Swastik Tv News Odisha

ବାପାଙ୍କ ପ୍ରେମିକା କୁ ଅସଂଯତ ଅବସ୍ଥାରେ ଯେତେବେଳେ ଧରିଲେ ଦୁଇ ଝିଅ, ଆଉ ତାପରେ ଯାହା ହେଲା…ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ସଭ୍ୟ ସମାଜରେ ଲୋକ ମାନେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି। ପ୍ରତ୍ୟକ ଦିନ ଟିଭି, ଖବର କାଗଜ, ମିଡ଼ିଆ ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିବାକୁ ମିଳିଥାଏ। ଆଜିକାଲିର ଲୋକ ମାନେ ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ ସମ୍ପର୍କକୁ ପଛରେ ପକାଇ ଦେଉଛନ୍ତି। ଏମିତିକି ସ୍ୱାମୀ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଛାଡି ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥାଏ। ଏହା ବର୍ତ୍ତମାନ ସମୟରେ ସାଧାରଣ କଥା ହୋଇ ଯାଇଛି। ତେବେ ଆମ ସମାଜରେ ଏହି ଭଳି ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଏଭଳି ବଖବର ପ୍ରତ୍ୟକ ଦିନ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଦୁଇ ଝିଅଙ୍କ ବାପା ଅନ୍ୟ ଏକ ମହିଳାଙ୍କ ସହିତ ସମ୍ପର୍କ ରଖୁ ଥିବାରଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଭିଲୱାଡ଼ ଜିଲ୍ଲାର ଜାହାଜପୁର ଉପଖଣ୍ଡର କୋଚଲ ବାଡା ନିକଟରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଯୁବକ ବିବାହିତା ଅଟନ୍ତି ଓ ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ଏହି ସବୁ ପରିବର୍ତ୍ତେ ମଧ୍ୟ ଯୁବକ ଜଣଙ୍କ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଛାଡି ଅନ୍ୟ ଏକ ମହିଳାଙ୍କ ସହିତ ମିଳା ମିଶା କରୁଛନ୍ତି। ଏହି ଖବର ଜାଣି ପାରି ଯୁବକଙ୍କ ପରିବାର ଲୋକ ମାନେ ସବୁବେଳେ ଯୁବକଙ୍କ ଉପରେ ବିରକ୍ତ ହେଉଥିଲେ।

ଏହି କାରଣକୁ ନେଇ ତାଙ୍କ ଘରେ ସବୁବେଳେ ଝଗଡା ସୃଷ୍ଟି ହେବା ସହିତ ସବୁବେଳ ପାଇଁ ଅଶାନ୍ତି ମଧ୍ୟ ଲାଗି ରହୁଥିଲା। ଯୁବକଙ୍କ ଦୁଇ ଝିଅ ଯେତେ ତାଙ୍କ ବାପାଙ୍କୁ ବୁଝାଇଲେ ସୁଦ୍ଧା, ସେ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି। ସବୁବେଳ ପାଇଁ ଘରେ ପାଟି ତୁଣ୍ଡ ସେମିତି ଲାଗି ରହୁଥିଲା। ଏହି ସବୁ ପରିବର୍ତ୍ତେ ମଧ୍ୟ ଯୁବକ ଜଣଙ୍କ ସେହି ମହିଳାଙ୍କ ସହିତ କାରରେ ବସି ଉପଖଣ୍ଡ ହନୁମାନ ନଗର ଥାନା ନିକଟରେ ଯାଉଥିଲେ।

ଏହି ଦୃଶ୍ୟକୁ ଯୁବକଙ୍କ ଦୁଇ ଝିଅ ଦେଖି ଦେଇଥିଲେ। ସେମାନଙ୍କୁ ଦେଖି ସରିବା ପରେ ଯୁବକଙ୍କ କାରକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ଓ ଏହା ପରେ କାର ସମ୍ନାରେ ଜଣେ ଝିଅ ଛିଡା ହୋଇ ଯାଇ ଥିଲା। ସେମାନେ ଛିଡା ହେବାରୁ ଯୁବକ ଜଣଙ୍କ ଦ୍ରୁତ ବେଗରେ ଗାଡି ନେଇ ଯିବାକୁ ଚେଷ୍ଟା କରୁଥିଲେ ଓ ଏହା ପରେ କାରଟିକୁ ଅଟକାଇ ଦେଇଥିଲେ। ଏହି ଘଟଣା ଦେଖି ସେଠାରେ ଥିବା ଲୋକ ମାନେ ଘଟଣା ସ୍ଥଳରେ ଆସି ଭିଡ଼ ଜମାଇ ଦେଇଥିଲେ ଓ ଏହା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇ ଥିଲେ। ଏହା ପରେ ଦୁଇ ଯୁବତୀ ତାଙ୍କ ବାପାଙ୍କ ପାଖରେ ବସି ଥିବା ପ୍ରେମିକଙ୍କୁ କାର ଭିତରୁ ଟାଣି ଆଣି ନିର୍ଧୁମ ମାଡ଼ ମାରିଥିଲେ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.