Swastik Tv News Odisha

Secret Tips – Pregnancy ସମୟରେ ଏମିତି କଲି ଟେଷ୍ଟ ପୁଅ ହେବ ନା ଝିଅ ?? ଦେଖି ନିଅନ୍ତୁ ବହୁତ ମଜା ଆସିବ

0

ଗର୍ଭବତୀ ମହିଳା ମାନେ ସେମାନେ ତାଙ୍କର ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ କୁ ନେଇ ଅନେକ ସମୟରେ ଚିନ୍ତିତ ରହିଥାନ୍ତି। ଏହାଛଡା ଅନେକ ସମୟରେ ଏହା ଦେଖିବାକୁ ମିଳେ ଯେ ଅନେକ ପିତା ମାତା ଏମିତି ରହିଛନ୍ତି ଯେଉଁ ମାନେ ଜାଣିବାକୁ ଚେଷ୍ଟା କରିଥାନ୍ତି ଯେ ତାଙ୍କର ଗର୍ଭସ୍ଥ ଶିଶୁ ଟି ପୁଅ ହେବ କି ଝିଅ ହେବ। ତେବେ ଏନେଇ ଅନେକ ଲୋକ ଅନେକ କଥା କହିଥାନ୍ତି ଏବଂ ଆପଣ ମଧ୍ୟ ଅନେକ ଘରୋଇ ପରୀକ୍ଷା ଦ୍ଵାରା ଗର୍ଭସ୍ଥ ଶିଶୁ ବିଷୟରେ କିପରି ଜାଣିହେବ ସେ ବିଷୟରେ ଶୁଣିବା ପାଇଁ ପାଉଥିବେ ତେବେ ଆଜି ଆମେ ଏହି ଲେଖାରେ ଜଣେ ଲେଡି ବ୍ଲଗର ଙ୍କ ଆଉ ଏକ ଉପଦେଶ ଯାହା ସିଏ ଏହି ବିଷୟରେ ଜାଣିବା ପାଇଁ କହିଛନ୍ତି,ସେ ବିଷୟରେ ଜାଣିବା।

ତେବେ ଏଠାରେ ଏହି ମହିଳା ଜଣଙ୍କ ତାଙ୍କର ବ୍ଲଗ୍ ଜରିଆରେ ଏକ ବିଶେଷ କଥା ଉପରେ ଆଲୋଚନା କରିଛନ୍ତି ଏବଂ ତାଙ୍କର ପରାମର୍ଶ ଦେଇଛନ୍ତି। କିପରି ଭାବରେ ଘରୋଇ ଉପାୟରେ ଆପଣ ଜାଣି ପାରିବେ ଯେ ଆପଣଙ୍କର ଗର୍ଭସ୍ଥ ଶିଶୁ ଟି ପୁଅ ହେବ ନା ଝିଅ ହେବ,ସେ ବିଷୟରେ ସେ କହିଛନ୍ତି। ତେବେ ଏହା ହେଉଛି ବେକିଂ ସୋଡା ଏବଂ ୟୁରିନ୍ ର ଟେଷ୍ଟ।ଏହି ପରୀକ୍ଷା କୁ ସେ ନିଜେ କରି ଦେଖିଛନ୍ତି। ତେଣୁ ଏ ବିଷୟରେ ସେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଏହାର ସତ୍ୟତା କେତେ ରହିଛି ତାହା ଆପଣ ପିଲାକୁ ଜନ୍ମ ଦେବା ପରେ ଜାଣି ପାରିବେ କିନ୍ତୁ ଏବେ ଆସନ୍ତୁ ଜାଣିବା ଏହି ଟେଷ୍ଟ ଆପଣ କିପରି କରିବେ।

ସେ କହିଛନ୍ତି ଯେ ବହୁତ୍ ଜଣ ଅଛନ୍ତି ବହୁତ୍ ପ୍ରକାରର ଭିଡିଓ ଛାଡି ଚାଲନ୍ତି, କିନ୍ତୁ ସେ ସବୁ ପରୀକ୍ଷା କରି ଏହାକୁ କରିଛନ୍ତି ଏବଂ ସମସ୍ତଙ୍କୁ ଜଣାଇଛନ୍ତି। ଯେହେତୁ ସେ ନିଜେ ଗର୍ଭବତୀ ଅଛନ୍ତି ତେଣୁ ସେ ତାଙ୍କର ଘରେ ନିଜର ୟୁରିନ କୁ ନେଇ ପରୀକ୍ଷା କରି ଦେଖାଇଛନ୍ତି ଏବଂ ଏହାର ଫଳ କଣ ବାହାରୁଚି ତାହା ମଧ୍ଯ ଜଣାଇଛନ୍ତି। ତେବେ ଏଥିପାଇଁ ସେ ଛୋଟ ଗ୍ଲାସ୍ ରେ ଅଧା ଗ୍ଲାସ୍ ୟୁରିନ ନେଇ ଏଥିରେ ୨ ଚାମଚ ବେକିଙ୍ଗ ଶୋଡା କୁ ମିଶାଇଛନ୍ତି। ତେବେ ଆପଣ ଦିନର ଯେ କୌଣସି ସମୟର ପରିସ୍ରା କୁ ଏଥିପାଇଁ ନେଇ ପାରିବେ ବୋଲି ସେ କହିଛନ୍ତି। କିନ୍ତୁ ସକାଳର ପରିସ୍ରା ନେଲେ ଆପଣଙ୍କ ପାଇଁ ଭଲ।

ତେବେ ସେ କହିଛନ୍ତି ଯେ ଆପଣ ୟୁରିନ ରେ ବେକିଙ୍ଗ ସୋଡ଼ା ମିଶାଇବା ପରେ ଆପଣଙ୍କୁ ୨ ରୁ ୩ ମିନିଟ୍ ଅପେକ୍ଷା କରିବା ପାଇଁ ପଡ଼ିବ। ଆଉ ଏହାପରେ ଯଦି ଆପଣ ଦେଖିବାକୁ ପାଇଲେ ଯେ ଏହି ଗ୍ଲାସ ରେ ସୋଡାମିଶା ୟୁରୀନ ଭୂରୁଭୂରୁ ହେଉଛି ବା ବବଲ୍ସ ଦେଖା ଯାଉଛି ତେବେ ଆପଣ ଜାଣି ନିଅନ୍ତୁ ଯେ ଆପଣଙ୍କ ପୁତ୍ର ସନ୍ତାନ ହେବ ଏବଂ ଯଦି କୌଣସି ବବଲ୍ସ ଦେଖା ଯାଉନାହିଁ ତେବେ ଆପଣଙ୍କର କନ୍ୟା ସନ୍ତାନ ହେବ। ତେବେ ଏହି ପରୀକ୍ଷା ର ସତ୍ୟତା ଉପରେ ସେ କିଛି କହି ନାହାଁନ୍ତି। ଆପଣ ଏହି ଉପାୟରେ ନିଜେ ପରୀକ୍ଷା କଲେ ଏହାର ସତ୍ୟତା ଏବଂ ଫଳାଫଳ ବିଷୟରେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.