Swastik Tv News Odisha

ବିବାହ ପର ଦିନ ଠୁଁ ସୋମାଲିନ୍ ଙ୍କ ସହ କେମିତି ଲାଗୁଛନ୍ତି ତାଙ୍କ ସ୍ବାମୀ, ଦେଖନ୍ତୁ Viral ଭିଡ଼ିଓ

0

ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ପୁରା ପୁରି ଭାବରେ ଭିନ୍ନ ଧରଣର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ କିଛି ତଥ୍ୟ ଜାଣିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ଜାଣିବା ପାଇଁ ଚାତକ ପରି ସବୁବେଳେ ପାଇଁ ରହି ଥାଆନ୍ତି। ତେବେ ବନ୍ଧୁଗଣ ଅଭନେତ୍ରୀ ସୋମାଲିନ ବିବାହ ପରେ ତାଙ୍କ ଶାଶୂଘରେ ମେକପ ହେଉଛନ୍ତି ଓ ସେହି ସମୟରେ ତାଙ୍କ ସ୍ୱାମୀ ତାଙ୍କର ଫୋଟୋ ଉଠାଇ ହସୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲିଉଡ଼ ଜଗତର ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଏକ ରିୟାଲିଟି ଶୋ ମାଧ୍ୟମରେ ଓଲିଉଡ ଜଗତରେ ପାଦ ପକାଇ ପାରିଛନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି।

ତେବେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ତାଙ୍କ ଅଭିନୟରେ ଏକ ଯାଦୁ ରହିଛି, ଯେ କୌଣସି ବ୍ୟକ୍ତି ଦେଖିଲେ ସେ ତାଙ୍କର ମନ କିଣି ନେଇ ଯିବେ। ସେ ସବୁବେଳେ ପାଇଁ ଭଲ ଅଭିନେତ୍ରୀ ହେବାକୁ ଚେଷ୍ଟା କରନ୍ତି। ଆଉ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ତାଙ୍କ ପ୍ରୟାସ ଜାରି କରି ଥାଆନ୍ତି। ସେ ସବୁ କାର୍ଯ୍ୟକୁ ହସରେ ନେଇ ଯାଇ ଥାଆନ୍ତି,ସେଥିପାଇଁ ମଧ୍ୟ ତାଙ୍କୁ ସମସ୍ତେ ଭଲ ପାଇ ଥାଆନ୍ତି।

ତେବେ ତାଙ୍କର ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି। ବିବାହ ପରେ ପ୍ରଥା ପରମ୍ପରା ନିୟମ ଅନୁସାରେ ସେ ତାଙ୍କ ଶାଶୁଘରକୁ ପଳାଇ ଯାଇଛନ୍ତି। ସେ ତାଙ୍କ ଶାଶୁଘରେ ତାଙ୍କ ସ୍ୱାମୀ ନୀତିଶଙ୍କ ସମ୍ନାରେ ମିରରେ ଆଗରେ ବସି ମେକପ ନେଉଛନ୍ତି।ସେ ମେକପ ନେବା ସମୟରେ ତାଙ୍କ ସ୍ୱାମୀ ତାଙ୍କର ଫୋଟୋ ଉଠାଇ ହସୁଛନ୍ତି। ସେ ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି। ସେ ତାଙ୍କ ସ୍ୱାମୀଙ୍କ ସହିତ ମିଶି ବହୁତ ମଜା ମସ୍ତି କରୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ସେ ଦୁଇ ଜଣ ମିଶି ବହୁତ ସାରା ଫୋଟୋ ଉଠାଉଛନ୍ତି। ଅଭିନେତ୍ରୀ ତାଙ୍କ ଶାଶୂଘରେ ବହୁତ ଖୁସି ରହି ଥିବାର ଜଣା ପଡୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.