Swastik Tv News Odisha

ଖୁସି ଖବର ! LPG ଗ୍ୟାସ୍‌ ସିଲିଣ୍ଡର ଉପରେ ମିଳିବ ୩୦୦ ଟଙ୍କା ସବ୍‌ସିଡି, ଶୀଘ୍ର ସାରିଦିଅନ୍ତୁ ଏହି କାମ

0

ସାଧାରଣ ଜନତା ମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ କରିଥାନ୍ତି , ଯେଉଁଥିରେ ଲୋକମାନେ ଯଥେଷ୍ଟ ଉପକୃତ ହୋଇଥାନ୍ତି । କିନ୍ତୁ ଅନେକ ସମୟରେ ଏମିତି ମଧ୍ୟ ଦେଖାଯାଏ ଯେ , କୌଣସି ଜିନିଷର ଦର ବୃଦ୍ଧି ହେବା କିମ୍ୱା କମିବା ନେଇ ଅନେକ ଚର୍ଚ୍ଚା ହୋଇଥାଏ । ଆପଣ ମାନେ ସମସ୍ତେ ଜାଣିଥିବେ ଯେ ତୈଳ ବୃଦ୍ଧି ଓ ଏଲପିଜି ଗ୍ୟାସ ଦାମ ବୃଦ୍ଧିକୁ ନେଇ ବଡ ଚିନ୍ତାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ଲୋକମାନଙ୍କର ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର କିଛି ମାତ୍ରାରେ ହ୍ରାସ ପାଇଥିଲା । ଲୋକମାନେ ସାମାନ୍ୟ ଆସ୍ୱସ୍ତି ଅନୁଭବ କରିଥିଲେ ।

କିନ୍ତୁ ରୋଷେଇ ଗ୍ୟାସ ଦାମ ବୃଦ୍ଧିକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଜୋର ଧରିଛି , ଏହାରି ମଧ୍ୟରେ ଉପଭୋକ୍ତ ଙ୍କ ପାଇଁ ଏକ ବଡ ଖୁସୀ ଖବର ଆସିଛି । ଯାହା ଆପଣ ଜାଣି ବହୁତ ଖୁସୀ ହେବେ , ଗ୍ୟାସ ସିଲିଣ୍ଡର ଉପରେ ମିଳୁଥିବା ସବସିଡ୍ ପୁଣିଥରେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଲୋକମାନଙ୍କର ଅସୁବିଧାକୁ ଆଖି ଆଗରେ ରଖି ସରକାର ଏମିତି ଏକ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସିଲିଣ୍ଡର କ୍ରୟ ଉପରେ ମାତ୍ର 20 ରୁ 30 ଟଙ୍କା ସବସିଡ ମିଳୁଥିଲା , ବର୍ତ୍ତମାନ ସେବି ରାଶିକୁ 300 ଟଙ୍କା ବୃଦ୍ଧି କରାଯାଇଛି । ଉପଭୋକ୍ତା ମାନେ ଏହା ଜାଣି ବହୁତ ଖିସୀ ଅନୁଭବ କରୁଛନ୍ତି ।

ଯଦି ଆପଣ ମାନେ ଉଜ୍ଜଳ ଯୋଜନାରେ ଗ୍ୟାସ ସିଲିଣ୍ଡର ନେଉଛନ୍ତି , ତେବେ ସର୍ବପ୍ରଥମେ ନିଜର ସବସିଡି ମିଳୁଥିବା ବ୍ୟାଙ୍କ ଖାତା ସହ ଆଧାର କାର୍ଡ ସଂଯୋଗ କରନ୍ତୁ । ତେବେ ଯାଇ ଆପଣ ମାନେ ଏହାର ଲାଭ ଉଠାଇ ପାରିବେ , ତେଣୁ ଡେରି ନକରି ଯଥାଶୀଘ୍ର ବ୍ୟାଙ୍କ ଖାତା ସହ ଆଧାର କାର୍ଡ ଲିଙ୍କ କରନ୍ତୁ । ସବଲିଡିରେ ଗ୍ୟାସ ନେଉଥିବା ଲୋକମାନେ ବର୍ତ୍ତମାନ 300 ଟଙ୍କା ବଞ୍ଚାଇ ପାରିବେ । କିଛି ଦିନ ପୂର୍ବରୁ ସିଲିଣ୍ଡର ଉପଭୋକ୍ତାଙ୍କୁ ସିଲିଣ୍ଡର ପ୍ରତି 594 ଟଙ୍କା ଦେବାକୁ ପଡୁଥିଲା , ମାତ୍ର ବର୍ତ୍ତମାନ ଏହାର ଦାମ ବଢି 884 ଟଙ୍କା ହୋଇ ଯାଇଛି ।

ଏନେଇ ସାଧାରଣ ଲୋକମାନେ ବହୁତ ଖୁସୀ ଅଛନ୍ତି ଏବଂ ଘରେୋଇ ରୋଷେଇ ଗ୍ୟାସ କ୍ରୟ ଉପରେ ମିଳୁଥିବା ସବସିଡି 153. 86 ଟଙ୍କାରୁ ବଢାଇ 291.48 ଟଙ୍କା କରାଯାଇଛି । ତେଣୁ ଆପଣ ମାନେ ଆଉ ଡେରି କରନ୍ତୁ ନାହିଁ , ଯଥାଶୀଘ୍ର ଆପଣ ମାନେ ନିଜର ବ୍ୟାଙ୍କ ଖାତା ସହିତ ଆଧାର କାର୍ଡ ଲିଙ୍କ କରି ନିଅନ୍ତୁ । ତେବେ ଯାଇ ଆପଣ ମାନେ ଏହାର ଲାଭ ଉଠାଇ ପାରିବେ , କେନ୍ଦ୍ରସରକାରଙ୍କ ଏପରି ନିଷ୍ପତ୍ତି ସାଧାରଣ ଲୋକମାନଙ୍କ ପାଇଁ ଆଶ୍ୱସନା ଦେଇଛି । ତେଣୁ ଆପଣ ମାନେ ମଧ୍ୟ ଏହାର ଲାଭ ଉଠାନ୍ତୁ ଏବଂ ସହଜରେ 300 ଟଙ୍କା ବଞ୍ଚାନ୍ତୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.