Swastik Tv News Odisha

Ollywood ସିଙ୍ଗର Namita Agrawal ଙ୍କ ବଡ଼ ପୁଅ (ସାର୍ଥକ ) ଏବଂ ସାନ ପୁଅ( ସିଦ୍ଧାର୍ଥ ) କୁ ଆଗରୁ କେବେ ଦେଖି ନଥିବେ …

0

ସାଧାରଣ ଲୋକମାନଙ୍କ ଅପେକ୍ଷା ସେଲିବ୍ରେଟି ମାନଙ୍କର ଜୀବନଶୌଳୀ ଟିକିଏ ନିଆଁରା ହୋଇଥାଏ । ଦର୍ଶକ ମାନେ ଯେଉଁ କଳାକାର ମାନଙ୍କୁ ପସନ୍ଦ କରିଥାନ୍ତି , ସେମାନଙ୍କ ରିଏଲ ଲାଇଫ୍ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଦର୍ଶକ ମାନଙ୍କର ମନରେ ଏକ ପ୍ରକାର କୌତହଳ ସୃଷ୍ଟି ହୋଇଥାଏ , ତାଙ୍କ ଫ୍ୟାନ ମାନଙ୍କ ବିଷୟରେ ଜାଣିବା ପାଇଁ । ଅଭିନୟ ହେଉ ବା ଗୀତକାର ହେଉ ଅଗଣିତ ଦର୍ଶକ ମାନେ ନିଜ ମନ ପସନ୍ଦର କଳାକାର ମାନଙ୍କୁ ଭଲ ପାଇଥାନ୍ତି । ସେମାନଙ୍କ ଜୀବନରେ କଣ ସବୁ ଘଟୁଛି ତାହା ଜାଣିବା ପାଇଁ ମଧ୍ୟ ଆଗ୍ରହୀ ହୋଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ସୁନାମଧନ୍ୟ ଓଡିଆ ସିଙ୍ଗର ଙ୍କ ବିଷୟରେ କହିବା ପାଇଁ ଯାଉଛୁ , ଯାହା ଆପଣ ମାନେ ଜାଣି ବହୁତ ଖୁସୀ ହେବେ । ତେବେ ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ଅତିପ୍ରିୟ ଓ ଓଡିଶାର ଘରେ ଘରେ ପରିଚିତ ନମିତା ଅଗ୍ରୱାଲ । ଆଜି ଆମେ ଆପଣ ମାନଙ୍କୁ ନମିତା ଅଗ୍ରୱାଲ ଙ୍କ ପୁଅ ବିଷୟରେ କହିବା ପାଇଁ ଯାଉଛୁ , ଯାହା ଆପଣ ମାନେ ଶୁଣିବା ମାତ୍ରକେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ନମିତା ଅଗ୍ରୱାଲ ଜଣେ ଫିମେଲ ଗାୟିକା ମଧ୍ୟରେ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ । ସକାଳ ରୁ ସଞ୍ଜ ଯାଏ ତାଙ୍କରି ସୁମଧୁର ଗୀତ ଲୋକମାନେ ଶୁଣିବା ପାଇଁ ପସନ୍ଦ କରିଥାନ୍ତି । ସେ ଖାଲି ଭୋଜନ ନୁହଁ ଅନେକ ସାରା ଆଲବମ ଓ ଫିଲ୍ମୀରେ ମଧ୍ୟ କଣ୍ଠ ଦାନ କରିଛନ୍ତି । ଅଗଣିତ ଦର୍ଶକ ମାନେ ତାଙ୍କୁ ସୁମଧୁର ଗୀତ କୁ ଅଧିକ ମାତ୍ରାରେ ପସନ୍ଦ କରନ୍ତି। ତେବେ କଣ୍ଠଶୀଳ୍ପି ନମିତା ସୀତା ରାମ ଅଗ୍ରୱାଲକୁ ବିବାହ କରିଥିଲେ । ତାଙ୍କର ଅନେକ ଗୁଡିଏ ମ୍ୟୁଜିକ କମ୍ପାନୀ ମଧ୍ୟ ରହିଛି , ତେବେ ବିବାହ ପରେ ସେ 2 ଟି ଯାଆଁଳା ପୁତ୍ର ସନ୍ତାନ ଜନ୍ମ କରିଥିଲେ ।

ତେବେ ତାଙ୍କର ଦୁଇ ପୁଅଙ୍କ ନା ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ଏବଂ ଅନ୍ୟ ଜଣେ ହେଉଛନ୍ତି ସାର୍ଥକ ଅଗ୍ରୱାଲ । ବର୍ତ୍ତମାନ ଉଭୟଙ୍କ ବୟସ 26 ବର୍ଷ ଏବଂ ସେ ଦୁହିଁଙ୍କର ବର୍ତ୍ତମାନ ପାଠପଢା ସରିଛି । ବର୍ତ୍ତମାନ ଦୁଇ ଭାଇ ବାପା ଙ୍କ କମ୍ପାନୀରେ କାମ କରୁଛନ୍ତି ଏବଂ ସେ ଦୁହେଁ ଏପର୍ଯ୍ୟନ୍ତ ବିବହା କରି ନାହାନ୍ତି । ନମିତା ଅଗ୍ରୱାଲ ଙ୍କ ଅନେକ ଫ୍ୟାନ ମାନେ ରହିଛନ୍ତି ,ମାତ୍ର ତାଙ୍କ ବିଷୟରେ ବହୁତ କିଛି ଜାଣି ନାହାନ୍ତି । ନମିତାଙ୍କ କଣ୍ଠ ସ୍ୱର ଆଜି ମଧ୍ୟ ଅଗଣିତ ଦର୍ଶକ ମାନଙ୍କ ମନକୁ ଅନୁପ୍ରାଣିତ କରୁଛି । ତେବେ ଭଗବାନଙ୍କ ଠାରେ ଏତିକି ପ୍ରାର୍ଥନା ଯେ ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.