Swastik Tv News Odisha

ପ୍ରଥମାଷ୍ଟମୀରେ ଘରର ସାନ ପିଲାର ପ୍ରତିବାଦ : ଆମର କଣ ଅଧିକାର ନାହିଁ, ତମେ ବଡ ମଝିଆ ସବୁ ନୂଆ ସାର୍ଟ ପିନ୍ଧିବ, ଆଉ ଆମେ….

0

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଓଡ଼ିଆ ମାନେ ବାର ମାସରେ ତେର ପର୍ବ ପାଳନ କରି ଥାଆନ୍ତି। ସବୁ ନୀତି ରୀତି ଓ ପ୍ରଥା ପରମ୍ପରା ଅନୁସାରେ ସବୁ ନିୟମକୁ ଠିକ ଠାକ ଭାବରେ ପାଳନ କରି ଥାଆନ୍ତି। ପ୍ରଥମାଷ୍ଟମିରେ ଭଗବାନ ବଳଭଦ୍ର ଅଷ୍ଟମୀ ହୋଇ ଥାଆନ୍ତି ଓ ଭଗବାନଙ୍କ ସବୁ ରୀତି ନିୟମ ଅନୁସାରେ ସବୁ କାର୍ଯ୍ୟ ଠିକ ଭାବରେ କରା ଯାଇ ଥାଏ। ଏଥି ସହିତ ପ୍ରଥମାଷ୍ଟମିରେ ଘରର ପୁଅ ଓ ଝିଅ ମାନେ ମଧ୍ୟ ଅଷ୍ଟମୀ ହୋଇ ଥାଆନ୍ତି, କିନ୍ତୁ ଘରର ସାନ ପିଲା ମାନେ ଅଷ୍ଟମୀ ହୁଅନ୍ତି ନାହିଁ। ଯାହା ଫଳରେ ସାନ ପିଲା ମାନେ ରାଗ ରୁଷା ଓ ଅଭିମାନ କରି ଥାଆନ୍ତି। ସେମିତି ଗୋଟେ ଖବର ବର୍ତ୍ତମାନ ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତାହା ହେଉଛି ଘରର ସାନ ପୁଅଟି ଅଷ୍ଟମୀ ହୋଇ ନାହିଁ ବୋଲି ପ୍ରତିବାଦ କରୁଛି ବୋଲି ଶୁଣିବା ପାଇଁ ମିଳୁଛି। ତେବେ ଆସନ୍ତୁ ସେ କଣ କହୁଛନ୍ତି ସମ୍ପୂର୍ଣ ଖବର ବିଷୟରେ ନଜର ପକାଇବା;

ସୂଚନା ଅନୁସାରେ, ପ୍ରଥମାଷ୍ଟମି ହେଉଛି ଏକ ବଡ଼ ପର୍ବ ହୋଇଥାଏ, ଯାହାକି ଓଡ଼ିଆ ଘରର ଲୋକ ମାନେ ପ୍ରଥା ପରମ୍ପରା ଅନୁସାରେ ସବୁ ନୀତି ନିୟମକୁ ମାନି ପାଳନ କରି ଥାଆନ୍ତି। ଘରର ବଡ଼ ଝିଅ ଓ ପୁଅ ମାନେ ଅଷ୍ଟମୀ ହୁଅନ୍ତି। କିନ୍ତୁ ଘରର ସାନ ପୁଅ ଓ ଝିଅ ମାନେ ହୁଅନ୍ତି ନାହିଁ। ସେଥିପାଇଁ ଘରର ସାନ ପିଲା ମାନେ ମନ ଦୁଃଖ କରି ଥାଆନ୍ତି। ତେବେ ନିକଟରେ ଜଣେ ସାନ ପୁଅଟି ଅଷ୍ଟମୀ ହୋଇ ନାହିଁ ବୋଲି କିଛି କହୁଥିବାର ଦେଖିବା ପାଇଁ ମିଳିଛି।

ତେବେ ସେହି କୁନି ପୁଅଟି କହୁଛି ଯେ, ଆମେ ଘରର ସାନ ପୁଅ ବୋଲି କଣ ଆମର କିଛି ଅଧିକାର ନାହିଁ। କେବଳ ବଡ଼ ପୁଅ ଝିଅ ମାନେ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧିବେ ଆମେ ଖାଲି ପିଠା ଖାଇବୁ ଏହି କଥାଟି ସେହି କୁନି ପିଲାଟିକୁ ବହୁତ ବାଧୁଛି ବୋଲି କହୁଛନ୍ତି। ସେହି କୁନି ପିଲାର ସାଙ୍ଗ ମାନେ ତାକୁ ତିନି ନମ୍ବର ବୋଲି କହୁଛନ୍ତି ଓ ତୁ ଅଷ୍ଟମୀ ହେବୁ ନାହିଁ। ଏହା କହି ପିଲାଟି ବହୁତ ମନ ଦୁଃଖ କରୁଛି। ସେହି କୁନି ପିଲାଟି ସବୁ ବାପା ଓ ମାଆଙ୍କୁ ଅନୁରୋଧ କରି କହୁଛନ୍ତି ଯେ, ସାନ ପିଲା ମାନଙ୍କ ପାଇଁ ବି ଡ୍ରେସ ଆଣନ୍ତୁ, ସେମାନେ ମଧ୍ୟ ଅଷ୍ଟମୀ ହୋଇଥିବେ ବୋଲି କହୁଛନ୍ତି। କୁନି ପିଲାଟିର ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.