Swastik Tv News Odisha

ବିଚ୍ ରାସ୍ତାରେ ଉଡିଲା ପୁଳା ପୁଳା ଟଙ୍କା ନୋଟ୍ : ଗାଡି ଅଟକାଇ ଗୋଟାଇବାରେ ଲାଗିଲେ ଲୋକେ, ଭିଡିଓ ଭାଇରାଲ୍…

0

ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର ଭିଡ଼ିଓ ଦେଖିବା ପାଇଁ ମିଳିଥାଏ। ସାଧାରଣତଃ ଲୋକ ମାନେ ଅଧିକ ଟଙ୍କା ରୋଜଗାର କରିବା ପାଇଁ ବର୍ଷ ବର୍ଷ ସମୟ ଲାଗି ଯାଇଥାଏ। ଲୋକ ମାନେ ଟଙ୍କା ରୋଜଗାର କରିବା ପାଇଁ ବହୁତ ପରିଶ୍ରମ ମଧ୍ୟ କରି ଥାଆନ୍ତି। ତଥାପି କିନ୍ତୁ ଲୋକ ମାନେ ଠିକ ଭାବରେ ଟଙ୍କା ରୋଜଗାର କରି ପାରନ୍ତି ନାହିଁ। ଯାହା ଫଳରେ କି ସେମାନେ ବହୁତ ମନ ଦୁଃଖ ମଧ୍ୟ କରି ଥାଆନ୍ତି। କିନ୍ତୁ ଅଚାନକ ଭାବରେ ଲୋକ ମାନେ ଟଙ୍କା ପାଇ ରାତା ରାତି କୋଟି ପତି ମଧ୍ୟ ହୋଇ ଯାଇ ଥାଆନ୍ତି ଓ ଯାହା ଫଳରେ କି ସେମାନେ ବହୁତ ଖୁସି ହୋଇ ଯାଆନ୍ତି। ତେବେ ନିକଟରେ ଏଭଳି ଦୃଶ୍ୟ ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ।ତାହା ହେଉଛି ରାସ୍ତା ଉପରେ ପୁଳା ପୁଳା ଟଙ୍କା ପଡିଛି, ଲୋକ ମାନେ ସେହି ଟଙ୍କାକୁ ଦେଖି ଗୋଡ଼ାଇ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଦକ୍ଷିଣ ଆମେରିକାର ଦକ୍ଷିଣ କାର୍ଲିଫର୍ନିଆର କାର୍ଲସବାଡର ଏକ ରାଜ ପଥରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, କାର୍ଲିଫର୍ନିଆ କାର୍ଲସବାଡ଼ ରାସ୍ତା ଉପରେ ଏକ ଟ୍ରକରେ ଡଲାର ନୋଟ ସବୁ ସାନ ଡିଏଗୋରୁ ଫେଡରାଲ ଡିପୋଜିଟ ବୀମାର ଡଲାର ଗୋଟିଏ ଅଫିସକୁ ଯାଉ ଥିଲା। ହଠାତ ଗାଡିର ପଛ ପଟ ଡୋର ଖୋଲି ଯାଇ ରାସ୍ତା ଉପରେ ଡଲାର ନୋଟ ସବୁ ଚାରି ଆଡ଼େ ବିଛାଇ ହୋଇ ପଡି ଯାଇ ଥିଲା। ତେବେ ଯାହା ଫଳରେ କି ଜାତୀୟ ରାଜ ପଥରେ ନୋଟ ସବୁ ଭର୍ତ୍ତି ହୋଇ ଯାଇ ଥିଲା।

 

View this post on Instagram

 

A post shared by DEMI BAGBY (@demibagby)

ତେବେ ସେଠାରେ ଥିବା ଲୋକ ମାନେ ଏଭଳି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଖୁସି ମଧ୍ୟ ହୋଇ ଯାଇ ଥିଲେ। ଲୋକ ମାନଙ୍କର ମନ ଖାଲି ଟଙ୍କା ଉପରେ ତାଙ୍କର ଲକ୍ଷ୍ୟ ରଖି ଥାଆନ୍ତି। ଲୋକ ମାନେ ସଙ୍ଗେ ସଙ୍ଗେ ଦୌଡା ଦୌଡ଼ି ହୋଇ ରାସ୍ତାରେ ପଡ଼ି ଥିବା ଟଙ୍କାଙ୍କୁ ଗୋଟେଇବା ଆରମ୍ଭ କରିଥିଲେ। ସେମାନେ ପୁଳା ପୁଳା ଟଙ୍କା ଧରି ନିଜ ବ୍ୟାଗ ଭିତରେ ଭର୍ତ୍ତି କରୁଥିଲେ। ସେମାନେ ଏତେ ଗୁଡିଏ ଟଙ୍କା ପାଇ ବହୁତ ଖୁସି ହୋଇ ଯାଇଥିଲେ। ତେବେ ଏହି ଦୃଶ୍ୟକୁ ଦେଖି ଡେମି ବାଗବି ନାମକ ଜଣେ ବଡି ବିଲଡର ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡ଼ିଓ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.