Swastik Tv News Odisha

କୁଆଁର ଯୁବକ ଏବଂ ବିବାହିତ ମହିଳା ମାନଙ୍କୁ ନେଇ ଏହି ମହିଳା କଣ କହିଲେ ଦେଖନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ ଭିଡ଼ିଓ

0

ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଅନେକ ଲୋକ ଦେଖି ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି। ଏବେର ସମାଜରେ ଘଟୁଥିବା ଏକ ନିଛକ ସତ କଥାକୁ ଯାହା ଅନେକ ସମୟରେ ଚର୍ଚ୍ଚା ହୋଇଥାଏ ସେ ବିଷୟରେ ଜଣେ ମହିଳା କହିଛନ୍ତି। ତେବେ ଏହା ହେଉଛି ଜଣେ ମହିଳାଙ୍କର କିଛି କଥା କହୁଥିବା ର ଭିଡିଓ। ତେବେ ଏହି ଭିଡିଓ ଟିରେ ଯାହା ସେ କହିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଏ ବିଷୟରେ ଭାବିବାକୁ ବି ବାଧ୍ୟ ହେବେ। ତେବେ ଆସନ୍ତୁ ଜାଣିବା ଏହି ମହିଳା ଜଣଙ୍କ ଏ ଭିଡିଓ ରେ କଣ କହୁଛନ୍ତି।

ମହିଳା ଜଣଙ୍କ କହିଛନ୍ତି ଯେ ଅନେକାଂଶରେ ଦେଖିବାକୁ ମିଳୁଛି ଯେ ଯୁବକ ମାନେ ଯେଉଁମାନେ ଅବିବାହିତ ରହିଛନ୍ତି ସେମାନେ ଅଧିକତର ଭାବରେ ବିବାହିତ ମହିଳା ମାନଙ୍କୁ ପସନ୍ଦ କରିଥାନ୍ତି ଏଵଂ ସେମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ତେବେ ଏହାର କାରଣ କଣ ରହିଛି ଏବଂ ଏହା ପାଇଁ ହୋଇଥିବା ସର୍ଭେ କଣ କହୁଛି। ତାଙ୍କ କହିବା ଅନୁସାରେ କୁଆଁର ପୁଅ ମାନେ ବିବାହିତ ମହିଳା ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି ଏହିପାଇଁ କାରଣ ବିବାହିତ ମହିଳା ମାନେ ବିବାହ ପରେ ଅଧିକ ଦାୟିତ୍ଵ ସମ୍ପନ୍ନ ହୋଇ ଯାଇଥାନ୍ତି। ସମ୍ପୂର୍ଣ୍ଣ ପରିବାରର ଦାୟିତ୍ଵ ନିର୍ବାହ କରିବା ସେମାନଙ୍କୁ ଜଣା ଥାଏ।

ପରିବାରର ସମସ୍ତଂକ କଥା ବୁଝିବା, ସମସ୍ତଙ୍କ ଯତ୍ନ ନେବା ଏବଂ ସମସ୍ତଂକ ସେବା କରିବା ଆଦି ଘରର ବୋହୂ ମାନଙ୍କୁ ଜଣାଥାଏ। ସେମାନେ ସବୁ ପରିସ୍ଥିତି ରେ ପରିବାରକୁ ଚଲାଇ ନେଇ ପାରିବାକୁ ସକ୍ଷମ ହୋଇଥାନ୍ତି। ତେଣୁ ସବୁ କଥାକୁ ସେମାନେ ଭଲ ଭାବରେ ବୁଝି ପାରନ୍ତି। ଏଥିପାଇଁ ସେମାନଙ୍କୁ ଯୁବକ ମାନେ ଅଧିକ ପସନ୍ଦ କରନ୍ତି। କାରଣ ସେମାନେ ସ୍ୱାମୀର ମନକଥା ବୁଝିବା ପାଇଁ ସମର୍ଥ ହୋଇଥାଆନ୍ତି। ଅନେକ କଥା ନକହିଲେ ବି ସେମାନେ ବୁଝି ପାରନ୍ତି। ତେବେ ଏପରି ମନୋଭାବ ଦେଖି, ଏପରି ସ୍ଵଭାବ ପାଇଁ ତାଙ୍କୁ ପ୍ରାୟତଃ ଯୁବକ ମାନେ ପସନ୍ଦ କରନ୍ତି।

ଏହାଛଡ଼ା ଯାହା ସର୍ଭେ କହୁଛି ଯେ ପୁରୁଷ ମାନେ ତାଙ୍କ ଠାରୁ ବୟସରେ ବଡ ବିବାହିତ ମହିଳା ମାନଙ୍କୁ ଏଥିପାଇଁ ପସନ୍ଦ କରନ୍ତି କାରଣ ସେମାନେ ପୁରୁଷ ମାନଙ୍କର ପସନ୍ଦ ନାପସନ୍ଦ କୁ ସହଜରେ ବୁଝି ପାରନ୍ତି। ଏଥିପାଇଁ କୁଆଁର ଯୁବକ ମାନେ ବିବାହିତ ମହିଳା ମାନଙ୍କୁ, ତାଙ୍କ ଠାରୁ ବୟସରେ ବଡ ମହିଳା ମାନଙ୍କୁ ଅଧିକ ପସନ୍ଦ କରନ୍ତି। ଆପଣ ବି ଦେଖିଥିବେ ଅଧିକାଂଶ ସମୟରେ ଏ କଥାକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ।ତେବେ ଏ ପ୍ରସଙ୍ଗକୁ ନେଇ ଏହି ମହିଳା ଜଣଙ୍କ ଦେଇଥିବା ତାଙ୍କର ଏପରି ମତ ତାଙ୍କ ନିଜର ନୁହଁ ବରଂ ଏହାକୁ ନେଇ ସର୍ଭେ କଣ କହୁଛି ତାହା ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.