Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ରାତି ଅଧରେ ଭାଉଜ ଙ୍କୁ ଦେଖା କରିବା ପାଡ଼ିଲା ମହଙ୍ଗା, ଭାଇରାଲ ହେଉଛି ଲଜ୍ୟାଜନକ ଭିଡିଓ

0

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ସଭ୍ୟ ସମାଜରେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। କଳୁଷିତ ମନ ନେଇ ଅନ୍ୟ ସ୍ତ୍ରୀ, ପୁରୁଷ ସହିତ ଅଜାଣତରେ ଅବୈଧ ସମ୍ପର୍କ ରଖିଥାନ୍ତି। ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ ଫାଟ। ପରିବାର ମଧ୍ୟରେ ପ୍ରତିଦିନ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ।

ବର୍ତ୍ତମାନ ସମୟରେ ଏଭଳି କିଛି ଖବର ଦେଖିବା ପାଇଁ ମିଳିଛି। ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିଛି, ଦୂର ସମ୍ପର୍କୀୟ ଦିଅର ଆସି ଭାଉଜ ସହିତ ଚୋରା ପୀରତି ସମୟରେ ଧରା ପଡିଯାଇଛି। ଆଉ ତାପରେ ପରିବାର ଲୋକ ଯାହା କଲେ ପୁରା ଘଟଣା ଜାଣି ଆଶ୍ଚର୍ଯ୍ୟ ହେବେ। ତେବେ ଏହି ଘଟଣାଟି ଦେଖିଲା, ପରେ ପରୋକିୟାପ୍ରୀତି ରଖିବା ପାଇଁ ଡିରିବେ। ତେବେ ଚାଲନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ଏଭଳି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କସ୍ତା ଗ୍ରାମରେ ଦେଖିବା ପାଇଁ ମିଳିଛି।

ସୂଚନା ଅନୁସାରେ ସୂଚନାନୁସାରେ, ସେହି ଗ୍ରାମର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କ ସହିତ ଚୋରା ପୀରତି କରୁଥିଲା ବେଳେ ସେହି ସମୟରେ ପରିବାର ସଦସ୍ୟ ତାଙ୍କୁ ଧରିଥିଲେ। ଏହାପରେ ପରିବାର ଲୋକ ସମସ୍ତେ ମିଶି ଉକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଯୁବକଙ୍କୁ ରାତି ସାରା ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଏହାପରେ ସକାଳ ହେବା ପରେ ଯୁବକଙ୍କ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏପଟେ ମହିଳାଙ୍କ ଥାନାରେ କେସ ଦେଇଛନ୍ତି ଉକ୍ତ ଯୁବକ ନାଁରେ। ମହିଳାଙ୍କ କହିବା କଥା ଯେ ସେ ଘରେ ସେ ଏକୁଟିଆ ଶୋଇଥିଲା। ତାଙ୍କ ସ୍ୱାମୀ ଘରେ ନଥିଲେ, ଏହି ସମୟରେ ସଂପର୍କୀୟ ଦିଅର ହଠାତ ଘର

ଭିତରେ ପଶି ତାଙ୍କୁ ଜୋର କରି ଶାରୀରିକ ସମ୍ପର୍କ ରଖିଥିଲେ। ମହିଳାଙ୍କ କହିବା କଥା ଯେ ସେ ଯେତେ ବାରଣ କରିଥିଲେ ମଧ୍ୟ ମାନିନଥିଲେ ଏବଂ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ ଘୋର ଲୋକ ମୋ ପାଟି ଶୁଣି ମୋତେ ଉଦ୍ଧାର କରିଥିଲେ। ମହିଳାଙ୍କ ବୟାନ ପରେ ଉକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବଂ ତାଙ୍କ ନାଁରେ ଦୁଷ୍କର୍ମ କରିଥିବା କେସ ରୁଜୁ ହୋଇଛି। ଏପଟେ ପରିବାର ଲୋକ ତାଙ୍କୁ ପୋଲିସ କୁ ଦେଇ ଆଇନକୁ ହାତକୁ ନେଇଥିବା ପୋଲିସ କହିଛନ୍ତି। ଯାହାବି ହେଉ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆରେ ନିଆଁଭଳି ଭାଇରାଲ ହେବାରେ ଲାଗିଛି। ଦର୍ଶକ ବନ୍ଧୁ ଆମେ କହି ରଖୁଚୁ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେବା ଆଇନ ବିରୋଧୀ କାର୍ଯ୍ୟ ହୋଇପାରେ। ଏପରି କରିବା ଦ୍ୱାରା ଏଭଳି କାମ କରିବା ପାଇଁ ଉଭୟ ଡିରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.