Swastik Tv News Odisha

ଅଚାନକ ଅସଲି ନଟିଆ ପହଞ୍ଚିଗଲେ ସ୍କୁଲରେ, ୬୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଭିଡ଼ିଓ ହେଉଛି ଭାଇରାଲ…

0

ବନ୍ଧୁଗଣ ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆରେ ଲୋକେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ସେମାନେ ଚିତ୍ତ ବିନୋଦନ କରିବା ପାଇଁ ଟିକେ ଫୁରୁସତ୍ ବାହାର କରି ପାରୁ ନାହାଁନ୍ତି। ମନଖୋଲି କିଏ କେବେ ହସିଥିଲେ ତାହା ବି ବହୁତ୍ ଜଣଙ୍କର ମନେ ନଥିବ। ତାରି ଭିତରୁ କିଛି ଲୋକ ନିଜେ ହସି ଅନ୍ୟକୁ ହସାଇବାର ପ୍ରୟାସ କରି ଥାଆନ୍ତି। ଆଉ ସେମାନେ ଏଥିପାଇଁ ନିଜେ ତ ଖୁସି ହୁଅନ୍ତି, ତା ସହିତ ଅନ୍ଯ ମାନଙ୍କୁ ହସାଇ ହସାଇ ବେଦମ୍ କରି ଦିଅନ୍ତି। ଯଦି ଆମେ ଦେଖୁଥିବା କିଛି ଭିଡିଓ ଯାହା ଆମକୁ ହସାଇ ଥାଏ କିମ୍ୱା ଖୁସି ଦିଏ ତେବେ ଆମେ ଏହାକୁ ପୁନର୍ବାର ଦେଖିବାକୁ ପସନ୍ଦ ବି କରୁ। ଆପଣ ଅନେକ କମେଡି ଭିଡିଓ ଦେଖିଥିବେ।

ହାସ୍ୟ ଅଭିନେତା ମାନଙ୍କର ଏକ ଭିନ୍ନ କ୍ରେଜ ରହିଥାଏ ଦର୍ଶକ ମାନଙ୍କ ମହଲରେ। କାରଣ ସେମାନଙ୍କ କଥା ଶୁଣି ଯିଏ ଯେତେବି ଦୁଃଖରେ ଥାଉ ତା ମୁହଁରେ ଟିକିଏ ହସ ଚାଲିଆସେ। ତେବେ ଆଜି ଆମେ ଜାଣିବା ଏମିତି ଏକ ଅଜବ ଭିଡ଼ିଓ ବିଷୟରେ ଯାହା ଆପଣଙ୍କୁ ହସିବାକୁ ବାଧ୍ୟ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣା ଦେଖିବା ପାଇଁ ମିଳିଥାଏ। ଏହିଭଳି କିଛି ଘଟଣା ଆମକୁ ହସିବାକୁ ବାଧ୍ୟ କରିଥାଏ ଏବଂ ଏକ ଭିନ୍ନ ଖୁସି ଦେଇଥାଏ।ତେବେ ସେହିଭଳି ଏକ ମଜାଦାର ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ଭିଡିଓ ରେ ଆପଣ ଯେଉଁ ଚରିତ୍ର କୁ ଦେଖିବାକୁ ପାଇବେ ସେ ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ ଚେହେରା।

ନଟିଆ କମେଡି ନାମରେ ତାଙ୍କ କମେଡି କୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି। ସୁନ୍ଦର୍ ସୁନ୍ଦର୍ କାହାଣୀକୁ ନେଇ ଛୋଟ ପିଲାମାନଙ୍କୁ ଅନେକ ଶିକ୍ଷଣୀୟ କଥା ପ୍ରଦାନ କରିଥାଏ ଏହି ନଟିଆ କମେଡି ର ଭିଡିଓ।ଏହି ଭିଡିଓ ସବୁ ଦେଖିବାକୁ ମିଳୁଥିବା ୟୁ ଟ୍ୟୁବ୍ ଚ୍ୟାନେଲ ର ନାମ ହେଉଛି ଉତ୍କଳ କାର୍ଟୁନ୍ ୱାର୍ଲ୍ଡ। ଏହିସବୁ ଭିଡିଓ ରେ ଖୁସି, ମଜା, ଦୁଃଖ ବେଦନା, ଶିକ୍ଷଣୀୟ ଆଦି କମେଡି ଭିଡିଓ ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ଏହିସବୁ ଭିଡିଓ ଗୁଡିକ ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।

ଆଉ ଏହି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। ତେବେ ନଟିଆ ଚରିତ୍ର ପାଇଁ ସ୍ୱର ଦେଉଥିବା ରିଅଲ ଯୁବକ ନିକଟରେ ଏକ ସ୍କୁଲ୍ କୁ ଆସି ପିଲା ମାନଙ୍କ ସହିତ ତାଙ୍କର ସମୟ ଅତିବାହିତ କରିଥିଲେ।ଏହି ସମୟରେ ସେ ନଟିଆ ସ୍ଵରରେ ପିଲା ମାନଙ୍କ ସହିତ କଥା ହୋଇଥିଲେ ଏବଂ ମଜା କରିଥିଲେ। ପିଲାମାନେ ତାଙ୍କର ଏହି କଥାକୁ ଶୁଣି ବହୁତ୍ ଖୁସି ହୋଇଥିଲେ। ପିଲା ମାନଙ୍କ ସହ ମଜା ମସ୍ତିର ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.