Swastik Tv News Odisha

ପୁଅ ହେବ ତ ଏମିତି ! ଓଡିଆ ସୁପରଷ୍ଟାର ଅନୁଭବ ମହାନ୍ତି (Anubhav Mohanty) ଦେଖନ୍ତୁ କିପରି ତାଙ୍କ ମା’ ଙ୍କ ସେବା କରୁଛନ୍ତି, ଦେଖିଲେ ଆପଣ ବି କହିବେ…ଦେଖନ୍ତୁ ଭିଡିଓ

0

ଜଣେ ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି ଓଡ଼ିଶାର ଜଣେ ଲୋକପ୍ରିୟ ଚେହେରା। ଏହି ଲୋକପ୍ରିୟ ଅଭିନେତା ଙ୍କ ବିଷୟରେ ତ ଆପଣ ଜାଣିଥିବେ। ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ଦେଇ ଆସିଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ହୋଇଥାଏ। ରାଜନୀତି ରେ ମଧ୍ୟ ତାଙ୍କର ପାରଦର୍ଶିତା ବେଶ୍ ଅଧିକ। ରାଜ୍ଯ ସଭାର ସାଂସଦ ଭାବରେ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରେ ପ୍ରତ୍ୟେକ୍ଷ ନିର୍ବାଚନ କୁ ଉଲ୍ଲାଇ ସେ ବାଜିମାତ କରିଥିଲେ। ତେବେ ଜଣେ ସୁପରଷ୍ଟାର ଅଭିନେତା ଭାବରେ ଅନୁଭବ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ।

ତେବେ ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଅନୁଭବ ମହାନ୍ତି। ତାଙ୍କର ବାସ୍ତବ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଲିଉଡ ର ହ୍ୟାଣ୍ଡସମ୍ ହିରୋ ମେଗାଷ୍ଟାର ଅନୁଭବ ଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି।

ଅଭିନୟ ଜଗତରେ ସେ ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସେତିକି ପ୍ରିୟ ଅଟନ୍ତି ତାଙ୍କ ପରିବାରର।ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ସେ ତାଙ୍କର ବ୍ୟକ୍ତିତ୍ଵ ସାଙ୍ଗକୁ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିଛନ୍ତି ଏହି ଅଭିନେତା ଜଣଙ୍କ।

ସେ ତାଙ୍କର ଅଭିନୟ ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଇଁ ବେଶ୍ ଜଣାଶୁଣା ଚେହେରା ପାଲଟିଛନ୍ତି।ଏହି ଅଭିନେତା ଜଣଙ୍କ ସୋସିଆଲ ମିଡିଆରେ ଅନେକ ସମୟରେ ସେ ସକ୍ରିୟ ରହିଥାନ୍ତି।ତାଙ୍କର ଫ୍ୟାନ ମାନଙ୍କ ପାଇଁ ସେ ଅନେକ ସମୟରେ ଅନେକ ଭିଡ଼ିଓ ସବୁ ସେୟାର୍ କରିଥାଆନ୍ତି। ଏବେ ସେ ପୁଣି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ମାଆଙ୍କ ସେବା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ମାଆଙ୍କର ସେ ପାଦ, ଗୋଡ଼ ଚିପି ଦେଉଛନ୍ତି। ମାଆ ଙ୍କ ସହ କଥା ହେବା ସହିତ ସେ ତାଙ୍କ ମାଆଙ୍କର ଆଣ୍ଠୁ, ଗୋଡ଼, ପାଦ କୁ ଚିପି ଦେଉଛନ୍ତି। ମାଆଙ୍କ ପ୍ରତି ତାଙ୍କର ଏହି ସେବା ଭଲପାଇବାକୁ ଦେଖି ଅନେକ ଖୁସି ହେବା ସହିତ ତାଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.