Swastik Tv News Odisha

ସାମ୍ନାକୁ ଆସିଲା ଅଷ୍ଟମ ଶ୍ରେଣୀ ବାଳକର ମୃତ୍ୟୁ ପୂର୍ବର ଶେଷ ଭିଡ଼ଓ, ଏହି ଛାତି ଥରା ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ….

0

ସାମ୍ନାକୁ ଆସିଲା ଅଷ୍ଟମ ଶ୍ରେଣୀ ମୃତ୍ୟୁ କେତେବେଳେ କାହା ପାଖରେ ଆସି ପହଞ୍ଚିବ ତାହା କହିବା ସମ୍ଭବ ନୁହେଁ।ଏହା ଅତ୍ୟନ୍ତ ଦୁଃଖ ଦାୟକ କିନ୍ତୁ ସତ୍ୟ ଅଟେ। ମୃତ୍ୟୁକୁ କେହି ଜୟ କରି ପାରିବେ ନାହିଁ। ଏହାକୁ ଆମକୁ ମାନିବାକୁ ପଡ଼ିବ ଏବଂ ଗ୍ରହଣ କରିବାକୁ ବି ପଡ଼ିବ। ତେବେ ଆକସ୍ମିକ ମୃତ୍ୟୁ ମଣିଷକୁ ଗଭୀର ଦୁଃଖ ଭିତରକୁ ଠେଲି ଦେଇଥାଏ। ତେବେ ବେଳେବେଳେ ସାମ୍ନାକୁ କିଛି ଏମିତି ଘଟଣାର ଭିଡିଓ ଆସିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ଓ ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।

ନିଜ ଲୋକକୁ ହରାଇବାର ଦୁଃଖ ଆମକୁ ଭିତରୁ ଭାଙ୍ଗି ଦେଇଥାଏ ଏବଂ ଏହାକୁ ଭୁଲିବା ସହଜ ହୋଇ ନଥାଏ। ତେବେ ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଥାଏ। ଏଭଳି ଅନେକ ଘଟଣା ସଂସ୍ପର୍ଶରେ ମଧ୍ୟ ଆପଣ ଆସିଥିବେ।ତେବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଏପରି କିଛି ଆଶ୍ଚର୍ଯ୍ୟକର ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ଭାବରେ ଦେଖିବାକୁ ମିଳିଥାଏ ଯାହା ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।

କାରଣ ଏହା ଆମକୁ ଯେତିକି ଦୁଃଖ ଦେଇଥାଏ ସେହିପରି ଏକ ଅଭୁଲା ସ୍ମୃତି ହୋଇ ସବୁଦିନ ପାଇଁ ରହିଯାଏ। ତେବେ ସୋସିଆଲ ମିଡିଆରେ ଏହିପରି ଅନେକ ସମୟରେ ଆପଣ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। କିଏ କେତେବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କଲାଣି ତ ପୁଣି କିଏ ଆତ୍ମହତ୍ୟା କରି ଏବଂ ଆଉ କିଏ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ। ଯାହାବି ହେଉ ସମସ୍ତ ମୃତ୍ୟୁ ଜନିତ ଘଟଣା ସବୁବେଳେ ଦୁଃଖଦାୟକ ହୋଇଥାଏ। ତେବେ ନିକଟରେ ମହାନଦୀ ରେ ୩ ଜଣ ସାଙ୍ଗ ପାଣିରେ ଭାସି ଯାଇଛନ୍ତି। ଯେଉଁ ଦୁଃଖଦ ଘଟଣା ଆପଣ ମାନେ ଶୁଣିଥିବେ। ତେବେ ସେମାନଙ୍କ ପାଇଁ ତାଙ୍କର ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।

ଆଉ ଏହାରି ଭିତରେ ସେମାନଙ୍କ ପରିବାର ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଆଉ ଏହାରି ଭିତରେ ସେହି ୩ ଜଣଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀ ବାଳକର ଏକ ଭିଡିଓ ସାମ୍ନାକୁ ଆସିଛି। କୁହା ଯାଉଛି କି ଏହା ହେଉଛି ଉକ୍ତ ବାଳକର ମୃତ୍ୟୁ ପୂର୍ବର ଶେଷ ଭିଡିଓ। ଯାହା ସେ ନିଜେ ମରିବା ପୂର୍ବରୁ ଶେଷଥର ପାଇଁ ଗାଇଥିଲା।ଏହି ଗୀତଟି ହେଉଛି ବଲିଉଡ୍ ର ଲୋକପ୍ରିୟ ସଙ୍ଗୀତ “ବଡା ପଚତାଓଗି”।କେତେ ସୁନ୍ଦର୍ ଭାବରେ ସୁନ୍ଦର୍ ସ୍ଵରରେ ମୃତ୍ୟ ପୂର୍ବରୁ ଏଭଳି ଏକ ଗୀତକୁ ଗାଇ ସେ ସ୍ମୃତି ଭାବରେ ଛାଡି ଯାଇଛନ୍ତି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.