Swastik Tv News Odisha

ବେଶ୍ୟା ସନ୍ଧାନରେ ଯାଇଥିଲେ ଭାଇ…କିନ୍ତୁ ସେଠାରେ ମିଳିଗଲା ଭଉଣୀ ଦେଖନ୍ତୁ ତା’ ପରେ କଣ ହେଲା, ଦେଖନ୍ତୁ ଭିଡ଼ିଓ

0

ଅନେକ ସମୟରେ ଏମିତି କିଛି ପରିସ୍ଥିତି ଆସିଥାଏ , ଯାହା ଆମର ହଜି ଯାଇଥିବା ସବୁ ଜିନିଷକୁ ଫେରେଇ ଦେଇଥାଏ । କିନ୍ତୁ ଆମେ ମାନେ ତାହା ଜାଣି ନଥାଉ ଯେ ଏମିତି ଏକ ଜିନିଷ ପ୍ରାପ୍ତ ହେବାକୁ ଯାଉଛି । ତେବେ ବର୍ତ୍ତମାନ ସେମିତି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ଜଣେ ଯୁବକ ବେଶ୍ୟା ସନ୍ଧାନରେ ଯାଇ ପହଞ୍ଚିଥିଲେ ଏକ କୋଠୀରେ , କିନ୍ତୁ ସେଠାରେ ତାଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବେ ମିଳିଗଲା ହଜିଯାଇଥିବା ତାଙ୍କ ଭଉଣୀ । ଏହା ପରେ ଯାହା ଘଟିଲା , ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ।

ଏହି ଘଟଣାଟି ହେଉଛି ଦିଲ୍ଲୀର ଏକ ରେଡ୍ ଲାଇଟ ଏରିଆର , ମାତ୍ର ବିହାର ରୁ ଯାଇଥିବା ଜଣେ ଯୁବକ ଦିନେ ବେଶ୍ୟା ସନ୍ଧାନରେ ଯାଇ ପହଞ୍ଚିଥିଲେ ରେଡ୍ ଲାଇଟ୍ ଏରିଆରେ ଥିବା ଏକ କୋଠୀରେ । ସେଠାରେ ଥିବା ସମସ୍ତ ଝିଅ ଙ୍କୁ ଯେତେବେଳେ ତାଙ୍କ ସାମ୍ନାକୁ ଡକାଗଲା ,ତ ସେଠାରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା । ସେଠାରେ ଯୁବକ ଜଣକ ଦେଖିଲେ ତାଙ୍କର ଅନେକ ଦିନରୁ ହଜି ଯାଇଥିବା ଜଣେ ସମ୍ପର୍କୀୟ ଭଉଣୀ ସେଥିରେ ସାମିଲ ଅଛନ୍ତି । ଏହାପରେ ସେ ବୁଦ୍ଧି ଖଟାଇ ଭଉଣୀଙ୍କ ସହିତ ରୁମକୁ ଯିବାକୁ କୋଠୀର ମାଲିକାଣି କୁ କହିଥିଲେ ।

ଏହାପରେ ଉଭୟ ରୁମକୁ ଯାଇ ଭଲ ଭାବରେ ପରିଚିତ ହେଲେ ଏବଂ ଜାଣିବାକୁ ପାଇଲେ ସମ୍ପୂର୍ଣ୍ଣ ଘଟଣା ବିଷୟରେ । ଯେ କିପରି ତାଙ୍କୁ ଆଶୋକ ଖୋଲିପ ନାମକ ଯୁବକ ତାଙ୍କ ଭଉଣୀଙ୍କ ସହିତ ଭଲ ପାଇବାର ନାଟକ କରି ଏଠାରେ ଜୋର ଜବରଦସ୍ତ ଆଣି ଛାଡିଦେଇ ଯାଇଛନ୍ତି । ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ସମ୍ପର୍କୀୟ ଭାଉ ଜଣକ ଭଉଣୀର ପରିବାର ଲୋକଙ୍କୁ ଜଣାଇଥିଲେ । ଏଥିସହିତ ପୋଲିସ କୁ ମଧ୍ୟ ଖବର ଦେଇ ଥିଲେ ଏବଂ ଏକ ପ୍ଲାନ ମଧ୍ୟ କରିଥିଲେ । ଏହାପରେ ପୁଣି କିଛି ଦିନ ପରେ ସେହି ସ୍ଥାନକୁ ଯାଇଥିଲେ ଯୁବକ ଜଣକ ଓ ବେଶ୍ୟା ରୂପେ ଭଉଣୀକୁ ନେଇ ରୁମ୍ କୁ ଯାଇଥିଲେ ।

ରୁମ୍ ଭିତରକୁ ଯାଇ ପୋଲିସକୁ ଖବର ଦେଇଥିଲେ , ଠିକ୍ 5 ମିନିଟ ପରେ ପୋଲିସ ଆସି ପହଞ୍ଚିଥିଲା । ଯୁବତୀଙ୍କୁ ସେହି ଦଲାଲ୍ ମାନଙ୍କ ଠାରୁ ଉଦ୍ଧାର କରିଥିଲେ , ଏହାପରେ ଖୁସୀରେ ଭଉଣୀ ଜଣକ ଘରକୁ ଫେରିଥିଲେ । ତେଣୁ ଆପଣ ମାନେ ଅନ୍ୟ ମାନଙ୍କ ଉପରେ ଅନ୍ଧପରି ବିଶ୍ୱାସ କରିବା ପୂର୍ବରୁ ଥରୁଟିଏ ଚିନ୍ତା କରନ୍ତୁ , କାରଣ ଏମିତି ବିଶ୍ୱାସର କଥା କହି ଆପଣ ମାନଙ୍କୁ ଏମିତି ଏକ ପରିସ୍ଥିତିରେ ଛିଡା କରି ଦେବେ , ଯାହା ଆପଣ ମାନେ କେବେହଲେ ଚିନ୍ତା ମଧ୍ୟ କରି ନଥିବେ । ତେଣୁ ଆପଣ ମାନେ ସତର୍କତାର ସହିତ ଆଗକୁ ବଢିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.