Swastik Tv News Odisha

ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : cctv ରେ ରେକର୍ଡ଼ ହୋଇଗଲା ନେହେଲେ କେହି ବିଶ୍ୱାସ କରି ନଥାନ୍ତେ…

0

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳିଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରି ବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ।କଥାରେ ଅଛି, ଜୀବନ ଅଛି ତୋ ମୃତ୍ୟୁ ଅଛି। ମୃତ୍ୟୁ କାହାକୁ କେତେବେଳେ କେଉଁ ମୁହୂର୍ତ୍ତରେ କବଳିତ କରିବ ତାହା କହିବା ଅସମ୍ଭବ। ସେଥିପାଇଁ କୁହାଯାଏ, ସୂତା ଖିଅରେ ମଣିଷ ଜୀବନ, କେତେବେଳେ ବି ଛିଣ୍ଡି ହୋଇଯିବ। ମୃତ୍ୟୁ ଯେତେବେଳେ ଆସେ ସେତେବେଳେ କହିକି ଆସି ନଥାଏ। ଏପରି କି ମୃତ୍ୟୁ ବେଳେ ବେଳେ ଅଚାନକ ମଧ୍ୟ ଆସି ଯାଇ ଥାଏ। କିନ୍ତୁ ବେଳେ ବେଳେ ମୃତ୍ୟୁ ନିଜର ଅସାଵଧାନତା କାରଣରୁ ହିଁ ହୋଇ ଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଗୋଟେ ଟ୍ରକ ଯୁବକଙ୍କୁ ଧକ୍କା ଦେଇଥିଲା ଓ ଯୁବକ ଜଣଙ୍କର ମୃତ୍ୟୁ ହୋଇ ଯାଇଛି ବୋଲି ଶୁଣିବା ପାଇଁ ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ କଥା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଗୋଟିଏ ଟ୍ରକ ତା’ର ଭାରସାମ୍ୟ ହରାଇ ଦେଇଥିଲା। ଯାହା ଫଳରେ କି ସେହି ଟ୍ରକଟି ରାସ୍ତା ମଝିରେ ଥିବା ବ୍ୟାରିକେଡକୁ ଭାଙ୍ଗି ଦେଇ ଅନ୍ୟ ପଟ ରାସ୍ତାକୁ ଚାଲି ଆସୁ ଥିଲା। ଠିକ ସେହି ସମୟରେ ଜଣେ ଯୁବକ ସାଇକେଲ ଯୋଗେ ସେହି ରାସ୍ତା ଦେଇ ଯାଉ ଥିଲେ ଓ ଟ୍ରକଟି ଯୁବକକୁ ଖୁବ ଜୋର ସୋର ଭାବରେ ଧକ୍କା ଦେଇଥିଲା ଓ ଘଟଣା ସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇ ଯାଇ ଥିଲା। ସେଠାରେ ଥିବା ଅନ୍ୟ ବାଇକ ସବୁ ମଧ୍ୟ ଭାଙ୍ଗି ରୁଜି ଚୁରମାର ହୋଇ ଯାଇ ଥିଲା। ଏହି ମୃତ୍ୟୁ ଭିଡ଼ିଓଟି ସିସିଟିଭିରେ ରେକର୍ଡ଼ ହୋଇଥିଲା। ଏହା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ସେହି ଭିଡ଼ିଓଟି ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଏହି ଭିଡ଼ିଓଟି ଭାଇରଲ ହେବାରେ ପରେ ଲୋକ ମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇଛନ୍ତି। ଏହି ଆକସ୍ମିକ ଦୁର୍ଘଟଣାଟି ସମସ୍ତେ ଦେଖି ମନରେ ଦୁଃଖ ପ୍ରକାଶ କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଯିବା ଆସିବା କରିବା ସମୟରେ ସତର୍କତାର ସହିତ ଯିବା ଆସିବା କରନ୍ତୁ, ନହେଲେ ଆପଣ ମାନେ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.