Swastik Tv News Odisha

ଦେଖନ୍ତୁ Viral ଭିଡିଓ – Live ସୋ ଚାଲୁଥିଲା ସମୟରେ ସିଙ୍ଗର ଜଣଙ୍କ ଏମିତି ହରକତ ସାମ୍ନା କରିଲେ ଦେଖିଲେ ଆପଣ ବିଶ୍ଵାସ କରି ପାରିବେ ନାହିଁ…

0

ନାରୀ ମାନଙ୍କୁ ସମ୍ମାନ ଦିଆଯିବା ଆବଶ୍ୟକ , ଏହାକୁ ଲୋକମାନେ କଥାରେ କହିଥାନ୍ତି କିନ୍ତୁ କାର୍ଯ୍ୟରେ ପରିଣତ କେହି କରନ୍ତି ନାହିଁ । ସେଥିପାଇଁ ନାରୀ ମାନେ ବୋଧହୁଏ ଭାରତରେ ଚୁପ ରହିଯାନ୍ତି ଏବଂ ଅନେକ ଅପରାଧ ମଧ୍ୟ ଆମ ସମାଜରେ ଦେଖାଯାଏ । ନାରୀ ମାନେ ଚୁପ ରହିବାର କାରଣ ଏହା , ସେମାନେ ବହୁତ ଡରି ଯାଇଥାନ୍ତି ଏବଂ କାହାକୁ କହିବାକୁ ଭୟ କରନ୍ତି । କିନ୍ତୁ ଆମେ ଦେଶ ବାହରେ ନିଜ ପାଇଁ ନିଜେ ଛିଡା ହୁଅନ୍ତି ନାରୀ ମାନେ ଏବଂ ତାଙ୍କୁ କିଏ ଯଦି ଖରାପ ବ୍ୟବହାର କରେ ବା ହାରସମେଣ୍ଟ କରେ ତେବେ ସେମାନେ ନିଜେ ନିଜ ପାଇଁ ଲଢେଇ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଉହାଦରଣ ସାଜିଥିବା ଲେଡୀଙ୍କ ବିଷୟରେ ଜଣେଇବୁ ।

ତେବେ ସୂଚନା ଅନୁସାରେ ଏହି ଭିଡିଓଟି ହେଉଛି ୟୋଗାଣ୍ଡାର , ୟୋଗାଣ୍ଡାର ଜଣେ ଲେଡୀ ପପ୍ ସିଙ୍ଗର ଯାହାଙ୍କ ନା ହେଲା ଭେରୋନିକା ଲୁଗଗାୟା । ଚାଲୁଥିବା ଲାଇଫ୍ କନଷ୍ଟର ରେ ସେ ଜଣେ ପପ୍ ସିଙ୍ଗର ଏବଂ ସେ ଯେତେବେଳେ ଲାଇଫ୍ ସୋରେ ଗୀତ ଗାଉଥିଲେ । ସେତେବେଳେ ଜଣେ ଯୁବକ ତାଙ୍କର ଗୁପ୍ତାଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲା , ସେ ସମୟରେ କଣ ହୋଇଥିଲା ଭିଡିଓ ରେ ଦେଖିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ଦେଶ ବାହାରେ ନାରୀ ମାନଙ୍କୁ ଯିଏ ଅସମ୍ମାନ କରିଥାଏ ତା ବିରୁଦ୍ଧରେ ନାରୀ ମାନେ ନିଜେ ହିଁ ସ୍ୱରଉତ୍ତୋଳନ କରିଥାନ୍ତି ।

ଏହି ଭିଡିଓ ରେ ଆପଣ ମାନେ ଦେଖିପାରୁଥିବେ ଯେ , ସେହି ଯୁବକ ଜଣକ ତାଙ୍କ ଗୁପ୍ତାଙ୍ଗକୁ ଛୁଇଁବାକୁ ଚେଷ୍ଟା କରୁଥିଲେ । ତାଙ୍କ ମୁହଁକୁ ଗୋଟେ ନୁହଁ ଦୁଇଟା ନୁହଁ ଆଜ୍ଞା ବହୁତ ଗୁଡିଏ ଲାତ ମାରିଛନ୍ତି ସେହି ମହିଳା ସିଙ୍ଗର । ତେବେ ତାଙ୍କର ଏହି ସ୍ପିରିଡ ପାଇଁ ବର୍ତ୍ତମାନ ଏହି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବହୁତ ଲୋକ ତାଙ୍କର ଏହି ସ୍ପିରିଡ କୁ ସେଲ୍ୟୁଟ କରିଛନ୍ତି , ଏବଂ କହୁଛନ୍ତି ଆପଣଙ୍କ ଭିତରେ ଯେଉଁ ସାହାସ ପ୍ରଦର୍ଶନ କରିଛନ୍ତି ତାହା ସତରେ ଏକ ଉଦାହରଣ ସାଜିଛନ୍ତି । ଆପଣଙ୍କର ଏହି ନୀତିକୁ ଯଦି ସମସ୍ତ ମହିଳା ଆପଣେଇବେ ତେବେ ସମାଜରେ ବହୁତ ମାତ୍ରାରେ ଅପରାଧ କରିବାରେ ଲାଗିବ ।

କିନ୍ତୁ ଆମ ଦେଶରେ ମହିଳା ବା ନାରୀ ମାନେ ଅପରାଧକୁ ସହ୍ୟ କରିଯାଇଥାନ୍ତି ଏବଂ ଅପରାଧ ବିରୁଦ୍ଧରେ ସ୍ୱର ଉତ୍ତଳନ କରନ୍ତି ନାହିଁ । ଯେଉଁଥିପାଇଁ ସେମାନଙ୍କୁ ଅନେକ ଅସୁବିଧାର ସମ୍ନା କରିବାକୁ ପଡିଥାଏ । ସମାଜରେ ଅଧିକ ମାତ୍ରାରେ ନାରୀ ମାନଙ୍କୁ ନିର୍ଯାତନା ସହ୍ୟ କରିବାକୁ ପଡିଥାଏ । ତେଣୁ ପ୍ରତ୍ୟେକ ନାରୀ ମାନେ ନିଜ ପାଇଁ ନିଜେ ଲଢେଇ କରିବା ଉଚିତ ଏବଂ ଅପରାଧ କୁ ସହ୍ୟ କରି ଚୁପ ରହିବା ଆଦୌ ଉଚିତ ନୁହଁ । ତେବେ ଯାଇ ଆପଣ ମାନେ ସମାଜରେ ନିଜକୁ ସୁରକ୍ଷିତ ରଖି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.