Swastik Tv News Odisha

( ପୁଅ ଏବଂ ଝିଅ ) – ସମସ୍ତେ ଟିକେ ଭଲକରି ଦେଖନ୍ତୁ ମୁଣ୍ଡ ବୁଲେଇବ କେବେବି ବିଶ୍ବାସ ହେବନାହିଁ

0

ପ୍ରତ୍ୟେକ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି , କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥାଏ । ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିଲେ ସମସ୍ତ କାର୍ଯ୍ୟ କରିବା ତା ପକ୍ଷେ ସମ୍ଭବ ହୋଇଥାଏ । ମାତ୍ର ଧନ ସମ୍ପଦ ସବୁକିଛି ଥାଇ , ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିଲେ ସେ ସବୁ ଧନ ସମ୍ପତ୍ତିର କୌଣସି ମୂଲ୍ୟ ନଥାଏ । ତେଣୁ ଶରୀରକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ଅଟେ , ଆପଣ ମାନେ ଜାଣିଥିବେ ଏମିତି ବହୁତ ଲୋକ ଅଛନ୍ତି , ଯେଉଁମାନେ ସକାଳେ ଖାଲି ପେଟରେ ଚା ପିଇବାର ଅଭ୍ୟାସ ରହିଥାଏ ।

ସେମାନେ ପ୍ରତିଦିନ ସକାଳେ ଉଠିବା ମାତ୍ରେ ହିଁ ଚା ପିଇବାକୁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ସକାଳେ ଖାଲିପେଟରେ ଚା ପିଇବା ଆମ ଶରୀର ପ୍ରତି ହାନୀକାରକ ହୋଇଥାଏ । ଖାଲିପେଟରେ ଏହାର ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ । ତେବେ ଆସନ୍ତୁ ଜାଣିବା ସକାଳେ ଖାଲିପେଟରେ ଚା ପିଇବା ଆମ ଶରୀର ପ୍ରତି କେତେ ହାନୀକାରକ ଅଟେ ।

1. କୁହାଯାଏ ସକାଳେ ଖାଲିପେଟରେ ଚା ପିଇବା ବିଷ ସେବନ କରିବା ସହ ସମାନ ହୋଇଥାଏ । ସେହି ଚା ନାଲି ଚା ବା କ୍ଷୀର ମିଶ୍ରିତ ଚା ହେଉଁନା କାହିଁକି , ତାହା ଆମ ଶରୀର ପ୍ରତି ବହୁତ ହାନୀ କାରକ ହୋଇଥାଏ । ଖାଲିପେଟରେ ଚା ପିଇବା ଦ୍ୱାରା ଆମ ଶରୀରରେ ଥିବା ଲାଳ ଅଂଶ ସହ ମିଶି ଏକ ପ୍ରକାର ଏସିଡ ପ୍ରସ୍ତୁତ କରିଥାଏ , ଯାହା ଆମ ଶରୀର ପାଇଁ ବହୁତ ହାନୀକାରକ ହୋଇଥାଏ ।

2. ଖାଲିପେଟରେ ଚା ସେବନ କରିବା ଦ୍ୱାରା ଗ୍ୟାଷ୍ଟିକ ରୋଗ ହେବାର ସମ୍ଭାବନାଥାଏ , ତେଣୁ ଆପଣ ମାନେ ଭୁଲରେ ମଧ୍ୟ ଖାଲିପେଟରେ କ୍ଷୀର ଚା ପିଅନ୍ତୁ ନାହିଁ ।

3. ଆପଣ ମାନେ ଖାଲିପେଟରେ ଚା ପିଉଛନ୍ତି , ତେବେ ଜାଣି ରଖନ୍ତୁ ଏହା ଆମ ଶରୀରର ସତେଜ୍ ରକ୍ତ କଣିକାକୁ ନଷ୍ଟ କରିଦେଇଥାଏ । ଏହା ସହିତ ହାର୍ଟ ଆଟାକ୍ ପରି ରୋଗ ମଧ୍ୟ ସୃଷ୍ଟି କରିବାରେ ସାହାର୍ଯ୍ୟ କରିଥାଏ ।

4. ଖାଲିପେଟରେ ଚା ପିଇବା ଦ୍ୱାରା ଶରୀରରେ ମେଟା ପଲିଜ୍ମ କୁ କମ କରିଦିଏ , ଫଳରେ ଶରୀରର ମୋଟାପଣ ଅଧିକ ହେବା ସହ ମେଦବହୁଳତା ରୋଗ ମଧ୍ୟ ଦେଖା ଦେଇଥାଏ । ଏଥି ସହିତ ଏହା ଆମ ହଜମ ଶକ୍ତିକୁ ନଷ୍ଟ କରି ଦେଇଥାଏ ।

5.ଖାଲିପେଟରେ ଚା ପିଇବା ଫଳରେ ଶରୀରରେ ଅର୍ଶ ଓ ଗଳକଣ୍ଟକ ଭଳି ରୋଗ ସୃଷ୍ଟି ହୋଇଥାଏ । ରାତି ରେ ଠିକ୍ ଭାବରେ ନିଦ ହୋଇ ନଥାଏ ଏବଂ ଭୋକ ମଧ୍ୟ ଠିକ୍ ସମୟରେ ଲାଗି ନଥାଏ । ତେଣୁ ଆପଣ ମାନେ ଭୁଲରେ ମଧ୍ୟ ଖାଲି ପେଟରେ ଚା ପିଅନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.