚିତ ରୂପେ କରିଥାନ୍ତି । ନିଜ ମୋବାଇଲ ଫୋନ ସବୁଠାରୁ ବେଶୀ ଆଟ୍ରାକ୍ଟିଭ ହୋଇଥାଏ ତାର ଫୋନ କଭର ରୁ , ସେଥିପାଇଁ ଖୋଜି ଖୋଜି ମନ ପସନ୍ଦର କଭର ପକାଇଥାନ୍ତି । କିନ୍ତୁ ଆମେ ଆପଣ ମାନଙ୍କୁ ବଲିଉଡ୍ ର ସୁପରଷ୍ଟାର ଐଶ୍ୱର୍ଯ୍ୟ ରାୟ ନିଜ ର ଫୋନ କଭର ରେ ଏମିତି କିଛି ନୂତନ ଧରଣର କଭର ଦେଖାଇଛନ୍ତି । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଟକିତ କରାଇଛି , ବର୍ତ୍ତମାନ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର ଧରିଛି ।

ତାଙ୍କ କଭର ରେ ଏମିତି କଣ ଅଛି , ଯାହା ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାର ରହିଛନ୍ତି , ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ । ବଲିଉ଼ଡର ମିସ୍ ୱାର୍ଲଡ ଐଶ୍ୱର୍ଯ୍ୟା ରାୟ ଜଣେ ପପୁଲାର୍ ଆକ୍ଟ୍ରେସ ଅଟନ୍ତି , 1994 ରେ ସେ ମିସିହାରେ ମିସ ୱାର୍ଲଡର ମୁକୁଟ ଜିତିଥିଲେ ଏବଂ ସାରା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଫ୍ୟାନ ମାନେ ରହିଛନ୍ତି । ଐଶ୍ୱର୍ଯ୍ୟା ପାଠ ପଢା ସାରି ଡକ୍ଟର ହେବା ପାଇଁ ଚାହୁଁଥିଲେ , ମାତ୍ର ନିଜର ସୁନ୍ଦରତା ପାଇଁ ତାଙ୍କୁ ବହୁତ ଅଫର ମଧ୍ୟ ଆସିଥିଲା । ଏହାପରେ ଅଭିନୟ କୁ ନିଜ କ୍ୟାରିଅର ଭାବେ ଗ୍ରହଣ କରିଥିଲେ ।

ଏ ପର୍ଯ୍ୟନ୍ତ ସେ 50 ରୁ ଅଧିକ ଫିଲ୍ମୀ ରେ କାମ କରି ସାରିଛନ୍ତି ଏବଂ ଅଗଣିତ ଦର୍ଶକ ମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତେବେ ଏହାରି ମଧ୍ୟରେ ତାଙ୍କର ଏକ ଫୋଟ ଭାଇରାଲ ହୋଇଥିଲା , ଫୋଟ ଟି ଏକ ଏୟାରପୋର୍ଟରେ ନିଆ ଯାଇଥିଲା । ଯେତେବେଳେ ସେ ତାଙ୍କ ଝିଅ ସହ ବେଙ୍ଗାଲୁର ଯାଉଥିଲେ ଏବଂ ମିଡିଆ ବାଲା ମାନେ ତାଙ୍କ ଫୋଟ ଉଠାଉଥିଲେ ।

ସେହି ସମୟରେ ଏମିତି ଏକ ଫୋଟ କ୍ୟାପ୍ଚର ହୋଇଥିଲା , ଯାହାକି ସବୁଠାରୁ ଅଲଗା ଥିଲା । ଫୋଟ ଉଠାଉଥିବା ସମୟରେ ଐଶ୍ୱର୍ଯ୍ୟା ଙ୍କ ସହ ତାଙ୍କ ହାତରେ ଥିବା ଫୋନ କଭର ଟିର ଫୋଟ ମଧ୍ୟ ଆସି ଯାଇଥିଲା । ସେଥିରେ ଏ ଆର ବି ଲେଖା ହୋଇଥିଲା , ଯାହାର ମାନେ ହେଉଛି ଐଶ୍ୱର୍ଯ୍ୟା ରାୟ ବଚନ , ଏମିତି ଅନେକ ସେଲିବ୍ରେଟି ମାନେ ନିଜର ଫୋନ କଭର ରେ କିଛି ନା କିଛି ଲେଖିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.