Swastik Tv News Odisha

ମୁଣ୍ଡ ରୁ ପାଦ ପର୍ଯ୍ୟନ୍ତ ସବୁ ସମସ୍ୟା ର ସମାଧାନ ପାଇଯିବେ ମାତ୍ର ଏହି ଛୋଟିଆ ଉପାୟ ମାଧ୍ୟମରେ ୧୦୦% ଗ୍ୟାରେଣ୍ଟି

0

ଆଜିର ଦିନରେ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଅନେକ ପ୍ରକାର କସମେଟିକ ୟୁଜ କରୁଛନ୍ତି । ତାହା ଆମକୁ କିଛି କ୍ଷଣ ପାଇଁ ସୁନ୍ଦର କରିଥାଏ , ମାତ୍ର ଧୀରେ ଧୀରେ ଏହାର ଇଫେକ୍ଟ ମଧ୍ୟ ଆମ ଶରୀର ଉପରେ ପଡିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଘରୋଇ ଉପାୟ ରେ ସୁନ୍ଦର ଦେଖାଯାଇ ପାରିବେ । ତେବେ ଆସନ୍ତୁ ଜାଣିବା ସୁନ୍ଦର ଦେଖାଯିବାର ଘରୋଇ ଟିପ୍ସ ବିଷୟରେ ।

1. କହୁଣି ବା ଗୋଇଠିରୁ କଳାପଣ ଦୂର :-

ପ୍ରତ୍ୟେକ ବ୍ୟକ୍ତିଙ୍କର କହୁଣି ବା ଗୋଇଠି କଳା ପଡିଯାଇଥାଏ , କାରଣ ଏହାର ଧ୍ୟାନ ଆମେ ନେଇ ନଥାଉ । ତେବେ ଏହି କଳା ପଣକୁ ଦୂର କରିବା ପାଇଁ ପ୍ରଥମେ ଏକ ଫାଳ ଲେମ୍ୱୁକୁ କହୁଣୀ ବା ଗୋଇଠିରେ କଳା ପଡିଯାଇଥିବା ସ୍ଥାନରେ କିଛି ସମୟ ରୋପ୍ କରି ନିଅନ୍ତୁ । ଏହାପରେ ନଡିଆ ତେଲ ଦୁଇ ତିନି ବୁନ୍ଦା ନେଇ ସେହି ସ୍ଥାନରେ 2 -3 ମିନିଟ ପର୍ଯ୍ୟନ୍ତ ମସାଜ୍ କରନ୍ତୁ । ଅଧଘଣ୍ଟା ପରେ ଏହାକୁ ଧୋଇ ନିଅନ୍ତୁ , ସପ୍ତାହରେ 2 ଥର ବ୍ୟବହାର କରନ୍ତୁ । ଦେଖିବେ ଧୀରେ ଧୀରେ କଳାପଣ ଦୂର ହେବ ।

2. ମେକପ୍ ରିମୋଭର :-

ଯଦି ଆପଣ ମାନେ ମେକପ୍ ନେଇଛନ୍ତି ଓ ତାକୁ ସଫା କରିବା ପାଇଁ ଚାହିଁଥାନ୍ତି , ତେବେ ନଡିଆ ତେଲ ବ୍ୟବହାର କରି ସୁନ୍ଦର ଭାବରେ ମେକପ୍ ଛଡାଇ ପାରିବେ । ଏଥିପାଇଁ ଏକ କଟନ ନିଅନ୍ତୁ ଏବଂ ସେଥିରେ ନଡିଆ ତେଲ ଲଗାଇ ମେକପ୍ ଦୂର କରିପାରିବେ ।

3. ଡ୍ରାଏସ୍କିନ ଦୂର :-

ଅନେକ ସମୟରେ ଫେସର ସ୍କିନ ବହୁତ ଡ୍ରାଏ ଦେଖାଯାଏ , ଏଥିପାଇଁ ଆପଣ ମାନେ ନିଡିଆ ତେଲର କିଛି ବୁନ୍ଦା ହାତରେ ନେଇ ଆଙ୍ଗୁଳି ସାହାର୍ଯ୍ୟରେ ମସାଜ୍ କରନ୍ତୁ । ଯଦି ଆପଣ ମାନେ ରାତିରେ ୟୁଜ କରୁଛନ୍ତି , ତେବେ ରାତିଯାକ ରଖନ୍ତୁ ଏବଂ ସକାଳେ ଫେସୱାସ କରି ଧୋଇ ନିଅନ୍ତୁ । ଏପରି କରିବା ଦ୍ୱାରା ଫେସର ଚମକ ଆସିଥାଏ ।

4. ଡାର୍କସାର୍କଲ୍ ଦୂର କରେ :-

ଅଧିକ ସମୟ ଚଷମା ପିନ୍ଧାବା ଦ୍ୱାରା ବା ଅନିଦ୍ରା ରହିବା ଦ୍ୱାରା ଆମ ଆଖି ଚାରିପଟେ କଳାଦାଗ ହୋଇ ଯାଇଥାଏ । ତେଣୁ ଆପଣ ମାନେ 2 ଡ୍ରପ ନଡିଆ ତେଲ କୁ ଆଙ୍ଗୁଳି ସାହାର୍ଯ୍ୟରେ ନେଇ ଆଖି ଚାରିପଟେ ଧୀରେ ଧୀରେ ମସାଜ କରନ୍ତୁ । ଆଖିତଳେ ଥିବା ଡାର୍କସର୍କଲ୍ ଦୂର ହୋଇଯିବ ।

5. ଡେଣ୍ଡରପ ଦୂର କରେ :-

ଡେଣ୍ଡରପ ଦୂର କରିବା ପାଇଁ ଆପଣ ମାନେ ଏକ ଗିନାରେ କିଛି ନଡିଆ ତେଲ ନିଅନ୍ତୁ , ଏହାପରେ ଏକ ଫାଳ ଲେମ୍ୱୁୁ ର ରସ ସେଥିରେ ଏଡ୍ କରନ୍ତୁ । ଏହାପରେ ସେହି ଲେମ୍ୱୁର ଫାଳ ସାହାର୍ଯ୍ୟରେ ତେଲକୁ ହେୟାରରେ ଆପ୍ଲାଏ କରନ୍ତୁ । 50 ମିନିଟ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣି ସାହାର୍ଯ୍ୟରେ ଧୋଇ ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.