Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ନ ଖାଇ ଶୋଇପଡିଥିଲା ପିଲା, ମାଆ ଉଠାଇ ଖାଇବା ପାଖରେ ବସେଇ ଦେଲା, ଆଉ ତା’ପରେ ଯାହା ହେଲା…ହସି ହସି ଗଡିଯିବେ

0

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହାକି ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗିଥାଏ। ଛୋଟ ପିଲା ମାନେ ବେଳେ ବେଳେ ସେମାନେ ଏଭଳି କିଛି କାର୍ଯ୍ୟ ଦେଖାଇ ଥାଆନ୍ତି, ସବୁବେଳେ ପାଇଁ ସେମାନେ ଚର୍ଚ୍ଚାରେ ରହି ଆସି ଥାଆନ୍ତି ଓ ପସନ୍ଦ ମଧ୍ୟ କରି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତାହା ହେଇଛି ଗୋଟେ କୁନି ପିଲାଟି ଖାଇଲା ସମୟରେ ଘୁମାଉ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ସାଧାରଣତଃ ଆପଣ ମାନେ ଜାଣିଥିବେ ପିଲା ମାନେ ଶୋଇବା ପରେ ତାଙ୍କୁ ନିଦରୁ ଉଠାଇବା ପାଇଁ ବହୁତ କଷ୍ଟ କରି ହୋଇଥାଏ। ଏଥି ସହିତ ସେମାନେ ନିଦରୁ ଉଠି ଖାଇବା ପାଇଁ ରାଜି ହୋଇ ନଥାଆନ୍ତି। ତେବେ ନିକଟରେ ଏକ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ଗୋଟେ କୁନି ପିଲାଟି କିଛି ଖାଦ୍ୟ ନଖାଇ ସେମିତି ଶୋଇ ପଡ଼ି ଥିଲା। ସେହି କୁନି ପିଲାଟି ନିଦରେ ଶୋଇ ଥିବାର ଦେଖି ତା’ର ମାଆ ତାକୁ ନିଦରୁ ଉଠାଇ ଖାଇବା ପାଇଁ ବସାଇ ଥିଲେ। କିନ୍ତୁ ପିଲାଟିକୁ ଜୋର ସୋର ଭାବରେ ନିଦ ଲାଗୁ ଥିଲା ଓ ଏଥି ସହିତ ପିଲାଟିର ଖାଇବା ମଧ୍ୟ ଜରୁରୀ ରହିଥିଲା।

ପିଲାଟିର ମାଆ ତାକୁ ଖାଇବା ପାଇଁ ଦେଇ ଥିବା ବେଳେ ସେ ଖାଦ୍ୟ ନଖାଇ ଘୁମାଉ ତଳେ ପଡି ଯାଉଥିଲା। ଏହି କୁନି ପିଲାଟିର ଏଭଳି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ସେହି କୁନି ପିଲାଟିର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନେ ସେହି ଭିଡ଼ିଓକୁ ଦେଖି ତାଯୁବ ହୋଇ ଯିବା ସହିତ ବହୁତ ଖୁସି ମଧ୍ୟ ହୋଇ ଯାଇଛନ୍ତି। ସେହି ପିଲାଟି ନିଦରେ ଘୁମାଉ ଥିବାରୁ ବହୁତ ସୁନ୍ଦର ମଧ୍ୟ ଦିଶୁଥିବାର ନଜର ଆସିଛି।

ତାଙ୍କ ପରିବାର ଲୋକ ମାନେ ମଧ୍ୟ ପିଲାଟିର ଏଭଳି ଦୃଶ୍ୟ ଦେଖି ଖୁସିରେ ଉତଫୁଲିତ ହୋଇ ଯାଇଛନ୍ତି। ଏହି ଦୃଶ୍ୟ ଲୋକ ମାନଙ୍କର ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ଏଥି ସହିତ ତାକୁ ମଧ୍ୟ ବହୁତ ଭଲ ପାଇବା ମିଳି ପାରିଛି। ସେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଥି ସହିତ ଲୋକ ମାନେ କହୁଛନ୍ତି ଯେ, କୁନି ପିଲାଟିର ନିଦ ଠିକ ଭାବରେ ଭାଙ୍ଗି ନଥିବାରୁ ସେ ଏଭଳି ଭାବରେ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.