Swastik Tv News Odisha

ଦେଖନ୍ତୁ Live ଭିଡ଼ିଓ : ଲାଇଭ ଭିଡ଼ିଓ ରେ ସ୍ୱାମୀ ଙ୍କ ସହିତ ହିରୋଇନ ସୋମାଲିନ କଲେ ଏମିତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଇଚ୍ଛା ଜାଗ୍ରତ ହୋଇଥାଏ। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଇ ଥାଆନ୍ତି। ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନେ ସବୁବେଳେ ଇଚ୍ଛା ପ୍ରକାଶ କରି ଥାଆନ୍ତି। ତେବେ ବନ୍ଧୁଗଣ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋମାଲୀନ ପରିଡା ଓ ତାଙ୍କ ସ୍ୱାମୀ ନୀତିଶ ଲାଇଭ ଆସି କିଛି କହୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଡିଆ ଜଗତର ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ତାଙ୍କ ଅଭିନୟ ଦ୍ୱାରା ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଧରଣର ହୋଇଥାଏ। ତାଙ୍କ ଅଭିନୟ ଯାଦୁରେ ସାରା ଓଡ଼ିଶାର ଦର୍ଶକ ମାନେ ବହୁତ ଖୁସି ହୋଇ ଯାଆନ୍ତି। ସେ ଭଲ ଅଭିନେତ୍ରି ଭାବରେ ଆଗକୁ ପାଦ ପକାଇଛନ୍ତି।

ତେବେ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି ଓ ଏଥି ସହିତ ସେମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି। ଅଭିନେତ୍ରୀଙ୍କ ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ବର୍ତ୍ତମାନ ସେ ବିବାହ କରି ସାରିଛନ୍ତି ବୋଲି ଆପଣ ମାନେ ସମସ୍ତେ ଜାଣିଥିବେ।

ତେବେ ବର୍ତ୍ତମାନ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ ନୀତିଶଙ୍କ ସହିତ ଲାଇଭ ଆସି ତାଙ୍କ ଫ୍ୟାନ୍ସ ମାନଙ୍କର ପ୍ରଶ୍ନର ଉତ୍ତର ଦେଉ ଥିବାର ଦେଖିବା ପାଇଁ ମିଳିଛି। ତାଙ୍କ ଫ୍ୟାନ୍ସ ତାଙ୍କ ସ୍ୱାମୀଙ୍କୁ କହୁଛନ୍ତି ଯେ, ବାହାଘର ପରେ ଫାଷ୍ଟ ଗିଫ୍ଟ ଅଭିନେତ୍ରୀଙ୍କ ପାଇଁ କଣ ଥିଲା ବୋଲି ପଚାରୁଛନ୍ତି। ତାଙ୍କ ସ୍ୱାମୀ କହିଥିଲେ ତାଙ୍କୁ ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ ସେଥିପାଇଁ ସେ ଏକ ସ୍ପେଶାଲ ଗିଫ୍ଟ ଦେବେ ଯେଉଁଥିରେ କି ସେ ଆଉ ବୋରିଙ୍ଗ ହେବେ ନାହିଁ। ଆହୁରି ଫ୍ୟାନ୍ସ ମାନେ ତାଙ୍କୁ ସୁନ୍ଦର ଯୋଡି ବୋଲି ମଧ୍ୟ କହିଛନ୍ତି। ଏଥି ସହିତ ଆରେଞ୍ଜ ବାହାଘର ନା ପ୍ରେମ ବାହାଘର ପଚାରି ଥିଲେ। ସେମାନେ କହିଥିଲେ ଆରେଞ୍ଜ ବାହାଘର ବୋଲି କହିଥିଲେ। ସେ ଦୁଇ ଜଣଙ୍କର ରାଜଜଟକ ପଡି ଗଲା ଓ ସ୍ଥିର କରିଦେଲେ ବାହାଘର ହେବା ପାଇଁ ଓ ଶେଷରେ ବାହାଘର ହୋଇଗଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.