Swastik Tv News Odisha

ଚଳନ୍ତା ପ୍ରେମିକ କୋଳରେ ବସି ବୁଲେଟରେ ରୋମାନ୍ସ କରୁଥିଲା ପ୍ରେମିକା, ଗାଁଲୋକ ଭିଡିଓ କଲେ ଭାଇରାଲ୍, ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ପିଲା ମାନେ ବର୍ତ୍ତମାନ ଯୁଗରେ ସମସ୍ତେ ପ୍ରେମ କରୁଛନ୍ତି। ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଯାଇଛି। ସେମାନେ ପ୍ରେମରେ ମଜା ମସ୍ତି କରିବା ପାଇଁ ସ୍ଥାନ,କାଳ ଓ ପାତ୍ର କିଛି ବି ମାନୁ ନାହାନ୍ତି ଓ ଲୁଚି ଲୁଚି ବାହାରେ ଆସି ପ୍ରେମ କରୁଛନ୍ତି। ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଗୋଡ଼ରେ ଆଡେଇ ଦେଇ ଓ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି। ଯାହାକି ସମାଜ ଉପରେ ଏହା ଖରାପ ପ୍ରଭାବ ପକାଉଛି। ଯାହାକି ଏହା ଏକ ଲଜ୍ୟା ଜନକ କଥା ହୋଇଥାଏ। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ପ୍ରେମୀ ଯୁଗଳ ମାନେ ଚାଲୁ ଥିବା ବୁଲେଟ ଉପରେ ବସି ରୋମାନ୍ସ କରୁଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବିହାରରୁ ଦେଖିବା ପାଇଁ ମିଳିଛି। ଜଣେ ଯୁବକ ଓ ଜଣେ ଯୁବତୀ ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି। ସେମାନେ ବୁଲା ବୁଲି କରିବା ପାଇଁ ବାହାରକୁ ଯାଇଛନ୍ତି। କିନ୍ତୁ ପ୍ରେମିକା ଜଣଙ୍କ ବୁଲେଟ ଗାଡିର ଟାଙ୍କି ଉପରେ ପ୍ରେମିକଙ୍କ ଗୋଡ଼ ଉପରେ ବସିଛନ୍ତି ପ୍ରେମିକ ଜଣଙ୍କ ବୁଲେଟ ଗାଡି ଚଲାଇ ଯାଉଛନ୍ତି। ଠିକ ସେହି ସମୟରେ ଗାଁ ଲୋକ ମାନଙ୍କ ନଜର ସେହି ପ୍ରେମୀ ଯୁଗଳ ମାନଙ୍କ ଉପରେ ପଡି ଯାଉଛି। ତାଙ୍କର ଏଭଳି ଦୃଶ୍ୟକୁ ଦେଖି ଗାଁ ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ। ଏହା ପରେ ଗାଁ ଲୋକ ମାନେ ଏଭଳି ଦୃଶ୍ୟକୁ ଦେଖି ଭିଡ଼ିଓ କରୁଥିଲେ।

ତେବେ ଏହା ପରେ ସେମାନେ ସେହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପ୍ରେମିକା ଜଣଙ୍କ ଭିଡ଼ିଓ ହେଉଛି ବୋଲି ଜାଣି ପାରି ଚୁପ ଚାପ ଭାବରେ ଗାଡି ଆଗରୁ ପଛ ସିଟକୁ ପଳାଇ ଯାଇ ଥିଲେ। ପ୍ରେମିକା ଜଣଙ୍କ ଭିଡ଼ିଓ ନକରିବା ତାଙ୍କୁ ଅଟକାଇ କିଛି ବୟସ୍କ ବ୍ୟକ୍ତି ମାନେ ତାଙ୍କୁ ଖୁବ ଜୋର ଭାବରେ ଗାଳି ଗୁଳଜ କରିଥିଲେ। ପ୍ରେମିକା ଜଣଙ୍କ ସେମାନଙ୍କୁ ଭିଡ଼ିଓ ନକରିବା ବାରମ୍ବାର ଅନୁରୋଧ କରିଥିଲେ।

ତେବେ ଯୁବକଙ୍କୁ ତାଙ୍କ ଘରର ଠିକଣା ପଚାରିବାରୁ ସେ ତାଙ୍କ ଘର ଗୟାରେ ବୋଲି କହିଥିଲେ। ସେହି ପ୍ରେମୀ ଯୁଗଳଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏଭଳି କରିବା ଦ୍ୱାରା ସମାଜ ଖରାପ ଆଡକୁ ଗତି କରୁଛି। ତେବେ ବନ୍ଧୁଗଣ ସେମାନେ ଏଭଳି ଅବସ୍ଥାରେ ଯାଉଛନ୍ତି, କେଉଁ ମୁହୂର୍ତ୍ତରେ ବି କିଛି ବି ଘଟି ଯାଇ ପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.