Swastik Tv News Odisha

ଛିଃ ଛିଃ ! 2 ଘଣ୍ଟା ପାଇଁ 2 ଲକ୍ଷ ଟଙ୍କା ଚାର୍ଜ, ଏହି ଅଭିନେତ୍ରୀ ଅସଂଯତ ଅବସ୍ଥାରେ ଧରାପଡିଲେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଚୋରି, ଡକାୟତ, ମାରପିଟ ଓ ଖରାପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ମାନଙ୍କର ଜୀବନ ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଥାଏ। ଯଦି କୌଣସି ସେଲିବ୍ରେଟି ସାମାଜିକ ଦୁର୍ବ୍ୟବହାର ବା ଅସଦାଚରଣ ତାଙ୍କ ନାଁ ରେ ଶୁଣା ଯାଏ,ତା ହେଲେ ସମାଜର ଲୋକ ମାନେ ତାଙ୍କୁ ନିନ୍ଦା କରିବା ସହ ଘୃଣା ମଧ୍ୟ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଦୁଇ ଅଭିନେତ୍ରୀ ଦୁଇ ଘଣ୍ଟାରେ ଦୁଇ ଲକ୍ଷ୍ୟ ଟଙ୍କା ଅନୈତିକ କାର୍ଯ୍ୟ ପାଇଁ ଦାବି କରୁଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଇଶା ଖାନ ଯିଏକି ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି ଓ ତାଙ୍କ ସହିତ ଆଉ ଜଣେ ମଡେଲ ଯିଏକି ଅନେକ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି। ଏହି ଦୁଇ ଜଣ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେ ଦୁଇ ଘଣ୍ଟା ପାଇଁ ଦୁଇ ଲକ୍ଷ୍ୟ ଟଙ୍କା ଦାବି କରି ଥାଆନ୍ତି। କ୍ରାଇମବ୍ରାଞ୍ଚଏହି ଘଟଣା ଜାଣିବା ପରେ ସେମାନଙ୍କୁ ଧରିବା ପାଇଁ ଏକ ଉପାୟ ବାହାର କରିଲେ। ସେ ନକଲି ଗ୍ରାହକ ସାଜି ତାଙ୍କ ସହିତ କଥା ବାର୍ତା ହେଲେ। କ୍ରାଇମବ୍ରାଞ୍ଚ ତାଙ୍କୁ ମିଛ ଜାଲରେ ଫସାଇ ଦେଇଥିଲେ।

ଅଭିନେତ୍ରୀ ଜଣଙ୍କ ତାଙ୍କ ଜାଲରେ ଫସି ତାଙ୍କ ପାଖକୁ କିଛି ଫୋଟୋ ପଠାଇ ଥିଲେ ଓ କହିଥିଲେ ଯେ, ଏହି ଫୋଟୋରୁ ଦୁଇ ଜଣଙ୍କ ଫୋଟୋ ମନ ପସନ୍ଦର ସ୍ଥିର କରିବାକୁ ହେବ। ସେହି ଫୋଟୋରୁ କ୍ରାଇମବ୍ରାଞ୍ଚ ଦୁଇଟି ଫୋଟୋକୁ ବାଛି ଥିଲେ। ଏହା ପରେ ସେ ଜୁହୁର ପାଞ୍ଚ ତାରକା ହୋଟେଲକୁ ବୁକ କରିଥିଲେ। ଏହି ଯୋଜନା ମୁତାବକ ସେହି ଅଭିନେତ୍ରୀ ଓ ମଡେଲ ଯାଇ ହୋଟେଲ ନିକଟରେ ପହଁଛି ଯାଇ ଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ଟିମ ହୋଟେଲରେ ପହଁଛି ଦୁଇ ଜଣଙ୍କୁ ଗିରଫ କରି ନେଇ ଯାଇଥିଲେ।

କ୍ରାଇମବ୍ରାଞ୍ଚ ଟିମ ନକଲି ଗ୍ରାହକ ସାଜି ଏହି ଅନୈତିକ ବ୍ୟବସାୟ କାର୍ଯ୍ୟର ପର୍ଦାଫାସ କରିଛନ୍ତି। ଯେତେବେଳେ ତାଙ୍କୁ ଗିରଫ କରା ଯାଇ ପଚରା ଯାଇ ଥିଲା ସେମାନେ କହିଥିଲେ ଯେ, କରୋନା ମହାମାରୀ ଯୋଗୁଁ ସରକାର ଲକଡାଉନ ଘୋଷଣା କରିଥିଲେ। ଯାହା ଫଳରେ କି ସବୁ ଟିଭି ସିରିଏଲ ଇ ବିଜ୍ଞାପନ କାର୍ଯ୍ୟ ମଧ୍ୟ ବନ୍ଦ ହୋଇ ଯାଇ ଥିଲା। ବନ୍ଦ ହୋଇ ଯିବା ଫଳରେ ଅର୍ଥର ଅଭାବ ବହୁତ ଦେଖା ଯାଇ ଥିଲା ଓ ଯାହା ଫଳରେ କି ପାଖରେ ଟଙ୍କାଟାଏ ମଧ୍ୟ ଖର୍ଚ୍ଚ କରିବାକୁ ନଥିଲା। ସେଥିପାଇଁ ଏହି ଅନୈତିକ ବ୍ୟବସାୟ କାର୍ଯ୍ୟ କରିବା ପାଇଁ ବାଧ୍ୟ ହୋଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.