Swastik Tv News Odisha

ରାତି ସାରା ମହିଳାଙ୍କୁ ଉଲଗ୍ନ କରି ତନ୍ତ୍ରପାଠ କଲା ଗୁଣିଆ, ପୂରା ଖବର ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ…

0

ଆମ ସମାଜର କିଛି ଲୋକ ମାନେ ତନ୍ତ୍ର ଓ ମନ୍ତ୍ର ଉପରେ ବିଶ୍ୱାସ କରନ୍ତି। ଯଦି ଘରର କୌଣସି ଆସୁଵିଧା ଦେଖା ଯାଇଥାଏ, ତା’ହେଲେ ସେମାନେ ସଙ୍ଗେ ସଙ୍ଗେ ପୁରୋହିତ ମାନଙ୍କୁ ଡକାଇ ଥାଆନ୍ତି। କିନ୍ତୁ ଯାହା ଫଳରେ ଭଣ୍ଡ ପୁରୋହିତ ମାନେ ଏହାର ଫାଇଦା ଉଠାଇ ଥାଆନ୍ତି। ତେବେ ବନ୍ଧୁଗଣ ଜଣେ ଭଣ୍ଡ ତାନ୍ତ୍ରିକ, ଜଣେ ମହିଳାଙ୍କୁ ବିନା ପୋଷାକରେ ପୂଜାରେ ବସାଇ ଥିଲେ। ତେବେ ଅସାନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା କର୍ଣ୍ଣାଟକର ରାମାନାଗାରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, କର୍ଣ୍ଣାଟକର ଭୁନାହଲ୍ଲୀର ଜଣେ କୃଷି ବିଜ୍ଞାନୀ ଶ୍ରୀନିବାସ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ତାମିଲନାଡୁ ଯାଇଥିଲେ। ସେଠାରେ ସେ ତାମିଲନାଡୁର ବାସିନ୍ଦା ଶାହିକୁମାରଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଶାହିକୁମାର ଶ୍ରୀନିବାସଙ୍କୁ କହିଥିଲେ ଯେ, ତାଙ୍କ ଘର ଭିତରେ ଏକ ଧନ ଲୁଚି ରହିଛି। ଏଥି ସହିତ ପୁରୋହିତ ଆହୁରି ସେ ମଧ୍ୟ କହିଥିଲେ ଯେ, ଯଦି ସେ ଧନକୁ ନକରିବ ତାହେଲେ ଘର ପ୍ରତି ବହୁତ ବିପଦ ରହିଛି। ସେଥିପାଇଁ ଏକ କାର୍ଯ୍ୟ କରା ଯିବ ଓ ସେହି କାର୍ଯ୍ୟ କରିବାକୁ ବ୍ୟକ୍ତି ଜଣଙ୍କ ମଧ୍ୟ ରାଜି ହୋଇ ଯାଇଥିଲେ।

ତେବେ ସେହି କାର୍ଯ୍ୟ ପାଇଁ ପୁରୋହିତ ୨୦ ହଜାର ଟଙ୍କା ବ୍ୟକ୍ତିଙ୍କ ଠାରୁ ଆଗୁଆ ନେଇ ଯାଇଥିଲେ। କରୋନା କଟକଣା ଯୋଗୁ ଓ ଏଥି ସହିତ ଲକଡାଉନ ପାଇଁ ପୁରୋହିତ କାର୍ଯ୍ୟକୁ କିଛି ଦିନ ପାଇଁ ବନ୍ଦ କରି ଦେଇଥିଲେ। ଏହାର କିଛି ଦିନ ପରେ ପୁରୋହିତ ସେହି ବ୍ୟକ୍ତିଙ୍କୁ ଭେଟି ପୂଜା କାର୍ଯ୍ୟର ଆୟୋଜନ କରା ଯିବା ପାଇଁ କହିଥିଲେ। ଏହା ପରେ ପୁରୋହିତ ବ୍ୟକ୍ତିଙ୍କ ଘରକୁ ଆସିଲେ, ଯାହାକି ସେହି ଘରଟି ୭୫ ବର୍ଷ ପୂର୍ବେ ତିଆରି ହୋଇଥିଲା।ପୁରୋହିତ ପୂଜା କରା ଯିବା ପାଇଁ ଏକ ରୁମ ବାଛିଲେ। ଯଦି ପୂଜା ସମୟରେ ଜଣେ ଉଲଗ୍ନ ମହିଳା ତାଙ୍କ ଆଗରେ ବସିବାକୁ ରାଜି ହୁଏ, ତା’ହେଲେ ଧନ ଆପେ ଆପେ ବାହାରକୁ ବାହାରି ଆସିବ ବୋଲି ପୁରୋହିତ କହିଥିଲେ।

ଭଣ୍ଡ ପୁରୋହିତ ପୂଜା କାର୍ଯ୍ୟ ପାଇଁ ଏକ ମହିଳାଙ୍କୁ ଚୟନ କରିଲେ ଓ ଏହା ପରେ ତାଙ୍କୁ ପୂଜାରେ ବସାଇ ଥିଲେ। ଏଥି ସହିତ ମହିଳାଙ୍କ ସହିତ ୪ ବର୍ଷର ଝିଅକୁ ଲୁକ୍କାୟିତ ଧନ ମିଳିବା ପାଇଁ ରୀତିନୀତି ନିୟମ ଅନୁସାରେ ତାଙ୍କୁ ମାନବ ବଳି ରୂପରେ ସଜାଇ ଘଟଣା ସ୍ଥଳକୁ ନିଆ ଯାଇଥିଲା। ପୁରୋହିତର ଏହି କାର୍ଯ୍ୟ କଳାପକୁ ଦେଖି ସେଠାକାର ସ୍ଥାନୀୟ ଲୋକ ମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଖବର ପାଇ ଏସ ଗିରିଶ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପୁରୋହିତ ଜଣଙ୍କ ଭଣ୍ଡ କାରନାମା କରୁଛି ବୋଲି ଜଣା ପଡି ଥିଲା, ଯାହା ଫଳରେ କି ପୋଲିସ ଭଣ୍ଡ ପୁରୋହିତ ସହିତ ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.