Swastik Tv News Odisha

ବିୟୁଟି ପାର୍ଲର ଭିତରେ ଚାଲିଥିଲା ରାସଲୀଳା, ଭିତର ଦୃଶ୍ୟ ଦେଖିଲେ ବେହୋସ ହୋଇଯିବେ, ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ଲୋକ ମାନେ ଯେତେ ସଭ୍ୟ ସମାଜ ଆଡ଼କୁ ଗତି କରୁଛନ୍ତି। ସମ ପରିମାଣରେ ଆମ ସମାଜରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରୁଛନ୍ତି। ଲୋକ ମାନେ ବିଭିନ୍ନ ପ୍ରକାର ଅସତ ଉପାୟ ରେ ଟଙ୍କା ଉପାର୍ଜନ କରୁଛନ୍ତି। ଆପଣ ମାନେ ଅନେକ ସମୟରେ ଦେଖିଥିବେ, କେଉଁଠି ଚୋରି ହେଉଛି, ତୋ ଆଉ କେଉଁଠି ମଣିଷ ମାରିବା ପାଇଁ ଟଙ୍କା ସଉଦା କରାଯାଉଛି। ଏଭଳି ଅସାମାଜିକ କାମ ଆମ ସମାଜରେ ବଢି ବଢି ଚାଲିଛି। ଏହାର ପ୍ରଭାବରେ ଆଗକୁ ଆସୁଥିବା ପୀଢ଼ି ଉପରେ ନିଶ୍ଚିତ ଭାବରେ ଏକ ଖରାପ ପ୍ରଭାବ ପଡ଼ିବ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ନିନ୍ଦନୀୟ ଘଟଣା ଦେଖିବା ପାଇଁ ମିଳିଛି ଘଟଣାଟି ଜାଣିଲା ପରେ ନିଶ୍ଚିତ ଭାବରେ ଆପଣ ମାନେ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି, ବିଉଟି ପାର୍ଲର ରେ ଚାଲିଥିଲା ଦେହ ବେପାର, ବାପ ପୁଅର ଅଶୀଳ ଭିଡ଼ିଓ ସୁଟ କରି ବ୍ଲକମେଲ କରୁଥିଲା, ପାର୍ଲର ମାଲିକ। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୁର୍ଣ୍ଣ ଘଟଣା। ଏଭଳି ଏକ ଘଟଣା ଅନୁଗୁଳ ସହର ଉପଖଣ୍ଡ ତୁରଙ୍ଗ ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ସୂଚନା ମୁତାବକ ଢେଙ୍କାନାଳ ସହର ଜଣେ ସ୍ୱାମୀ ଏବଂ ସ୍ତ୍ରୀ। ତେବେ ତୁରଙ୍ଗ ଅଂଚଳରେ ଥିବା ଏହି ବିୟୁଟି ପାର୍ଲରକୁ ନିୟମିତ ଜଣେ ବ୍ୟକ୍ତି ଆସୁଥିଲେ। ଏହାପରେ ବିୟୁଟି ପାର୍ଲର ରେ କିଛି ଯୁବତୀକୁ ଆଣି ସେଠାରେ ସେକ୍ସ ରାକେଟ ଚଳାଉଥିଲେ। ଉକ୍ତ ବ୍ୟକ୍ତି ଯୁବତୀ ଅଛନ୍ତି ବୋଲି କହିଥିଲେ।

ଏହାପରେ ବ୍ୟକ୍ତି ଜଣକ ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଶାରୀରିକ ସମ୍ପର୍କ ରଖିବା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ଏସବୁ ଏକ ସିକରେଟ କ୍ୟାମେରା ରେ ରେକର୍ଡ କରିନେଇଥିଲେ। ଏହାପରେ ତାଙ୍କୁ ବାରମ୍ବାର ପଇସା ଧମକ ଦେଉଥିଲେ। ଉକ୍ତ ବ୍ୟକ୍ତିର ପୁଅ ମଧ୍ୟ ସେହି ପାର୍ଲରକୁ ଆସୁଥିଲେ। ବାପା ପରି ପୁଅକୁ ମଧ୍ୟ ଫସାଇ ଦେଇଥିଲେ। ପୁଅଙ୍କୁ ଯୁବତୀ ସହିତ ସମ୍ପର୍କ ରଖିବା ପାଇଁ ପ୍ରେରିତ କରି ଥିଲେ। ବାପା ପରି ପୁଅ ମଧ୍ୟ ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏହାର ଭିଡ଼ିଓ କରି ପାର୍ଲର ମାଲିକ ବ୍ଲକମେଲ କରୁଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ୨୦ ଲକ୍ଷ ଟଙ୍କାର ଡିମାଣ୍ଡ କରିଥିଲେ। ଏହାପରେ ଫୋନ ପେ ଯୋଗେ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ।

ଏହାପରେ ବାରମ୍ବାର ୧୯ ଲକ୍ଷ ଟଙ୍କା ବାରମ୍ବାର ଦେବା ପାଇଁ ବାରମ୍ଭାର କହିଥିଲେ। ବାପ ପୁଅ ଉଭୟ ପାର୍ଲର ମାଲିକ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ପାର୍ଲର ମାଲିକ ଏବଂ ବାପ ପୁଅ ଉଭୟଙ୍କୁ ଗିରଫ କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମଧ୍ୟ ଥରେ ଭାବନ୍ତୁ ଆମ ସମାଜ କେତେ ତଳକୁ ଚାଲିଗଲାଣି। ଏଭିଭଳି ଘଟଣା ଆମ ସମାଜ ଉପରେ ଏକ ପ୍ରକାର ଖରାପ ପ୍ରଭାବ ପଡୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.