Swastik Tv News Odisha

ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ମହିଳା, ଗୀତଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସବୁ କିଛି ସମ୍ଭବ ହୋଇ ପାରୁଛି। ଏହି ସୋସିଆଲ ମିଡିଆରେ ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ ଯେ, ତାହା ଭାବିବା ବାଞ୍ଛାନିୟ ହୋଇ ପଡିଥାଏ। କିନ୍ତୁ ବର୍ତ୍ତମାନ ସମୟରେ ବଡ଼ ବଡ଼ କଣ୍ଠଶିଳ୍ପୀ ମାନଙ୍କୁ ଅନୁଧ୍ୟାନ କରି ସମାଜରେ ଲୋକ ମାନେ ମଧ୍ୟ ସେମାନଙ୍କ ପରି ଗୀତ ଗାଇ ପାରୁଛନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଗାଁ ର ଜଣେ ବୁଢ଼ୀ ମାଉସୀ ନମିତା ଅଗ୍ରୱାଲଙ୍କୁ ଟକ୍କର ଦେଇ ଗୀତ ଗାଉ ଥିବାର ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲ୍ଲୀଉଡ଼ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ତାଙ୍କ ସୁ ମଧୁର କଣ୍ଠରେ ଗୀତ ଗାଇ ଓଡ଼ିଶାର ଘରେ ଘରେ ଏକ ସଫଳ ଗୟିକା ଭାବରେ ପରିଚିତ ହୋଇ ପାରିଛନ୍ତି। ସେ ପ୍ରଥମେ ଭଜନ ଗୀତ ଗାଇ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ, ସେ ଓଡ଼ିଆ ଭକ୍ତି ଗୀତ, ଓଡ଼ିଆ ପୁରାଣ,ପାରମ୍ପରିକ ଓଡ଼ିଆ ଭଜନ ଓ ଆଧୁନିକ ଗୀତ ଏବଂ ଚଳଚ୍ଚିତ୍ର ଗୀତରେ ତାଙ୍କର ଉଲେଖନୀୟ ଅବଦାନ ରହିଛି। ସାରା ଓଡ଼ିଶାର ଦର୍ଶକ ମାନେ ତାଙ୍କୁ ଭଲ ପାଇବା ସହିତ ତାଙ୍କ ଗୀତକୁ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରି ଥାଆନ୍ତି।

ତେବେ ନମିତା ଅଗ୍ରୱାଲ ମଧ୍ୟ ଅନେକ ଲୋକପ୍ରିୟ ଆଧୁନିକ ଗୀତ ଏବଂ ଚଳଚ୍ଚିତ୍ର ଗୀତ ଗାଇଛନ୍ତି। ସେ ତାଙ୍କ ସୁ ମଧୁର କଣ୍ଠରେ ଗୀତ ଗାଇ ସାରା ଓଡିଶାରେ ଚହଳ ସୃଷ୍ଟି କରିଛନ୍ତି। ତେବେ ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଗାଁ ର ଜଣେ ବୁଢୀ ମାଉସୀ ଏକ ସୁନ୍ଦର ଭାବରେ କବିତା ଗାଉଛନ୍ତି ବୋଲି ଜଣା ପଡ଼ିଛି। ବର୍ତ୍ତମାନ ସମାଜର ପରିସ୍ଥିତିକି ନେଇ ସେ କବିତା ଗାଇଛନ୍ତି। ସେହି ବୁଢ଼ୀ ମାଉସୀ ଜଣଙ୍କ ଏଭଳି ଭାବରେ ଗୀତ ଗାଉଛନ୍ତି ଯେ, ସୁନ୍ଦର ସୁନ୍ଦର କଣ୍ଠଶିଳ୍ପୀ ମାନେ ମଧ୍ୟ ତାଙ୍କ ନିକଟରେ ହାର ମାନି ଯିବେ।

ତେବେ ସେହି ବୁଢ଼ୀ ମାଉସୀ ଜଣଙ୍କ କବିତା ଗାଉ ଥିବା ସମୟରେ କୌଣସି ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ଼ କରିଥିଲେ। ଏହା ପରେ ସେହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ବୁଢ଼ୀ ମଉସୀର ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ମାନେ ସେହି ବୁଢ଼ୀ ମାଉସୀଙ୍କ ମୁହଁରୁ ଏଭଳି କବିତା ଶୁଣି ଆପଣ ମାନଙ୍କ ପୁରୁଣା ଦିନ ସବୁ ନିଶ୍ଚିନ୍ତ ଭାବରେ ମନେ ପଡିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.