Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଜେଜେମା ଙ୍କ ଗାଳି ! ପୂରା ପଞ୍ଚାୟତ ମୋର ଦିଅର କିନ୍ତୁ ବାଜି ସାଙ୍ଗରେ ଭାବ, ଆପଣ ବି ହସି ହସି ଗଡ଼ିଯିବେ…

0

ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏଠାରେ ଏକ ଭିନ୍ନ ରକମର ଘଟଣା ଘଟିଛି।ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରନ୍ତି ନାହିଁ। ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।

ସେଥିରେ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। କିନ୍ତୁ କିଛି ଏମିତି ଭିଡିଓ ଥାଏ ଯାହାକୁ ଲୋକେ ବେଶି ପସନ୍ଦ କରିବା ସହ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି ଯାହା ଭାଇରାଲ ହେବାରେ ଲାଗିଥାଏ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସେହିଭଳି କିଛି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଏହିଭଳି ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ।

ଆଉ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ଦେଖି ଖୁସି ମଧ୍ଯ ହୋଇଥାଉ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। କାରଣ ଆମେ କହୁଥିବା ଏହି ଘଟଣା ଠିକ୍ ସେହିପରି। ଯେଉଁ ଘଟଣା ରେ ଏକ ଭିନ୍ନ ଢ଼ଙ୍ଗର ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ରେ ଜଣେ ଜେଜେ ମାଆ କିପରି ଭାବରେ ଗାଳି କରୁଛନ୍ତି ଥରେ ତାହାକୁ ଶୁଣନ୍ତୁ। ସାଧାରଣତଃ ଜେଜେ ବାପା ଜେଜେ ମାଆ ମାନେ ଅନେକ ସମୟରେ ତାଙ୍କ ନାତି ନାତୁଣୀ ମାନଙ୍କ ସହିତ ମଜାରେ ଅନେକ କଥା କହିଥାନ୍ତି। ସେମାନଙ୍କ ଗାଳି ସେମାନଙ୍କ ମଜା ଟିକେ ଭିନ୍ନ ଧରଣର ହୋଇଥାଏ, ତାହା ଯଦି ଆପଣ ଶୁଣିଥିବେ ତେବେ ଜାଣି ପାରୁଥିବେ।

ସେହିପରି ଏହି ଜେଜେ ମାଆ ଜଣଙ୍କ ଯେଉଁଭଳି ଭାବରେ ରାଗିଯାଇ କିଛି ଶବ୍ଦ ଉଚ୍ଚାରଣ କରୁଛନ୍ତି ତାହା ଥରେ ଶୁଣିଲେ ଆପଣ ଏହା ଅନୁଭବ କରି ପାରିବେ ଯେ ଆପଣ ଏପରି ଭାଷା ଆଗରୁ ନିଶ୍ଚିତ ଶୁଣିଛନ୍ତି। ଯଦିଓ ଏପରି ଗାଳି ସେମାନଙ୍କ ପାଖରୁ ଶୁଣିଲେ କିଛି ଖରାପ୍ ଲାଗି ନଥାଏ, ତଥାପି ଆଜିକାଲି ପିଲାମାନେ ଏସବୁ କୁ ଶୁଣିବା ପରେ ଅସ୍ୱାଭାବିକ ଅନୁଭବ କରୁଛନ୍ତି। ଯାହାବି ହେଉ ଏଠାରେ ଏହି ବୁଢ଼ୀ ମାଆ ଜଣଙ୍କ ଯାହା କହୁଛନ୍ତି ତାହା ତ କହିବା ସମ୍ଭବ ନୁହେଁ, କିନ୍ତୁ ଆପଣ ଏହି ଭିଡିଓ ଦେଖିବା ପରେ ଜାଣି ପାରିବେ ଯେ ସେ କିପରି ଭାବରେ ଏସବୁ କଥାକୁ ଗାଳି ଦେଉଛନ୍ତି ଏବଂ ତାଙ୍କୁ ରଗାଉ ଥିବା ବ୍ୟକ୍ତି ଜଣଙ୍କ କିପରି ତାଙ୍କ ସହ ମଜା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.