Swastik Tv News Odisha

ଦେଖନ୍ତୁ ଭିଡିଓ ପୁଣି ସାମ୍ନାକୁ ଆସିଲେ ଆଉ ଜଣେ ରାନୁମଣ୍ଡଳ ଯାହାଙ୍କୁ Studio ରେ ଗୀତ ଗାଇବାକୁ ସୁଯୋଗ ଦେବେ ଅଭିନେତା ପପୁ ପମପମ୍ ! ଦୟାକରି ଏହି ମାଉସୀଙ୍କର ଗୀତଟି ଶୁଣନ୍ତୁ…

0

ଲୋକମାନେ ଆଗରୁ ଗାଁ ଗହଳିରେ ରହି ଥାଆନ୍ତି, ତାଙ୍କ ଭିତରେ ଯେଉଁ ପ୍ରତିଭା ବା କଳା ରହିଥାଏ ସେମାନେ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଯୁଗରେ ଅନେକ କିଛି ଦେଖିବା ପାଇଁ ଓ ଶୁଣିବା ପାଇଁ ମିଳିଥାଏ। ବର୍ତ୍ତମାନ ସମୟରେ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଏଥି ସହିତ ସେମାନଙ୍କ ଭିତରେ ଥିବା ତାଙ୍କ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଅନେକ ପ୍ରୟାସ ମଧ୍ୟ ଜାରି କରି ଥାଆନ୍ତି। ଯାହା ଫଳରେ କି ସେମାନଙ୍କୁ ଅନେକ ପ୍ରଶଂସା ମିଳିବା ସହିତ ସେମାନେ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତାହା ହେଉଛି ଆଉ ଜଣେ ରାନୁ ମଣ୍ଡଳକୁ ହାସ୍ୟ ଅଭିନେତା ପପୁ ପମପମ ଗୀତ ଗାଇବାକୁ ସୁଯୋଗ ଦେବେ ବୋଲି ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଗତ କିଛି ବର୍ଷ ତଳେ ରାନୁ ମଣ୍ଡଳ ଗୀତ ନଶିଖି ବହୁତ ସୁନ୍ଦର ଭାବରେ ଗୀତ ଗାଇ ପାରୁ ଥିଲେ। ସେ ସୁନ୍ଦର ଭାବରେ ଗୀତ ଗାଇ ପାରୁ ଥିବାରୁ ତାଙ୍କୁ କଣ୍ଠଶିଳ୍ପୀର ମାନ୍ୟତା ଦିଆ ଯାଇ ଥିଲା। ସେ ବର୍ତ୍ତମାନ ସମୟରେ ବହୁତ ସୁନ୍ଦର ଭାବରେ ଗୀତ ମଧ୍ୟ ଗାଉଛନ୍ତି। ବର୍ତ୍ତମାନ ଓଡିଶାକୁ ଆଉ ଏକ ରାନୁ ମଣ୍ଡଳ ସମ୍ନାକୁ ଆସିଛନ୍ତି। ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ହାସ୍ୟ ଅଭିନେତା ପପୁ ପମପମ ଗୋଟିଏ ଗାଁ ର ବୁଢ଼ୀ ମାଉସୀଙ୍କୁ ସମ୍ନାକୁ ଆଣିଛନ୍ତି, ଯିଏ କି ଠିକ ରାନୁ ମଣ୍ଡଳଙ୍କ ପରି ମଧ୍ୟ ଦିଶୁଛନ୍ତି।

ତେବେ ଏଥି ସହିତ ଗାଁ ର ସେହି ବୁଢ଼ୀ ମାଉସୀଟି ଅତି ସୁନ୍ଦର ଭାବରେ ଗୀତ ଗାଉ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ସେହି ବୁଢ଼ୀ ମାଉସୀଙ୍କୁ ଆଉ ଟିକେ ଗୀତର ଶିକ୍ଷା ଦେଲେ ସେ ଆଗକୁ ଆହୁରି ସୁନ୍ଦର ଭାବରେ ଗୀତ ଗାଇବେ ବୋଲି ଆଶା ଓ ବିଶ୍ୱାସ କରା ଯାଉଛି। ପପୁ ପମପମ ଆଗକୁ ସେହି ବୁଢ଼ୀ ମାଉସୀଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି କହିଛନ୍ତି। ବୁଢ଼ୀ ମାଉସୀଙ୍କ ସେହି ଗୀତିଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ବର୍ତ୍ତମାନ ଏହା ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.